ଭାଜପାରେ ସାମିଲ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ
ନୂଆଦିଲ୍ଲୀ,୧୬।୩: ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡଓ୍ବାଲ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଶନିବାର ଅପରାହ୍ନରେ ଭାଜପା ଅଫିସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି। ଖୁବ୍ଶୀଘ୍ର ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ପ୍ରବେଶ…
ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ନୀତିଶ-ଚିରାଗଙ୍କ ବିରୋଧରେ ନିର୍ବାଚନ ଲଢି ପାରିବନି ଭାଜପା
ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ଏହାରି ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବୟାନ ଚର୍ଚ୍ଚାରେ। ସେ ନିଜ ବୟାନରେ ଭାଜପାର ଦୂର୍ବଳତାକୁ ପଦାରେ…
Video: ଆରବ ସାଗରରେ ଦମ୍ ଦେଖାଇଲା ଭାରତୀୟ ନୌସେନା, ସମୁଦ୍ର ଲୁଟେରାଙ୍କ ବିରୋଧରେ କରାଗଲା ବଡ଼ ଅପରେଶନ
ନୂଆଦିଲ୍ଲୀ,୧୬।୩: ଭାରତୀୟ ନୌସେନା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଆରବ ସାଗର ମଧ୍ୟଭାଗରେ ସମୁଦ୍ର ଲୁଟେରାମାନଙ୍କ କବଳରୁ ବାଲାଂଦେଶର ଏକ ଜାହାଜକୁ ରକ୍ଷା କରିବାରେ ସଫଳ ହୋଇଛି। ଶନିବାର ଲୁଟେରାମାନେ ଏମ୍ଭି ରୁଏନ୍ ନାମକ ଜାହାଜକୁ ଅପହରଣ କରି…
ସରିଲା ରାଜ୍ୟ କ୍ୟାବିନେଟ୍ ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜାଣନ୍ତୁ ଆଚରଣ ବିଧି ଲାଗୁ ପୂର୍ବରୁ କେଉଁ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର,୧୬।୩: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଥିଲା ରାଜ୍ୟ କ୍ୟାବିନେଟର ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ…
ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ମାମଲା ବିଚାରାଧୀନ ସମୟରେ ନିର୍ବାଚନ କମିଶନରଙ୍କୁ କାହିଁକି ଦିଆଗଲା ନିଯୁକ୍ତି
ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କିନ୍ତୁ କୋର୍ଟ ଦୁଇ ନୂଆ ଇସିଙ୍କ ନିଯୁକ୍ତିରେ ରୋକ୍ ଳଗାଇବାକୁ ମନା କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧ ଗୁରୁବାର ହେବ। ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ…
ମେଣ୍ଟ ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା, ୧୪୭ ବିଧାନସଭା ଆସନ ଉପରେ…
ଭୁବନେଶ୍ୱର,୧୬।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା ସଭାପତି…
ରାଜନୀତିରେ କଳାଧନ ଶେଷ କରିବାକୁ ଲଗାଯାଇଥିଲା ଇଲେକ୍ଟୋରାଲ ବଣ୍ଡ: ଶାହା
ନୂଆଦିଲ୍ଲୀ,୧୬।୩: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ବଣ୍ଡ ବା ଇଲେକ୍ଟରାଲ ପ୍ରସଙ୍ଗ ହେଡଲାଇନରେ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ନିର୍ବାଚନ ବଣ୍ଡ ବା ଇଲେକ୍ଟୋରାଲ ଆରମ୍ଭ କରିବାର କାରଣ ସ୍ପଷ୍ଟ…
ସାରା ବିଶ୍ୱରେ ସର୍ବାଧିକ ଭୋଟର ଭାରତରେ, ଏଥର ଏତେ କୋଟି ଲୋକ ଦେବେ ପ୍ରଥମ ଥର ଭୋଟ
ନୂଆଦିଲ୍ଲୀ,୧୬।୩: ଆଜି ଦେଶରେ ବାଜିବ ଲୋକସଭା ନିର୍ବାଚନର ବିଗୁଲ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶରେ ଆରମ୍ଭ ହେବ ନିର୍ବାଚନର ମହୋତ୍ସବ। ଭୋଟର ସ୍ଥିର କରିବ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାହା ହାତରେ କ୍ଷମତାର କମାଣ…
ମୋଦି ସରକାରଙ୍କ ବଡ ବଡ ଆକ୍ସନ, ୟାସିମ ମଲିକଙ୍କ ଦଳ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୬।୩: କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକକୁ ବଢାଇ ନରେନ୍ଦ୍ର ମୋଦି ସରକାର ଶନିବାର ଘୋଷଣା କରିଛନ୍ତି ଯେ ‘ଜାମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ’ ୫ବର୍ଷ ପାଇଁ ଏକ ‘ବେଆଇନ ସଂଗଠନ’ ହେବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…
ବଡ ଘୋଷଣା କରିପାରନ୍ତି ନବୀନ, ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର,୧୬।୩: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହା ଚଳିତ ସରକାରର ଶେଷ କ୍ୟାବିନେଟ । ତେବେ ଏହି କ୍ୟାବିନେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଯାହା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ଯାହା…
କୋର୍ଟରେ ହାଜର ହେଲେ କେଜରିଓ୍ବାଲ, ଜାମିନ ଆବେଦନ ମଞ୍ଜୁର
ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେ କୋର୍ଟରେ ହାଜର ହେବେ। କିଛି ସମୟ ମଧ୍ୟରେ ସେ…
ଭାଜପା ଆକାଉଣ୍ଟ ଫ୍ରିଜ୍ କରାଯାଉ: କଂଗ୍ରେସ
ନୂଆଦିଲ୍ଲୀ,୧୬ା୩: ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ସଂଗୃହୀତ ମୋଟ ଅର୍ଥର ୫୦% କେବଳ ଭାଜପା ପାଇଛି। କଂଗ୍ରେସ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଥିସହ ଭାଜପାର ବ୍ୟାଙ୍କ ଆକାଉଣ୍ଟକୁ…
Archives


