ଥାନାରେ ବାଘ
କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ କରି…
ବାହାରିଲା ନାହିଁ କୌଣସି ସମାଧାନ: କୃଷି ଆଇନକୁ ନେଇ ପୁଣିଥରେ ୧୯ ଜାନୁୟାରୀରେ ହେବ ବୈଠକ
ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ସହ ଶୁକ୍ରବାର କେନ୍ଦ୍ର ସରକାର ୯ମ ଥର ପାଇଁ ଆଲୋଚନା କରିଥିଲେ । ହେଲେ ଏଥର ବି ଏହାର କୌଣସି ସମାଧାନ ବାହାରି ନ…
ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ
ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ । ସେ କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ । ଦିଲ୍ଲୀର କରିଅପ୍ପା…
ଇଣ୍ଡିଆନ ସୁପରଲିଗ୍: ଜାମସେଦପୁରକୁ ହରାଇ ତୃତୀୟରେ ଗୋଆ
ଫତୋର୍ଦା, ୧୫।୧: ଜର୍ଜ ଓର୍ଟିଜ୍ଙ୍କ ଡବଲ ଗୋଲ ବଳରେ ଗୋଆ ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍ସିକୁ ୩-୦ରେ ପରାସ୍ତ କରିଛି। ଓର୍ଟିଜ ମ୍ୟାଚର ୧୯ ଓ ୫୨ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ଆଲେକଜାଣ୍ଡର…
ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା
ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ ବିମାନଟି…
ବିକାଶର ମଡେଲ ହୋଇପାରିଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ
ଭବାନୀପାଟଣା,୧୪।୧(ଡି.ଏନ୍.ଏ.) : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ
କଟକ ଅଫିସ,୧୪।୧: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନରେ କଟକ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ…
କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଲେ ମୋଦି: ଶିବସେନା
ମୁମ୍ବାଇ,୧୪।୧: କୃଷି ଆଇନ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛିି। ମୋଦି ସୁପ୍ରିମ୍କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଥିବା ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ଅନ୍ନଦାତାଙ୍କୁ ଆଲୋଚନାରେ…
୪ ଭାଷାରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରୁ ସେ ୪ଟି ଭାଷାରେ ଟୁଇଟ୍ କରିଛନ୍ତି। ପ୍ରଥମେ ସେ ହିନ୍ଦୀରେ ଶୁଭକାମନା ଜଣାଇଥିବାବେଳେ ପରବର୍ତ୍ତୀ ସମୟରେ ଇଂଲିଶ୍ ଏବଂ ତାମିଲ ଭାଷାରେ ମଧ୍ୟ…
କୃଷି ଆଇନ କପି ଜାଳିଲେ ଚାଷୀ
ନୂଆଦିଲ୍ଲୀ,୧୪ା୧(ପି.ଟି.): ଲୋହଡ଼ି ପର୍ବରେ ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି। କେବଳ ସିଙ୍ଘୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ କପି ପୋଡ଼ାଯାଇଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚାର ପରମଜିତ୍ ସିଂ ସୂଚନା ଦେଇଛନ୍ତି। ଦିଲ୍ଲୀ-ହରିୟାଣା ସୀମାର…
କଳଙ୍କିତ ସୁଶାସନ
ପାଟନା,୧୪ା୧: ବିହାରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ମୁଜାଫରପୁର ସହରରେ ଅପରାଧୀମାନେ ବୁଧବାର ଜଣେ ନାବାଳିକାଙ୍କୁ ଗଶବଳାତ୍କାର କରିବା ପରେ ଘରେ ପଶି ଜିଅନ୍ତା ଜାଳି ଦେଇଛନ୍ତି। ମୃତ ପୀଡ଼ିତାଙ୍କ ବାପା ୪ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି।…
ଭାରତୀୟମାନେ ଗିନି ପିଗ୍ ନୁହନ୍ତି
ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ସହଭାଗିତାରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ପକ୍ଷରୁ…

