Home Middle

ଭୁଟାନ-ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା, ଇଟାଲୀ ପ୍ରଧାନମନ୍ତ୍ରୀ କହିଲେ ମିଳିମିଶି କରିବା କାମ

ନୂଆଦିଲ୍ଲୀ,୫।୬: ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ…

ବିଜେଡିକୁ ଏତେ ବଡ଼ କ୍ଷତି କାହା ପାଇଁ? ପାଣ୍ଡିଆନ ନା ଆଉ କିଏ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ…

ଭାଜପା ସବୁଠୁ ବଡ଼ ପାର୍ଟି , ୧୦୦ ଛୁଇଁଲାନି କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ,୫।୬: ‘୪୦୦ ପାର୍‌’ ନାରା, କିନ୍ତୁ ଜନାଦେଶ ୩୦୦ ଆସନ ତଳେ। ସଦ୍ୟ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବିଜୟ ଲାଭ କରିଥିଲେ ମଧ୍ୟ ଉତ୍ସବ ମନାଇବା ଅବସ୍ଥାରେ…

କିଏ ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ: ସ୍ପଷ୍ଟ କଲା ଭାଜପା

ନୂଆଦିଲ୍ଲୀ,୫।୬:୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ଏନଡିଏ ପକ୍ଷରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବେ। ଭାଜପା ମୁଖ୍ୟାଳୟରେ…

ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେବାକୁ ଇଣ୍ଡିଆ ବ୍ଲକ୍‌ ନିଷ୍ପତ୍ତି ଆଜି

ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ…

ପରାଜୟ ପରେ ନବୀନଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର,୩।୬: ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ବୟାନ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ”ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର…

Election Results Live | ନିର୍ବାଚନ ଫଳାଫଳ ୨୦୨୪

08: 52PM: ପଦ୍ମପୁରରେ ଜିତିଲେ ବିଜେଡିର ବର୍ଷା ସିଂ ବରିହା 08: 52PM: ସମ୍ବଲପୁର ବିଧାନସଭାରେ ବିଜେପି ବିଜୟୀ, ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ 08: 15 PM: ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି: ଅମିତ…

ଆସିଲା ଫାଇନାଲ ଏକ୍‌ଜିଟ୍‌ ପୋଲ! ଏନଡିଏ ନୁହେଁ ଇଣ୍ଡିଆ ମେଣ୍ଟ ଗଢିବ ସରକାର, ଜାଣନ୍ତୁ କିଏ ପାଇବ କେତେ ସିଟ୍‌

ନୂଆଦିଲ୍ଲୀ,୩।୬: ଜୁନ୍‌ ୧ରେ ଦେଶରେ ନିର୍ବାଚନ ଶେଷ ହୋଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶ ନିର୍ବାଚନରର ଫଳାଫଳକୁ ଅପେକ୍ଷା କରିଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପରେ, ଲୋକ ସଭା ନିର୍ବାଚନ ୨୦୨୪କୁ ଅନେକ ଏକ୍‌ଜିଟ୍‌ ପୋଲ ସାମ୍ନାକୁ ଆସିଛି।…

ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ…

ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ ବିପରୀତ ହେବ: ସୋନିଆଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଫଳାଫଳ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ପୂର୍ବାନୁମାନର ସମ୍ପୂର୍ଣ୍ଣ ବିପରୀତରେ ଯିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଶାବ୍ୟକ୍ତ କରିଛନ୍ତି। ଫଳାଫଳ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସୋମବାର ସୋନିଆ ଏକ ଗଣମାଧ୍ୟମକୁ…

‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ…

ଲୋକ ସଭା ନିର୍ବାଚନ କାଉଣ୍ଟିଙ୍ଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୩।୬: ଦେଶରେ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଦେଶବାସୀ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ୪ଜୁନରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଗଣନା ସହ ଜଡିତ ସମସ୍ତ ପ୍ରସ୍ତୁତି ନିର୍ବାଚନ କମିଶନ ଶେଷ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri