Home Middle

ରାସ୍ତାରେ ମୃତଦେହ ଝୁଲାଇଲା ତାଲିବାନ୍‌

ହେରତ୍‌, ୨୬ା୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍‌ ବିଭିନ୍ନ ସହରର ମୁଖ୍ୟ ରାସ୍ତାରେ ଝୁଲାଇ ଦେଇଛି। ସେଥିମଧ୍ୟରୁ ଗୋଟିଏ ମୃତଦେହ ହେରତ୍‌ ସହର…

ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ

ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ ବିସ୍ତାରବାଦୀଙ୍କ ବିରୋଧରେ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ନକାରାତ୍ମକ ଚିନ୍ତାଧାରାର କେତେକ ରାଷ୍ଟ୍ର ଆତଙ୍କବାଦକୁ…

ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ)- ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉପକୂଳକୁ ମାଡ଼ିଚାଲିଛି। ବାତ୍ୟା ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୩୫୦…

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ସଭାର ୭୬ତମ…

ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍‌କୋର୍ଟ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଜାରି କରିଛନ୍ତି। ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟରେ ଆନ୍ଧ୍ରପ୍ରଦେଶ…

ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ହଟିବ ମୋଦିଙ୍କ ଫଟୋ-ସରକାରୀ ସ୍ଲୋଗାନ୍‌…

ନୂଆଦିଲ୍ଲୀ,୨୫।୯: ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସରକାରୀ ସ୍ଲୋଗାନ୍‌ ହଟାଇବା ଲାଗି ସୁପ୍ରିମ୍‌କୋର୍ଟ ନ୍ୟାଶନାଲ୍‌ ଇନଫରମେଟିକ୍ସ୍‌ ସେଣ୍ଟର(ଏନ୍‌ଆଇସି)କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଆଇସି ଶୀର୍ଷକୋର୍ଟଙ୍କ ଅଫିସିଆଲ୍‌ ଡୋମେନ୍‌ ପରିଚାଳିତ କରିଥାନ୍ତି। କୋର୍ଟଙ୍କ ଅଫିସିଆଲ ଇ-ମେଲ୍‌ ଫୁଟରରେ ମୋଦିଙ୍କ ଫଟୋ ସହିତ…

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍‌ ଦେଇ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ଥିବାରୁ ଏବେଠାରୁ ସତର୍କ ହୋଇଛି ଜିଲା ପ୍ରଶାସନ। ବାତ୍ୟା ପ୍ରଭାବରେ…

୨୬/୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ସଂଗଠନଙ୍କ ପ୍ରତି ହେଉ ଦଣ୍ଡବିଧାନ, ଭାରତ-ଆମେରିକା…

ଓ୍ବାଶିଂଟନ,୨୫।୯: ଭାରତ ଏବଂ ଆମେରିକା ମିଳିତ ଭାବେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସଂଗଠନ ତଥା ଅପରାଧୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି, କ୍ୱାଡ୍‌ ନେତାଙ୍କ ମିଳିତ ମତ…

ଓ୍ବାଶିଂଟନ,୨୫।୯: ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି ଜାରି ରହିଛି। ଏନେଇ କ୍ୱାଡ୍‌ ନେତାମାନେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ମିଳିତ ମତ ପ୍ରଦାନ କରିଛନ୍ତି। ଆତଙ୍କବାଦ ଉପରେ କ୍ୱାଡ ନେତା ମତପୋଷଣ କରିଛନ୍ତି ଯେ, ଆତଙ୍କବାଦୀ ପ୍ରକ୍ସି ବ୍ୟବହାରକୁ ଆମେ ନିନ୍ଦା କରୁଛୁ…

ଜୀବନ ନେଲା ଶେଷ ପରୀକ୍ଷା,ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ମୃତ୍ୟୁ…

ଜୟପୁର,୨୫।୯: ଆର୍‌ଇଇଟି ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ସମତେ ୬ ମୃତ୍ୟୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ରାଜସ୍ଥାନର ଚାକସୁରସ୍ଥିତ ନିମୋଡ଼ିଆ ରୋଡ଼ରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରମାନଙ୍କ ଜୀବନର ଏହା ଶେଷ ପରୀକ୍ଷା…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ରହିଛି ସମର୍ଥନ…

ଓ୍ବାଶିଂଟନ,୨୫।୯: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଜୋ ବାଇଡେନଙ୍କ ସମର୍ଥନ ରହିଛି। ଏନେଇ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଏନେଇ ସୂଚନା ଦେଇଛନ୍ତି। ବାଇଡେନ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ଚାହୁଁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହୋଇଛି ଏନେଇ ତଥ୍ୟ ସାର୍ବଜନୀନ କରିଛନ୍ତି। ସରକାରୀ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?