Home Middle

ଆମ୍ବୁଲାନ୍ସ୍‌ରେ ୨୨ ମୃତଦେହ ଗଦା: ଶ୍ମଶାନରେ ଧାଡ଼ିଧାଡ଼ି ଜୁଇ…

ମୁମ୍ବାଇ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହିତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି…

ମେ’ ୨ ବିଜୟ ଉତ୍ସବ ପାଳନ ଉପରେ କଟକଣା: ନିର୍ଦ୍ଦେଶ ଜାରି କଲେ ଇସି…

ନୂଆଦିଲ୍ଲୀ, ୨୭।୪: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ତେବେ ଫଳାଫଳ ନେଇ କୌଣସି ବିଜୟ ଉତ୍ସବ ପାଳନ କରାଯିବ ନାହିଁ ଅବା ରାଲି ଆୟୋଜନ ହେବନି ବୋଲି ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ଛାତି ଥରାଇ ଦେଉଛି ଭାରତର କରୋନା ସ୍ଥିତି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଳୀ,୨୭।୪: ଭାରତର କରୋନା ମହାମାରୀ ସଂକ୍ରମଣ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଭାରତର କରୋନା ସ୍ଥିତି ଛାତି ଥରାଇ ଦେଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍‌ ଅଧୋନମ୍‌ ଘେବ୍ରେସିୟସ୍‌ କହିଛନ୍ତି। ଭାରତ ଏବେ…

ସ୍ଥିତି ଅସମ୍ଭାଳ: କରୋନା ବେଲଗାମ୍‌…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୬ ଦିନ ଧରି ଦେଶରେ…

ବଢ଼ିବ କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ରାଜ୍ୟଗୁଡ଼ିକ ପାଇଁ ସବିଶେଷ କଣ୍ଟେନମେଣ୍ଟ ଯୋଜନା ଜାରି କରିଛନ୍ତି। ଗୋଟିଏ ଦିନରେ ସର୍ବାଧିକ ୩,୫୨,୯୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା…

ଆସିଗଲାଣି ଘରେ ମାସ୍କ ପିନ୍ଧିବାର ସମୟ

ନୂଆଦିଲ୍ଲୀ,୨୬।୪ : ଦେଶରେ ଏବେ ସୁନାମି ଭଳି ମାଡ଼ି ଚାଲିଛି କୋଭିଡ୍‌-୧୯ ସଂକ୍ରମଣ। ଏଭଳି ପରିସ୍ଥିତି ଯୋଗୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ମାସ୍କ ପିନ୍ଧିବାର ସମୟ ଆସିଯାଇଛି ବୋଲି ସୋମବାର କେନ୍ଦ୍ର ସରକାର କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ…

ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ନିର୍ବାଚନ ଆୟୋଗ ଅଫିସରଙ୍କ ପକ୍ଷରୁ ଅନୁମତି…

ସାବଧାନ! ଦିନକୁ ଚିହ୍ନଟ ହେବେ ୬ ଲକ୍ଷରୁ ଅଧିକ ଆକ୍ରାନ୍ତ: ନୀତି ଆୟୋଗ…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପ୍ରତି ଦିନ ୩ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ତେବେ ଏବେ କରୋନାର ଟ୍ରେଲର ଚାଲିଛି। ପୂରା ଫିଲ୍ମ ବାକି ରହିଛି ବୋଲି…

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ସୋମବାର ଘୋଷଣା କରାଯାଇଛି। ମଙ୍ଗଳବାର ରାତ୍ର ୯ଟାଠାରୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି…

ମହାମାରୀ ହାତରେ ଜୀବନ ଡୋର: ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଆଗରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ମହାମାରୀ ହାତରେ ମଣିଷଙ୍କ ଜୀବନ ଡୋର ରହିଥିବାବେଳେ ନିଶ୍ୱାସ ଫେରି ପାଇବାକୁ ଆକ୍ରାନ୍ତ ପ୍ରୟାସ କରୁଛନ୍ତି। ତେବେ ଅକ୍ସିଜେନ୍‌ ସିଲିଣ୍ଡର ଅଭାବରୁ ଏହା…

ଭାରତ ଭଳି ଆମେ ବି ସହାୟତା ଯୋଗାଇ ଦେବୁ: ବାଇଡେନ୍‌…

ଓ୍ବାଶିଂଟନ,୨୬।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ବିପଦରେ ପଡ଼ିଥିବାବେଳେ ଭାରତ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲା। ଏବେ ଆମର ପାଳି। ଭାରତର ସଙ୍କଟ ସମୟରେ ଆମେରିକା ସହାୟତା ଯୋଗାଇ ଦେବ…

ଶ୍ରଦ୍ଧାଳୁଙ୍କୁ ମିଳିବନି ସୁଯୋଗ

ତାଳଚେର,୨୬ା୪(ନି.ପ୍ର.): ମା’ ହିଙ୍ଗୁଳାଙ୍କ ବାର ମାସରେ ତେର ଯାତ୍ରା। ସେଥିରୁ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ଯାହାକୁ ହିଙ୍ଗୁଳା ଯାତ୍ରା କୁହାଯାଏ। ତାଳଚେରର ଇଷ୍ଟଦେବୀ ଗୋପାଳପ୍ରସାଦର ମା’ ହିଙ୍ଗୁଳା ବର୍ଷର ଅନ୍ୟ ସମୟରେ ନିରାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?