ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଆଜି
ନୂଆଦିଲ୍ଲୀ,୨୦ ।୨: ଭାରତ-ଚାଇନା ମଧ୍ୟରେ ଏଲ୍ଏସିରେ ଲାଗି ରହିଥିବା ତୁତୁମେମେ ମଧ୍ୟରେ ଏବେ ଏହା ଶେଷ ହେବାକୁ ଯାଉଛି । ଉଭୟ ଦେଶର ସେନାପଛକୁ ଫେରିବା ଆରମ୍ଭ କରିଥିବା ବେଳେ ଏବେ ଦୁଇ ଦେଶ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ବୈଠକ…
ଶ୍ରୀନଗରରେ ଦ୍ୱିତୀୟ ଆକ୍ରମଣ: ସିସିଟିଭିରେ କଏଦ ହେଲା ଆତଙ୍କବାଦୀଙ୍କ ଲାଇଭ୍ ଭିଜୁଆଲ୍
ଶ୍ରୀନଗର,୧୯ ।୨: ଜମ୍ମୁ-କଶ୍ମୀରରେ ପୁଣିଥରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବାରାଜୁଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ଦ୍ୱିପ୍ରହରରେ ପୋଲିସ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି । ଏଥିରେ ୨ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୋଲିସ ଦ୍ୱାରା…
ଆତଙ୍କବାଦକୁ ଉସକାଉଥିବା ଲୋକଙ୍କ ମଧ୍ୟରେ ଶିକ୍ଷିତ ବି ସାମିଲ: ମୋଦି
ନୂଆଦିଲ୍ଲୀ,୧୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜନଦୀପ ଧନଖଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ…
ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୨: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଏସପିଓ ଶହୀଦ ହୋଇଛନ୍ତି। ଜଣେ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ…
ରାସ୍ତା ମାଡ଼ି ବସୁଥିଲା ଆନ୍ଧ୍ର
ରାୟଗଡ଼ା ଅଫିସ,୧୯ା୨:ସୀମାନ୍ତରେ ଥିବା ଓଡ଼ିଶାର ଗୋଟିଏ ପରେ ଗୋଟିଏ ଗଁାକୁ ମାଡ଼ିବସୁଛି ଆନ୍ଧ୍ର। କୋରାପୁଟର କୋଟିଆ ପରେ ଏବେ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବଡ଼ଲୁକୁଟି ଗ୍ରାମରେ। ଅଞ୍ଚଳର ଏକ ରାସ୍ତାକୁ ଅତି ଚତୁରତାର ସହ…
ଆରମ୍ଭ ହେଲା ବିଧାନସଭା: ଅଭିଭାଷଣ ରଖିଲେ ରାଜ୍ୟପାଳ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧି କଂଗ୍ରେସ ସଦସ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ତେବେ ପରେ ରାଜ୍ୟପାଳ…
ଥମୁଛି ବିବାଦ: ଏଲ୍ଏସିରୁ ହଟୁଛନ୍ତି ଦୁଇପକ୍ଷ
ଲଦାଖ,୧୮।୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଥମିବାରେ ଲାଗିଛି। ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀ ଏଠାରୁ ହଟିବାରେ ଲାଗିଛନ୍ତି। ପୈଙ୍ଗାଙ୍ଗ୍ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରୁ ଯୁଦ୍ଧ ସରଞ୍ଜାମ…
‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍ ଶୀଘ୍ର’
ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ୨୦୧୯ ଫେବୃୟାରୀ ୧୩ରେ…
କୃଷକଙ୍କ ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ
ନୂଆଦିଲ୍ଲୀ,୧୮ ।୨: କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କିଷାନ ଆନ୍ଦୋଳନ କମିଟି ଗାଜିପୁର…
ଏଥର ୫ ଘଣ୍ଟିଆ ଅଧିବେଶନ
ଭୁବନେଶ୍ୱର, ୧୮ା୨(ବ୍ୟୁରୋ):ଷୋଡ଼ଶ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ସୁରୁଖୁରୁରେ ସମ୍ପନ୍ନ ପାଇଁ ବୁଧବାର ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଧାନସଭା ଅଧିବେଶନ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରୀ…
‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’
ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ ଛନ୍ଦିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍.ଜେ. ଆକବରଙ୍କୁ ବୁଧବାର ଦିଲ୍ଲୀର ଏକ କୋର୍ଟ ଏହା ସ୍ପଷ୍ଟ…
ଗୁଟ୍ଖାଠୁ ଶସ୍ତା ମଣିଷ ଜୀବନ
ପାଟନା, ୧୭।୨ : ବିହାରର ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ସୁପାଲରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ବାକିରେ ଗୁଟ୍ଖା ଦେବାକୁ ମନା କରି ଦେବାରୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ଜଣେ ଦୋକାନୀଙ୍କୁ ହତ୍ୟା…

