Home Middle

ମହାରାଷ୍ଟ୍ର ପାଇଁ ଅଧିକ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ,୧୯ା୧୧(ପି.ଟି.)-ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟୁନାହିଁ। ଏନ୍‌ସିପି ନେତା ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଭେଟି ୪୫ ମିନିଟ ଆଲୋଚନା କରିଥିଲେ। ସେମାନେ ମହାରାଷ୍ଟ୍ର ରାଜନୀତି ନେଇ ଆଲୋଚନା…

ରାଜ୍ୟ ସଭାର ୨୫୦ତମ ଅଧିବେଶନର ସ୍ବତନ୍ତ୍ର ଆଲୋଚନା: ରାଜ୍ୟଗୁଡ଼ିକର ସମାନ ପ୍ରତିନିଧିତ୍ୱ ପ୍ରସ୍ତାବ

ନୂଆଦିଲ୍ଲୀ,୧୯ା୧୧(ପି.ଟି.): ରାଜ୍ୟ ସଭାରେ ରାଜ୍ୟଗୁଡିକର ସମାନ ପ୍ରତିନିଧିତ୍ୱ ରହିବା ଆବଶ୍ୟକ ବୋଲି ୨୫୦ତମ ଅଧିବେଶନ ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାରେ ଭାଗନେଇ ସଦସ୍ୟମାନେ ମତ ଦେଇଛନ୍ତି। ସେହିପରି ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କର ସମୟସୀମା ଧାର୍ଯ୍ୟ ନ କରିବା ପାଇଁ ମଧ୍ୟ…

ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟକଲେ ମନମୋହନ

ନୂଆଦିଲ୍ଲୀ,୧୯-୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଦେଶର ବିକାଶ ହାର ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦେଶର ବେକାରୀ…

ଉଗ୍ର ରୂପ ନେଉଛି ଜେଏନ୍‌ୟୁୁ ଛାତ୍ରଙ୍କ ଆନ୍ଦୋଳନ: ଦିଲ୍ଲୀର ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି’ ବିରୋଧରେ କରୁଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ କେନ୍ଦ୍ର ସଚିବାଳୟ, ଉଦ୍ୟୋଗ ଭବନ ଓ ପଟେଲ ଛକ ମେଟ୍ରୋ ଷ୍ଟେଶନକୁ ଅସ୍ଥାୟୀ…

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ ରହିଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ କେନ୍ଦ୍ର ସରକାର…

ଆଉ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରାଜଧାନୀ ଦିଲ୍ଲୀରେ ଏବେ ଆଉ ଆବଶ୍ୟକ ନାହିଁ ଅଡ୍‌-ଇଭିିନ୍‌ ନମ୍ବର। କାରଣ ଦିଲ୍ଲୀ ଆକାଶ ଏବେ ନିର୍ମଳ ଥିବା ସୋମବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ତେବେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଧାରଣ ଜୀବନଯାତ୍ରା…

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ: ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ ଲକ୍ଷ୍ୟ

ବ୍ୟାଙ୍କକ୍‌,୧୮।୧୧: ଏଣିକି ଭାରତ ପ୍ରତିରକ୍ଷା ସରଞ୍ଜାମ ଆମଦାନି କରିବା କମାଇବ। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଦେଶରେ ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗିରହିଛି। ଗୃହରେ ଭାଜପା ନେତାମାନଙ୍କୁ ସ୍ମିତାରାଣୀ ମାମଲା ବିଷୟରେ କହିବାର ସୁଯୋଗ ଦିଆଯାଉନାହିଁ।…

ମହାରାଷ୍ଟ୍ରରେ ସରକାର ଗଠନ: ସୋନିଆଙ୍କୁ ଭେଟିବେ ଶରଦ

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ମନ୍ଥନ ଚାଲିଛି। ସୋମବାର ଏନ୍‌ସିପି ନେତା ଶରଦ ପାଓ୍ବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହେଲେ ସରକାର ଗଠନକୁ ନେଇ ଆଉ କିଛି ସମୟ ଲାଗିବ ବୋଲି…

ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ବୋବଡେ

ନୂଆଦିଲ୍ଲୀ,୧୮।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ସ୍ବାଗତ କରିଥିବାବେଳେ ଦୁଇଟି ମୁସ୍‌ଲିମ ସଙ୍ଗଠନ ଏକତରଫା ଓ ଭିତ୍ତିହୀନ ଦର୍ଶାଇ…

ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ଏବଂ ନାଭାଲ୍‌ ସ୍ପାଏ ପ୍ଲେନ୍‌ ଯୋଗାଇ ଦେବ। ଚଳିତ ବର୍ଷ ଜୁନ୍‌ ମାସରେ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?