ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା: ମୋଦି
ନୂଆଦିଲ୍ଲୀ,୨୬।୧୧: ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା। ଏହାଦ୍ୱାରା ସମୟ ଏବଂ ଅର୍ଥର ଅପଚୟ ରୋକା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବିସ୍ତୃତ…
ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ୍ ଚିହ୍ନଟ, ୧୭ ମୃତ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୭୫ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍…
୧୨ ବର୍ଷରେ ମୁମ୍ବାଇ ୨୬/୧୧ ଆକ୍ରମଣ: ମାଷ୍ଟରମାଇଣ୍ଡ୍ ହାଫିଜ୍-ରାଣା ଏବେ ବି ଅପହଞ୍ଚ
ମୁମ୍ବାଇ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ୨୬/୧୧ ଆକ୍ରମଣକୁ ଇତିମଧ୍ୟରେ ୧୨ ବର୍ଷ ପୂରିଛି । ଏଠାରେ ନଭେମ୍ବର ୨୯ ପର୍ଯ୍ୟନ୍ତ ଦୀର୍ଘ ୬୦ ଘଣ୍ଟା ଧରି ମିଳିତ ସର୍ଚ୍ଚ ଅପରେଶନ୍ ଜାରି ରହିଥିଲା। ଏହି ସିରିଜ୍ ଆକ୍ରମଣରେ ୧୬୬…
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସୈନ୍ୟ ବାହିନୀଙ୍କୁ ପରାମର୍ଶ ଦେଲେ ଶି ଜିନ୍ପିଙ୍ଗ୍
ବେଜିଂ,୨୬।୧୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଚାଇନା ସୈନ୍ୟ ବାହିନୀକୁ ବାସ୍ତବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଜିନ୍ପିଙ୍ଗ୍ ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ…
ଦେଶରେ ଚାଷୀ ତାତି: ଡ୍ରୋନ୍ରୁ ତୀକ୍ଷ୍ଣ ନଜର
ନୂଆଦିଲ୍ଲୀ,୨୬।୧୧: କୃଷି ଆଇନ୍ କୁ ନେଇ ଦେଶବ୍ୟାପି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁ ଅଞ୍ଚଳରେ ରାସ୍ତା ରୋକୋ କରାଯାଇଛି। କୋଲକାତା ଯାଦବପୁରରେ ଚାଷୀମାନେ ରେଳ ଲାଇନରେ ବସି ଟ୍ରେନ୍ ରୋକୋ କରିଛନ୍ତି। ରାଜଧାନୀ…
ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର
ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା ଦେଇ…
ଅଳିଆ ବୋଝରେ ଆଦର୍ଶ ସହର
ଢେଙ୍କାନାଳ ଅଫିସ, ୨୬।୧୧: ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା। ଡଷ୍ଟବିନ୍ ଭର୍ତ୍ତି ହୋଇ ତଳେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଦୁର୍ଗନ୍ଧମୟ ପରିବେଶ ସୌନ୍ଦର୍ଯ୍ୟ ବିଗାଡୁଛି। ଅଳିଆ ବୋଝରୁ ଆଦର୍ଶ ସହର ଢେଙ୍କାନାଳ ମୁଣ୍ଡ ଟେକି ପାରୁ ନ ଥିବାବେଳେ ପୌରସଂସ୍ଥାର ପରିମଳ ପରିଚାଳନା…
ଆଖି ବୁଜିଲା କାଳିଆ
କଟକ/ଭୁବନେଶ୍ୱର, ୨୫।୧୧(ବ୍ୟୁରୋ)- ଶେଷରେ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ଭାଇ ଜଗାକୁ ଛାଡି ଚାଲିଗଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ କାଳିଆର ବୁଧବାର ମୃତ୍ୟୁ ଘଟିଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ ଓ କଲେଜରେ…
ଡିସେମ୍ବର ପାଇଁ ଆସିଲା ଗାଇଡ୍ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ
ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡ୍ଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ କେବଳ ଅତି ଜରୁରୀ କାର୍ଯ୍ୟକୁ…
୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ
ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍ ପାକିସ୍ତାନ…
କୋଭିଡ୍ ସ୍ଥିତିରେ ଦଶମ, ଯୁକ୍ତ ୨ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପାଠପଢ଼ା ହୋଇପାରି ନ ଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ର। ତେଣୁ କୋଭିଡ୍କୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ…
ରାଜ୍ୟରେ ଆଖିବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୬୮୭ରେ
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୬…
Archives


