Home Middle

ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ ଅଫିସ, ୯ା୧୨:ବାଲୁକା କଳାକୁ ନେଇ ଓଡ଼ିଶାର ଯେଉଁ କେତେଜଣ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ବାଲୁକା କଳା କେବଳ ଓଡ଼ିଶା କି ଭାରତ ନୁହେଁ…

ଅଯୋଗ୍ୟ ହେଲେ ଯୋଗ୍ୟ: କର୍ନାଟକରେ ଫୁଟିିଲା ପଦ୍ମ

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭା ଉପନିର୍ବାଚନରେ ୧୫ ଆସନ ମଧ୍ୟରୁ ଭାଜପା ୧୨ଟି ଆସନରେ ବିଜୟ ଲାଭ କରିବାକୁ ଯାଉଛିି। ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିବା ଆଶା ଥିବାବେଳେ ୨ଟି ଆସନ କଂଗ୍ରେସ ଖାତାକୁ ଯିବ ବୋଲି କୁହାଯାଉଛି। ଉପନିର୍ବାଚନରେ ବାଚସ୍ପତିଙ୍କ…

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକକୁ ସମର୍ଥନ ଦେଇଛି ବିଜେଡି। ଗୃହରେ ବିଧେୟକକୁ ଗୃହୀତ କରିବା…

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ ସପକ୍ଷରେ ୨୯୩ ଭୋଟ ପଡ଼ିଥିବାବେଳେ ବିରୋଧରେ ୮୨ ଭୋଟ ପଡ଼ିଥିଲା। ବିଲ୍‌ ଉପରେ ମଙ୍ଗଳବାର…

ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ

ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୭ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା କାଣ୍ଡ…

ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ: ଶିବସେନା

ମୁମ୍ବାଇ,୯।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି କହିଛି ଯେ, ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌,…

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା…

ମୃତ୍ୟୁ ନିଆଁରେ ରାଜନୀତି

ନୂଆଦିଲ୍ଲୀ,୯ା୧୨: ଦିଲ୍ଲୀର ଅନାଜ ମଣ୍ଡି ନିଆଁରେ ଜଳିଯାଇଛି ୪୩ ଜୀବନ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏଥିରେ ବି ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି ଦଳ। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ଜୋର ଧରିଥିବା…

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ କେନ୍ଦ୍ରର ଏନ୍‌ଡିଏ ସରକାର ସଂକଳ୍ପବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଦେଶ ପାଇଁ…

ସଚେତନତା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅପରାଧର ଅନ୍ତ ଘଟିିବ: ଭେଙ୍କିୟା ନାଇଡୁ

ପୁଣେ,୮।୧୨: ଦେଶରେ ମହିଳାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିବା ନେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କ୍ଷୋଭ ପ୍ରକାଶ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ଦ୍ୱାରା ହିଁ ଏଭଳି ଆପରାଧୀକ ଘଟଣାର ଅନ୍ତ ଘଟିବ ବୋଲି ପୁଣେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ…

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଖାଦ୍ୟଶସ୍ୟ ମଣ୍ଡିର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ୪୩…

ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି ଓଡ଼ିଶା, ଭୂଖଣ୍ଡରେ ଛିଡ଼ା ହୋଇ ନିଜକୁ ଭାଗ୍ୟବାନ ମନେ କରୁଛି: ରାଷ୍ଟ୍ରପତି

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ସାରା ଜଗତକୁ ଶାନ୍ତିର ବାର୍ତ୍ତା ଦେଇଛି। ଏହି ଭୂଖଣ୍ଡରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?