Home Middle

ଆଇପିଏଲରେ ଅକ୍‌ସନର ସମ୍ମୁଖୀନ ହେବେ କେଉଁ ଖେଳାଳି

ନୂଆଦିଲ୍ଲୀ,୨୧।୧: ଆଇପିଏଲ୍‌ର ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳି ଓ କେଉଁ ଖେଳାଳିଙ୍କୁ ଡ୍ରପ କରିବେ, ତାହା ସ୍ପଷ୍ଟ ହୋଇସାରିଛି। ସମସ୍ତ ଫ୍ରାଞ୍ଚାଇଜ ବୁଧବାର ଖେଳାଳିଙ୍କ ତାଲିକା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପଠାଇ ଦେଇଛନ୍ତି। କେଉଁ କେଉଁ…

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ

ଓ୍ବାଶିଂଟନ,୨୦।୧: ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଓ୍ବାଶିଂଟନ ଡିସି କ୍ୟାପିଟୋଲଠାରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ। ତାଙ୍କ ଡେପୁଟି କମଳା ହାରିସ ଉପରାଷ୍ଟ୍ରପତି ଭାବେ ଶପଥପାଠ କରିଛନ୍ତି। ପ୍ରଥମ କୃଷ୍ଣକାୟ, ଭାରତୀୟ ବଂଶୋଦ୍ଭବ ଓ ମହିଳା ଉପରାଷ୍ଟ୍ରପତି ଭାବେ…

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର।…

ବଢିଲା ବସ୍‌ ଭଡ଼ା

ଭୁବନେଶ୍ୱର,୨୦।୧(ବ୍ୟୁରୋ):  ବୁଧବାର ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର।  ଅଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୭୩ରୁ ୭୪ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍‌ ଭଡା ୭୬ରୁ ୭୭ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍‌ ସେବା…

ଭଣ୍ଡବାବାଙ୍କ ଆଶ୍ରମ ବନ୍ଦ ସମ୍ପର୍କରେ ବିଚାର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ: ସରକାର ନେବେ ପଦକ୍ଷେପ

ନୂଆଦିଲ୍ଲୀ, ୨୦।୧: ଦେଶରେ ରହିଥିବା ଭଣ୍ଡବାବା ଅବା ଆତ୍ମଘୋଷିତ ବାବାଙ୍କ ଆଶ୍ରମ ବନ୍ଦ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏନେଇ ସରକାରଙ୍କୁ ଆବେଦନ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ…

ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି

ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ବାସ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ୨୬୯୧…

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ୧୪ ମୃତ

ଜଳପାଇଗୁଡ଼ି, ୨୦।୧: ଘନ କୁହୁଡ଼ି ଯୋଗୁ ରାସ୍ତା ନ ଦେଖା ଯିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଏକାଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ…

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଅଖନୁର୍‌ରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୦।୧: ଜାନୁୟାରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଏଲ୍‌ଓସିସ୍ଥିତ ଅଖନୁର୍‌ର ଖୌର ସେକ୍ଟରରେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା…

‘କୃଷିକୁ ଧ୍ୱଂସ କରିବ କେନ୍ଦ୍ରର ଆଇନ’

ନୂଆଦିଲ୍ଲୀ,୨୦ା୧ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶରେ କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଗଲେ ହିଁ କୃଷକମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ…

କରୋନା ମହାମାରୀ ସଂକ୍ରମଣ ପାଇଁ ଚାଇନା-ଡବ୍ଲ୍ୟୁଏଚ୍‌ଓ ଦାୟୀ

ଜେନେଭା,୧୯।୧: ଚାଇନାର ଉହାନ ସହରରୁ କରୋନା ମହାମାରୀ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପୀ ଥିଲା। କରୋନା ସଂକ୍ରମଣ ପାଇଁ ଚାଇନା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦାୟୀ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ଏବଂ…

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌ ପରେ ରିଷଭ ପନ୍ତଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଭାରତ ସିରିଜ୍‌ ୨-୧ରେ ଜିତିଛି। ଅନେକ…

ନେତାଜୀଙ୍କୁ ନେଇ ଭାଜପା-ତୃଣମୂଳ ମୁହାଁମୁହିଁ

କୋଲକାତା,୧୯।୧: ଜାନୁୟାରୀ ୨୩ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବ। ଏହାକୁ ନେଇ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଭାଜପା ପକ୍ଷରୁ ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri