ରାଜ୍ୟଗୁଡ଼ିକର ଜିଏସ୍ଟି କ୍ଷତି କମିବ
ନୂଆଦିଲ୍ଲୀ,୨୨।୨: ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍ଟି ସଂଗ୍ରହ ଉନ୍ନତ ହେଉଥିବାରୁ କ୍ଷତି ପରିମାଣ ହ୍ରାସ ପାଇବ ବୋଲି ଜଣେ ସରକାରୀ…
ଆଜି ବଜେଟ: ସରକାରଙ୍କୁ ସମ୍ବଳ ଚିନ୍ତା
ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆସନ୍ତା ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଇ-ବିଧାନସଭା ବ୍ୟବସ୍ଥା…
ପୁଣି କଡ଼ାକଡ଼ି ହେବ କରୋନା କଟକଣା
ଭୁବନେଶ୍ୱର, ୨୧।୨: ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କୋଭିଡ ନିୟମାବଳୀ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିଶନ(ଏସଆରସି)ର ସମସ୍ତ ଜିଲାର ଜିଲାପାଳ,…
ଆସନ୍ତାକାଲି ପୁଣି ପଶ୍ଚିମବଙ୍ଗ ଯିବେ ମୋଦି
ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତାକାଲି ଅର୍ଥାତ୍ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବେ। ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନକୁ ନେଇ ଦଳୀୟ ପ୍ରଚାର ଅଭିଯାନ ପାଇଁ ମୋଦି ଏହି ଗସ୍ତ କରିବେ। ହୁଗୁଳି…
ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍
ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୩ଟି ଏକେ-୫୬, ୨ ଟି ଚାଇନା…
କମିଲା ମୁଣ୍ଡ ପିଛା ଆୟ
ଭୁବନେଶ୍ୱର,୨୧।୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟର ମୁଣ୍ଡ ପିଛା ଆୟ ହ୍ରାସ ପାଇଛି। ୨୦୧୯ -୨୦ରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାକୁ…
ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍
ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇରେ ସର୍ବାଧିକ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି।…
ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଶନିବାର ପାଖାପାଖି ୧୬ ଘଣ୍ଟା ଧରି ଚାଲିଛି । ଏହି ବୈଠକ ସକାଳ ପ୍ରାୟ…
୫ ରାଜ୍ୟରେ କରୋନାର ଦୋହରା ମାଡ଼
ନୂଆଦିଲ୍ଲୀ,୨୦।୨: ଦେଶରେ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଜାରି ରହିଛି। ତେବେ ବି ୫ ରାଜ୍ୟକୁ ପୁଣି କରୋନା ଫେରିଛି। ଏସବୁ ରାଜ୍ୟରେ କେରାନାର ଦୋହରା ମାଡ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଗଡ଼ରେ କରୋନା ଆକ୍ରାନ୍ତଙ୍କ…
କେନ୍ଦ୍ର ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ: ମୋଦି
ନୂଆଦିଲ୍ଲୀ,୨୦।୨: ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଦେଶର କୃଷି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇ ପାରିବ। ନୀତି ଆୟୋଗର…
ଶବନମ୍ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ
ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମରୋହା ବାସିନ୍ଦା ଶବନମଙ୍କୁ ମଥୁରା ଜେଲରେ ଫାଶୀ ଦିଆଯିବ। ତେବେ ଏନେଇ କୌଣସି ତାରିଖ…
ମଙ୍ଗଳ ମାଟିରେ ରୋଭର
ଓ୍ବାଶିଂଟନ୍, ୨୦ା୨: ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ଦିଗରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା(ନ୍ୟାଶନାଲ ଏରୋନଟିକ୍ସ ସ୍ପେଶ୍ ଆଡମିନିଷ୍ଟ୍ରେଶନ)କୁ ମିଳିଛି ଐତିହାସିକ ସଫଳତା। ନାସା ପକ୍ଷରୁ ମଙ୍ଗଳକୁ ପଠାଯାଇଥିବା ଯାନ ‘ପର୍ସିଭରେନ୍ସ ରୋଭର’ ଭାରତୀୟ ସମୟ ଗୁରୁବାର ରାତି ୨ଟା…

