Home Middle

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। ବିଶେଷକରି ରାଜ୍ୟ ସରକାର କରୋନା ମୁକାବିଲା ଏବଂ ଟିକାକରଣ ଉପରେ ଗୁରୁତ୍ୱାରୋପ…

ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‌ ମୃତ

ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ ଅଭିନାଭ ରାଜସ୍ଥାନର ସୁରତଗଡରୁ ମିଗ -୨୧ର ଉଡାଣ କରିଥିଲେ। ଏହି ସମୟରେ ବାଘପୁରାନା ନିକଟରେ…

୨୬ରେ ଆସୁଛି ‘ୟାସ୍‌’

ଭୁବନେଶ୍ୱର, ୨୧ା୫(ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ୟାସ୍‌’କୁ ନେଇ ପଶିଲାଣି ଛନକା। ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ।…

୨୬ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ’

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବାଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଝଡରେ ପରିଣତ ହେବ। ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ…

‘ ଏବେ ବି ୫୦ ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ ’

ନୂଆଦିଲ୍ଲୀ, ୨୦।୫ : ଏବେ ମଧ୍ୟ ୫୦ ପ୍ରତିଶତ ଲୋକେ ପିନ୍ଧୁ ନାହାନ୍ତି ମାସ୍କ। ଆଉ ବାକି ୫୦ ପ୍ରତିଶତରୁ ୬୪ ପ୍ରତିଶତ ଲୋକେ କେବଳ ନା’କୁ ମାତ୍ର ମାସ୍କ ପିନ୍ଧୁଛନ୍ତି ଅର୍ଥାତ ନାକକୁ ଘୋଡ଼ାଉ ନାହାନ୍ତି। ଏକ ଅନୁଧ୍ୟାନରୁ ଏହା…

ସାମରିକ ଶାସକଙ୍କୁ ଭୟ: ଭାରତରେ ଅନୁପ୍ରବେଶ କଲେ ୬୦୦୦ ଶରଣାର୍ଥୀ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ପଡ଼ୋଶୀ ଦେଶ ମ୍ୟାନମାର୍‌ରେ ଜାରି ରହିଥିବା ସାମରିକ ଶାସକଙ୍କ ଅତ୍ୟାଚରରେ ଅତିଷ୍ଠ ହୋଇ ୬୦୦୦ ମ୍ୟାନମାର୍‌ବାସୀ ଭିଟା ଛାଡ଼ି ଭାରତରେ ଶରଣ ନେଇଛନ୍ତି। ସେମାନେ ମିଜୋରାମରେ…

ହାଏରେ ବିଧାତା: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ବି କରୋନାରେ ଚାଲିଗଲେ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ଗୋଟିଏ ପରିବାରରୁ ଆଗପଛ ହୋଇ ବାପା ଏବଂ ୨ ପୁଅଙ୍କୁ ନେଇଯାଇଛି କରୋନା। ୧୨ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ବୁଧବାର ସାନ ପୁଅଙ୍କର ମୃତ୍ୟୁ ଘଟିଥିଲା। ତେବେ…

ମୋଦିଙ୍କୁ ଘେରିଲେ ଦିଦି: ଭାକ୍ସିନ୍‌-ଔଷଧ-ଯୋଜନା କିଛି ନାହିଁ, କଥା ବି କହିବାକୁ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ରାଜ୍ୟର ଜିଲାପାଳଙ୍କ ସହିତ ଗୁରୁବାର ଭିଡ଼ିଓ କନଫେରେନ୍ସିଂରେ ଏକ ବୈଠକରେ ଯୋଗଦେଇଥିଲେ। ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।…

ଭାରତ ଆରମ୍ଭ କରିବ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ୍‌ …

ନୂଆଦିଲ୍ଲୀ,୨୦।୫: ଭାରତ ସରକାର ବିବିସି ଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ସପ୍ତାହରେ ପ୍ରସାର ଭାରତୀ ପକ୍ଷରୁ ଏନେଇ ଟେଣ୍ଡର ଜାରି କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ସିଏଏ-ଏନ୍‌ଆର୍‌ସି ଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ…

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ ଏକ ବିରାଟକାୟ ହିମଖଣ୍ଡ ଭାଙ୍ଗିଯାଇଛି। ଏହାର ଲମ୍ବ ୧୭୫ କିଲୋମିଟର ହୋଇଥିବାବେଳେ ପ୍ରସ୍ଥ ୨୫…

ଭାକ୍ସିନ୍‌ ବିକି ୯ ଜଣ ପାଲଟିଛନ୍ତି କୋଟିପତି: ମୋଡେର୍ନା ସିଇଓ ଶୀର୍ଷରେ..

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସାନିଟାଇଜର, ମାସ୍କ୍‌, ହ୍ୟାଣ୍ଡ୍‌ଓ୍ବାଶ୍‌ ଆଦିର ଚାହିଦା ବଢ଼ିଛି। ଏସବୁ ପ୍ରସ୍ତୁତ କରି ବହୁ ଲୋକଙ୍କ ଆର୍ଥିକ…

ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ: ମ୍ୟାନ ପାଓ୍ବାର, ମେସିନାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଓଡିଶାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡିଙ୍କ ସହ ମୁଖ୍ୟ ଶାସନ ସଚିବ(ଏସ୍‌ଆରସି) ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri