Home Middle

ଟିକାକରଣରେ ହିମାଚଳ ପ୍ରଦେଶ ଚାମ୍ପିୟନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୬।୯: କରୋନା ମହାମାରୀ ଲଢ଼େଇରେ ହିମାଚଳ ପ୍ରଦେଶ ନୂଆ ଇତିହାସ ସୃଷ୍ଟି କରିଛି। ଶତ ପ୍ରତିଶତ ଟିକାକରଣ ଅଭିଯାନ ରାଜ୍ୟରେ ସଫଳ ହୋଇଛି। ରାଜ୍ୟର ସମସ୍ତଙ୍କୁ ଟିକାର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ ଏକ ଭର୍ଚ୍ୟୁଆଲ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

ମମତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେବନି କଂଗ୍ରେସ,ଚର୍ଚ୍ଚା ଜାରି…

କୋଲକାତା,୬।୯: ଭବାନୀପୁର ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏନେଇ ରାଜ୍ୟରେ ଜୋର ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।…

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ,୬।୯: ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରଣୟନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ସଂସ୍କାର ଅଧିନିୟମ ସଂସ୍କାର ଆଇନ ଦ୍ୱାରା ଟ୍ରିବ୍ୟୁନାଲର ସଦସ୍ୟ ତଥା ଚେୟାରମ୍ୟାନଙ୍କ ଅବଧିକୁ ହ୍ରାସ କରାଯାଇଥିବାରୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଛାଟ ଦେଖାଇଛନ୍ତି।…

ବିପଦ ଘନେଇଲା, ନିପା ଭାଇରସ୍‌ ସଂକ୍ରମଣ ଯୋଗୁ ୨୦ ହସ୍ପିଟାଲରେ ଭର୍ତ୍ତି, ଆଇସୋଲେଶନ୍‌ରେ ୧୬୮…

ଥିରୁଭାନନ୍ତପୁରମ୍‌,୬।୯: କେରଳ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀ ସହିତ ଏଠାରେ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। କୋଝିକୋଡ ଠାରୁ କିଛି ଦୂରରେ ଥିବା ମାଓ୍ବୁରରେ ୧୨ ବର୍ଷର ଶିଶୁଙ୍କର ନିପା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ…

ଏନ୍‌ଏଚ୍‌ରେ ଅବତରଣ କରିବ ବାୟୁସେନା ବିମାନ, ସେପ୍ଟେମ୍ବର ୮ରେ ମିଳିବ ପ୍ରଥମ ଏନ୍‌ଏଚ୍‌…

ନୂଆଦିଲ୍ଲୀ,୬।୯: ଦେଶରେ ଏପରି ଏକ ପ୍ରଥମ ଜାତୀୟ ରାଜପଥ ବାୟୁସେନାକୁ ପ୍ରଦାନ କରାଯିବ। ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ସେପ୍ଟେମ୍ବରରେ ରାଜସ୍ଥାନର ବାଡମେରରେ…

ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ…

କାବୁଲ,୬।୯: ପଞ୍ଜଶିରର ରକ୍ତାକ୍ତ ସଂଘର୍ଷରେ ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ କହିଛି ଏବେ ପଞ୍ଜଶିର ପୂର୍ଣ୍ଣ ଦଖଲରେ ରହିଛି। ପଞ୍ଜଶିରରେ ଆତଙ୍କବାଦୀ ସଂଗଠନ ତାଲିବାନର ପତାକା ଲଗାଯାଇଛି। ଏଥିରୁ ତାଲିବାନର ଦାବି ସତ୍ୟ ବୋଲି…

ଦୈନିକ ମୃତ୍ୟୁ ସଂଖ୍ୟା ୩ ଶହ ତଳେ…

ନୂଆଦିଲ୍ଲୀ,୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…

ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଦ୍ୱାରା ଗୃହଯୁଦ୍ଧରୁ ଦେଶ ରକ୍ଷା ପାଇ ପାରିବ…

ରାହୁଲ ନେଉଛନ୍ତି ସବୁ ନିଷ୍ପତ୍ତି

ନୂଆଦିଲ୍ଲୀ, ୬।୯(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ସମେତ ଏକାଧିକ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଦଳର ମଙ୍ଗ ଧରିଥିଲେ। ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ…

ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ତାଲିବାନ୍‌ ଓ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡି ନ…

କିଭଳି ଖୋଲା ଯିବ ସ୍କୁଲ, ସୂଚନା ଦେଲେ ଏମ୍ସ୍‌ ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୫।୯: କରୋନା ମହାମାରୀର ଦ୍ୱିତୀୟ ଲହର ଥମିବା ପରେ ପ୍ରାୟ ବହୁ ରାଜ୍ୟରେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଛି। ତେବେ ଦେଶରେ ଦୈନିକ ସଂକ୍ରମଣ ୪୦ ହଜାରରୁ ଅଧିକ ରହିଛି। ସରକାରଙ୍କ ସ୍କୁଲ ଖୋଲା ନିଷ୍ପତ୍ତିକୁ ନେଇ ଏକ ନୂଆ…

୨୭ ସେପ୍ଟେମ୍ବର ଭାରତ ବନ୍ଦ, ଚାଷୀ ସଂଗଠନର ଡାକରା…

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ଜିଆଇସି ଗ୍ରାଉଣ୍ଡରେ କିଷାନ ମହାପଞ୍ଚାୟତରେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କିଷାନ ମହାପଞ୍ଚାୟତରେ ୩୦୦ରୁ ଅଧିକ ଚାଷୀ ସଂଗଠନ ଯୋଗଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ପାଇଁ ମିଳିତ କୃଷକ ମୋର୍ଚ୍ଚା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri