Home Middle

ସରକାର କିଛି ବି କରୁ ନାହାନ୍ତି-ରିପୋର୍ଟ ଭୁଲ୍‌, ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ଏନସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ପୁଣି ଥରେ ସରକାରଙ୍କୁ ଭର୍ସନା କରିଛନ୍ତି। କୋର୍ଟ କହିଛନ୍ତି ସରକାର କିଛି ବି କରୁ ନାହାନ୍ତି, ରିପୋର୍ଟ ଭୁଲ। ପ୍ରଦୂଷଣ ହ୍ରାସ କରିବା ପାଇଁ କେଉଁ କାର୍ଯ୍ୟ କରିଛନ୍ତି…

ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ, ଏମ୍ସ୍‌ ରିପୋର୍ଟ…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ସର୍ଭେରେ ଉଲ୍ଲେଖ କରାଯାଇଛି…

ଆରମ୍ଭ ହେଲା ‘ଧରିତ୍ରୀ’ର ୟୁଥ୍‌ କନ୍‌କ୍ଲେଭ୍‌

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ବୁଧବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ ତଥା ଓଡ଼ିଶା ସରକାରଙ୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ

ପୁରୀ ଅଫିସ,୨୪ା୧୧: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳ୍ପାନ୍ୟାସ କରିଛନ୍ତି ଗଜପତି ମହାରାଜ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ପୂର୍ବାହ୍ନରେ ଗଜପତି ମହାରାଜ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ସବୁଜ ବଳୟ ସୃଷ୍ଟି…

ଦେଶରେ ତୃତୀୟ ଲହର ଆସିବା ଆଶଙ୍କା କମ୍‌…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ଆସିବା କମ୍‌ ରହିଛି। ଦେଶରେ ସୁସ୍ଥତା ହାର ଇତି ମଧ୍ୟରେ ୯୮.୩୩ ପ୍ରତିଶତକୁ ବୃଦ୍ଧି ପାଇଛି,…

ଲୋକତନ୍ତ୍ର ଉପରେ ଚର୍ଚ୍ଚା ନେଇ ୧୧୦ ଦେଶକୁ ଆମନ୍ତ୍ରଣ,ଚାଇନା-ତୁର୍କୀ ବାହାର…

ଓ୍ବାଶିଂଟନ,୨୪।୧୧: ଲୋକତନ୍ତ୍ର ଉପରେ ଆଲୋଚନା ପାଇଁ ଆମେରିକା ୯ ଏବଂ ୧୦ ଡିସେମ୍ବରରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିଛି। ଏଥିରେ ଯୋଗଦେବା ପାଇଁ ଭାରତ ସମେତ ୧୧୦ ଦେଶକୁ ଆମେରିକା ଆମନ୍ତ୍ରଣ କରିଛି। କିନ୍ତୁ ଚାଇନାକୁ ଏହି ତାଲିକାରୁ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୮୮ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୨…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ୨ ଦିନ ଧରି ଏହା ଲଗାତାର ୯ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ଗତ ୨୪…

କୃଷି ଆଇନ ରିପୋର୍ଟ ସାର୍ବଜନୀନ ହେଉ

ନୂଆଦିଲ୍ଲୀ, ୨୪।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ କିମ୍ବା ଏହାକୁ ପ୍ରକାଶ କ୍ଷମତା କମିଟିକୁ ଦିଆଯାଉ। କମିଟି ସଦସ୍ୟ ଅନିଲ ଘନଓ୍ବତ୍‌ ଭାରତର ପ୍ରଧାନ ବିଚାରପତି…

ସ୍ଥଗିତ ହେବନି ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ, ୨୪।୧୧: ତ୍ରିପୁରା ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତ୍ରିପୁରା ହିଂସାକାଣ୍ଡ ଘଟଣାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାଏର ହୋଇଥିଲା।…

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି। ଏବେ ହିମାଳୟ ଗ୍ଲେସିୟର ଏହାର ମୂଳ ସ୍ଥାନରୁ ଘୁଞ୍ଚିବା ଗବେଷକଙ୍କ ଧ୍ୟାନ କେନ୍ଦ୍ରିଭୂତ କରିଛି।…

ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ ନିଷ୍ପତ୍ତି,ନୋଟିସ୍‌ ଜାରି କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଏକ ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହାକୁ ଭିତ୍ତି କରି ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ବିଚାରପତି ଏନ୍‌.ନାଗରେଶଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?