Home Middle

ନିଦ୍ରା ହେଲା ମହାନିଦ୍ରା: ଶୋଇଥିବା ୧୫ ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌, ଶୋକ ପ୍ରକାଶ କଲେ ମୋଦି

ସୁରଟ,୧୯।୧: ଗୁଜରାଟର ସୁରଟରେ ମଙ୍ଗଳବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ୧୫ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ଡମ୍ପର୍‌ ମାଡ଼ି ଯାଇଛି। କୋସମ୍ବା ଅଞ୍ଚଳର କିମ୍‌ ମାଣ୍ଡବି ରୋଡ୍‌ର ଫୁଟପାଥ୍‌ରେ ହାଲିଆ ହୋଇ ଶୋଇଥିବା ଶ୍ରମିକଙ୍କ…

ଟିକାକୁ ଭୟ: ନେବାକୁ ଚାହୁଁ ନାହାନ୍ତି ୬୨ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୧୯।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ତେବେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଦେଶର ୬୨ ପ୍ରତିଶତ ଲୋକ ଟିକା ନେବାକୁ ଅମଙ୍ଗ ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

କୋ-ଓ୍ବିନ୍‌ ଆପ୍‌ରେ ତ୍ରୁଟି: ଟିକା ନେବା ପାଇଁ ପହଞ୍ଚି ପାରୁନି ମେସେଜ୍‌

ନୂଆଦିଲ୍ଲୀ,୧୯।୧: କରୋନା ମହାମାରୀ ବିରୋଧରେ ଭାରତରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏପରେ ସ୍ଥଳେ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକାକରଣ କାର୍ଯ୍ୟକ୍ରମରେ ପ୍ରଶାସନକୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଟିକା ନେବା ଲାଗି ଲୋକଙ୍କ ପାଖକୁ…

ଅରୁଣାଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ, ୧୯।୧: ସୀମାକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଗତବର୍ଷ ମେ’ରୁ ଦୁଇଦେଶର ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଉଭୟ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ…

ଟିକା ପରେ ଭାରତରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ, ୧୯ା୧(ପି.ଟି.): ଉତ୍ତରପ୍ରଦେଶର ମୋରାଦାବାଦରେ କୋଭିଡ୍‌ ଟିକା ନେବାର ଦିନକ ପରେ ଜଣେ ୪୬ ବର୍ଷୀୟ ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିଛି। ଭାରତରେ ଶନିବାରଠାରୁ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ପ୍ରଥମ ମୃତ୍ୟୁ। ମହିପାଲ ସିଂ ନାମକ ଏହି ସ୍ବାସ୍ଥ୍ୟକର୍ମୀ…

ଗୁପ୍ତତଥ୍ୟ ପ୍ରଭାବିତ ହେଲେ ହ୍ବାଟସ୍‌ଆପ୍‌କୁ ଡିଲିଟ୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧: ହ୍ବାଟସ୍‌ଆପ୍‌ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡିଲିଟ୍‌ କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରକାଶ କରିଛନ୍ତି। ଏହା ଏକ ପ୍ରାଇଭେଟ୍‌ ଆପ୍‌ । ମ୍ୟାପ୍‌ ଏବଂ ବ୍ରାଉଜରରେ ମଧ୍ୟ ବ୍ୟକ୍ତିଗତ…

ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ ଜାଣିଥିଲେ ଗଣମାଧ୍ୟମ ପ୍ରତିନିଧି

ନୂଆଦିଲ୍ଲୀ,୧୮।୧: ବାଲାକୋଟ ଷ୍ଟ୍ରାଇକ୍‌ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଘେରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧି ଏବଂ ତାଙ୍କ ବନ୍ଧୁଙ୍କ ପାଖରେ ଏ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ…

ଭାରତ କିଣିବ ୨୧ ମିଗ୍‌, ୧୨ ସୁଖୋଇ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ୨୧ଟି ମିଗ୍‌-୨୯ ଏବଂ ୧୨ ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ୍‌ଠାରୁ କିଣିବ। ଏନେଇ ସୁରକ୍ଷା କ୍ୟାବିନେଟ୍‌ କମିଟି ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ସହିତ…

୧୬ ନଂ ଜାତୀୟ ରାଜପଥରେ ଲାଗିବ ସିସିଟିଭି: ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଅମାନିଆଙ୍କୁ ଜଗିବ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ। ଏହି ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ। ଫଳରେ ଅମାନିଆ ସାବାଡ଼ ହେବେ। ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଏନେଇ…

ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ

ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଟ୍ରାକ୍ଟର କରିବା ଲାଗି ଅନ୍ନଦାତାଙ୍କୁ ଅନୁମତି…

ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ ନକଲି ମସଲାଗୁଣ୍ଡ କାରଖାନା ଓ ଦୁହୁରିଆଠାରେ ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାଶ ହୋଇଥିଲା। ବିଭିନ୍ନ…

ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ସମେତ ବିଶ୍ୱର ବିଭିନ୍ନ ଦେଶକୁ ଭାକ୍ସିନ୍‌ ଆସିଛି। କୋଭିଡ୍‌ ମହାମାରୀ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri