Home Middle

ଭଙ୍ଗା ଯାଇପାରୁନି ‘ଏମାର ମଠ’ର ମୁଖ୍ୟ କୋଠା: ମଉନ ବ୍ରତରେ ବସିଛନ୍ତି ମହନ୍ତ, ଅଣାଗଲା ବଡ଼ କଣ୍ଟେନର

ପୁରୀ ଅଫିସ,୩୦।୮: ବହୁ ଚର୍ଚ୍ଚିତ ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ମଠର ରଘୁନନ୍ଦନ ପାଠାଗାର ଭଙ୍ଗା ଯାଉଛି। ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠରୁ ବାହାରୁ ନ ଥିବା ଯୋଗୁ ମୁଖ୍ୟ କୋଠା…

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି:ଠାବହେଲା ୬ ଥାକିଆ ଭୂତଳ ଘର

ପୁରୀ ଅଫିସ, ୩୦-୮:ଭଙ୍ଗାଯାଇଛି ବହୁଚର୍ଚ୍ଚିତ ଏମାର ମଠ। ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଉ କିଛିଦିନ ପରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ ଦ୍ୱାଦଶ ଶତାବ୍ଦୀର ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ।…

୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି ୭୧,୫୪୨.୯୩ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ…

୨ରେ ଲଘୁଚାପ, ଅଧିକ ବର୍ଷିବ ନାହିଁ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ…

ଦିଲ୍ଲୀରେ ଆଇଏସ୍‌ଆଇ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀ: ଜାରି ହେଲା ସ୍କେଚ୍‌

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ତାଲିମ୍‌ ପ୍ରାପ୍ତ ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପଠାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଇତିମଧ୍ୟରେ ଦିଲ୍ଲୀ ଆସିଥିବା ଆତଙ୍କବାଦୀ ଅକରମ କୁରେଶି ଏବଂ ତାଙ୍କ ସହଯୋଗୀ…

ଅଯୋଧ୍ୟା ମାମଲା: ମସଜିଦ୍‌ର ନିର୍ମାଣ ବାବର କିମ୍ବା ଔରଙ୍ଗଜେବ୍‌ କରିଥିଲେ ବୋଲି ନାହିଁ ପ୍ରମାଣ

ନୂଆଦିଲ୍ଲୀ,୨୯।୮: ଅଯୋଧ୍ୟାର ରାମ ଜନ୍ମଭୂମି- ବାବରୀ ମସଜିଦ୍‌ ମାମଲାରେ ସୁପ୍ରିମ୍‌କୋର୍ଟରେ ଗୁରୁବାର ରାମଜନ୍ମଭୂମି ପୁନରୁତ୍ଥାନ ସମିତି ପକ୍ଷରୁ କୁହାଯାଇଛି ଯେ, ଏଠାରେ ବାବର କିମ୍ବା ଔରଙ୍ଗଜେବ୍‌ଙ୍କ ଦ୍ୱାରା କୌଣସି ମସଜିଦ୍‌ ନିର୍ମାଣ ହୋଇ ନ ଥିଲା। ଏହାର କୌଣସି ପ୍ରମାଣ ନାହିଁ।…

ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗୁରୁବାର ମଠର କୋଠିଘର ଭଙ୍ଗାଯିବା ପରେ ଏହାକୁ ନେଇ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୨୯।୮: ପାକିସ୍ତାନ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ମେଣ୍ଢର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି।…

ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା

ନୂଆଦିଲ୍ଲୀ,୨୯।୮: ଟିଏମ୍‌ସି, ସିପିଆଇ ଏବଂ ଏନ୍‌ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ଲାଗି ଆବଶ୍ୟକ ପ୍ରତିଶତ ଭୋଟ ସମ୍ପୃକ୍ତ ଦଳ ହାସଲ କରିପାରି ନ ଥିଲେ।…

ସୁପ୍ରିମ୍‌କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍‌କୋର୍ଟରେ ଖୁବ୍‌ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍‌ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ…

ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରବେଶ କରି ପାରନ୍ତି। ସେଠାରେ ସେମାନେ ସାମ୍ପ୍ରଦାୟିକ ହିଂସା କରିବା…

ପରମାଣୁ ଆକ୍ରମଣ ଧମକ ପରେ ପାକିସ୍ତାନ ‘ଗଜନବି’ ମିଜାଇଲ୍‌ର ପରୀକ୍ଷଣ କଲା

ଇସଲାମାବାଦ୍‌,୨୯।୮: ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାର ୨ ଦିନ ପରେ ପାକିସ୍ତାନ ଗୁରୁବାର ଏହାର ବାଲାଷ୍ଟିକ୍‌ ମିଜାଇଲ୍‌ ‘ଗଜନବି’ର ପରୀକ୍ଷଣ କରିଛି। ମିଜାଇଲ୍‌ର ପରୀକ୍ଷଣ ସଫଳ ରହିଥିବା ପାକିସ୍ତାନ ସୂଚନା ଦେଇଛି। ଏହି ମିଜାଇଲ୍‌ର ଲକ୍ଷ୍ୟଭେଦ କ୍ଷମତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri