ଅଗଷ୍ଟ ଆରମ୍ଭରୁ ଡରାଇଲାଣି କରୋନା: ଆଜି ୨୯ ଜିଲାରୁ ଚିହ୍ନଟ ହେଲେ ୧୪୩୪ ଆକ୍ରାନ୍ତ; ମୋଟ ସଂଖ୍ୟା ୩୪ ହଜାର ଟପିଲା
ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮୯ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୫୪୫ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ…
ଆଉ ଗୋଟିଏ ଦିନପରେ ୧୮ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !
ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଉ ଗୋଟିଏ ଦିନ ପରେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁଦ୍ଧା ଦେଶରେ ମୋଟ…
ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର
ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ ଅଧିକ ଶିଶୁଙ୍କ ରକ୍ତରେ ଜହର ରହିଛି। ରକ୍ତରେ ସୀସାର ମାତ୍ରା ବୃଦ୍ଧି ପାଇବା ଯୋଗୁ…
ତାଲିମ ଅଛି, ନିଯୁକ୍ତି ନାହିଁ
ଭୁବନେଶ୍ୱର,୨।୮(ବ୍ୟୁରୋ): ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଦକ୍ଷତା ବିକାଶ ମିଶନ ଗଠନ କରାଯାଇ ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା କେତେଦୂର…
ସହର ପାଣି ବିପଦ ଆଣିପାରେ
ଭୁବନେଶ୍ୱର,୨।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟବାସୀ ନିଜ ଜୀବନକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ମଧ୍ୟ ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି। ହେଲେ କରୋନା ଯୋଗୁ ଗତ ୪ମାସ ଧରି ଜଳର ନମୁନା ଠିକ୍ଭାବେ ପରୀକ୍ଷା ହୋଇପାରୁ…
କରୋନା ଟୀକା ଏହି ମାସରେ ପହଞ୍ଚିବ ଲୋକଙ୍କ ପାଖରେ
ମସ୍କୋ, ୨।୮: ପୃଥିବୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ଦେଶର ବୈଜ୍ଞାନିକ କରୋନା ପ୍ରତିଷେଧକ ଟୀକାର ଟ୍ରାଏଲ୍ ଜାରି ରଖିଛନ୍ତି। ତେବେ ରୁଷିଆ ଟୀକା ଟ୍ରାଏଲ୍ କ୍ଷେତ୍ରରେ ଆଗୁଆ ରହିଛି। ଏଠାରେ ଅଗଷ୍ଟ ୧୦ ସୁଦ୍ଧା କରୋନା…
୪ବର୍ଷ ହେଲା ଚାଲିଛି ଜାଗା ଖୋଜା
ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ ବାଟବଣା ହେଉଛି ଯୋଜନା। ଫଳରେ କ୍ରୀଡାବିତ୍ମାନେ ଉପେକ୍ଷିତ ହେଉଛନ୍ତି। ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ…
ବାବୁ ଦେଉନାହାନ୍ତି ବିଦ୍ୟୁତ୍ ବିଲ୍: ବଢ଼ି ବଢ଼ି ହେଲାଣି ୩ କୋଟି
ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍ଚକ୍ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ଶକ୍ତି। ହେଲେ ଏ ବାବଦ ବିଲ୍ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି…
ଫରେଷ୍ଟରଙ୍କୁ କଚାଡ଼ିଦେଲା ଦନ୍ତା
ପରଜଙ୍ଗ, ୨।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଗ୍ରାମ୍ୟ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବାବେଳେ ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ପଙ୍ଗାତୀରା ଫରେଷ୍ଟର ଶଶିରେଖା ଦିଓ୍ବାନି। ଏଥିରେ ରେଞ୍ଜର ସୁବ୍ରତ କୁମାର ବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଏବଂ ହାତୀ ସ୍କ୍ବାଡ୍…
ପାରାଦୀପ ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଆଇଓସିଏଲ୍ର ସବୁଜ ସଙ୍କେତ
ଭୁବନେଶ୍ୱର,୨।୮: ପାରାଦୀପରେ ସ୍ଥାପନ ହେବାକୁ ଥିବା ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଇଣ୍ଡିଆନ ଅଏଲ୍ କର୍ପୋରେଶନ ଲିମିଟେଡ୍(ଆଇଓସିଏଲ୍) ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଇଣ୍ଡିଆନ ଅଏଲ୍ର ବୋର୍ଡ ଏହି ସମନ୍ବିତ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଥିବା ଶନିବାର ଜଣାପଡ଼ିଛି। ପାରାଜାଇଲିନ(ପିଏକ୍ସ)…
ଭୁବନେଶ୍ୱରରେ ଖୋଲିବ ସପିଂ ମଲ
ଭୁବନେଶ୍ୱର,୧ା୮(ବ୍ୟୁରୋ)-ଭୁବନେଶ୍ୱରରେ ଖୋଲିବ ସପିଂ ମଲ। ଏ ନେଇ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅନୁମତି ଦେଇଛି। ତେବେ ମଲ ଖୋଲିବା ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି। ମଲ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଖୋଲିବନି। ସେହିପରି ଗେମ…
ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧ା୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୩୯ ଜଣ , କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧,…
Archives


