‘ସର୍ଜିକାଲ ଷ୍ଟ୍ରାଇକ୍ର ଅତ୍ୟଧିକ ପ୍ରଚାର କରିଥିଲେ ମୋଦି’
ନୂଆଦିଲ୍ଲୀ, ୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ୨୦୧୬ରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ର ବହୁଳ ପ୍ରଚାର କରିଥିଲେ ବୋଲି ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏଭଳି ପ୍ରଚାରର କୌଣସି ଆବଶ୍ୟକତା…
ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କବାଦୀ
ଜମ୍ମୁ,୭।୧: ଶୀତଋତୁରେ ଜମ୍ମୁ-କଶ୍ମୀରେ ପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍ଓସି) ଆରପଟେ ଥିବା ଲଞ୍ଚ୍ପ୍ୟାଡ୍ଗୁଡ଼ିକରେ ପ୍ରାୟ ୪୦୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବା ଲାଗି ପାକିସ୍ତାନର ଏକ ଉଦ୍ୟମ ବିଫଳ ହେବା ପରେ ସେମାନେ…
କରନଙ୍କୁ ବିବାହ କରିବା ପୂର୍ବରୁ ଜନ୍ ଆବ୍ରାହମ୍ଙ୍କ ସହିତ ୯ ବର୍ଷ ଲିଭ୍ଇନ୍ରେ ଥିଲେ ବିପାଶା…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି…
ରିଲ୍ ଲାଇଫ୍ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍ରେ ରହିଥିଲେ ଅସଫଳ…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି।…
ଏହି ସମୟରେ କୋଲ୍ଡଡ୍ରିଙ୍କସ୍ ପିଇବା ମନା…
ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ରକ୍ତ ଶର୍କରା, ବ୍ଲଡ୍ ପ୍ରେସର ଓ ଶରୀରର ଓଜନ…
ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ
ମୁମ୍ବାଇ,୬।୧- ଟେଲିଭିଜନ ରେଟିଂ ପଏଣ୍ଟସ (ଟିଆରପି) ଠକେଇ ମାମଲା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ରିପବ୍ଲିକ ଟିଭି ଓ ଏହାର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବା ମୁମ୍ବାଇ ପୋଲିସ ବୁଧବାର ହାଇକୋର୍ଟରେ…
ଯୁବକରୁ ଟ୍ରାନ୍ସଓମ୍ୟାନ୍ ପାଲଟିଲେ ବଲିଉଡ୍ର ଏହି ଟପ୍ ଡିଜାଇନର: କହିଲେ ‘ମୁଁ ସ୍ବପ୍ନିଲ ନୁହେଁ ସାୟଶା’
ବମ୍ବେ: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କରିନା କପୁର ଖାନ୍, ଅନୁଷ୍କା ଶର୍ମା, ସନି ଲିଓନି, କଟ୍ରିନା କୈଫ, ଶ୍ରଦ୍ଧା କପୁରଙ୍କ ଡିଜାଇନର ସ୍ବପ୍ନିଲ ସିନ୍ଦେ ଏବେ ଟ୍ରାନ୍ସଓମ୍ୟାନ୍ ପାଲଟିଛନ୍ତି। ସେ ନିଜ ନାମକୁ ବଦଳାଇ ସାୟଶା ସିନ୍ଦେ କରିଛନ୍ତି।…
ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !
ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି । ଛୁଟି କଟାଇବା ହେଉ ଅଥବା କୌଣସି…
ସିଡନୀ ଟେଷ୍ଟ ପାଇଁ ଭାରତ ଏକାଦଶ ଘୋଷଣା: ରୋହିତ ସାମିଲ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁର ସୁଯୋଗ
ସିଡନୀ,୬।୧: ଗୁରୁବାରଠାରୁ ସିଡନୀରେ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଏକାଦଶ ଘୋଷଣା କରିଛି। ଯୁବ ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ସାଇନି ତାଙ୍କର ଟେଷ୍ଟ ଡେବ୍ୟୁ…
ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଟିମ୍ ପାଲଟିଲା ନ୍ୟୁଜିଲାଣ୍ଡ, ପଛରେ ପଡ଼ିଲା ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ
ଖ୍ରୀଷ୍ଟଚର୍ଚ୍ଚ,୬।୧: ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ୍ ଟିମ୍ ହୋଇଛି ନ୍ୟୁଜିଲାଣ୍ଡ। ଚିରପ୍ରତିନ୍ଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ର଼୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଛି ଦଳ। ଜାନୁୟାରୀ ୩ରୁ ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟର ଚତୁର୍ଥ…
କାର୍ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…
ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି ଏକ ଦେଶ ହେଉଛି ଅଷ୍ଟ୍ରେଲିଆ। ଏହାକୁ ବିଚିତ୍ର ଦେଶ କୁହାଯାଏ। ଏବେ ଏକ ଅଜବ…
ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର
ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍ ଅଥବା ହାଫଥୋର ଜନ୍ସନ୍ ହୋଇପାରେ। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ…
Archives


