ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ
ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍କାଟ୍ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ ସେବା…
୨ ଜାତିସଂଘ ଅନୁସନ୍ଧାନକାରୀଙ୍କ ହତ୍ୟା ମାମଲା, ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ମାତ୍ର କାହାକୁ ବି ଦିଆଯିବନି ଫାଶୀ…
କିନ୍ଶାସା, ୩୦।୧ : କଙ୍ଗୋର କାସାଇ ପ୍ରଦେଶରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ହତ୍ୟା କରା ଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଏକ ସାମରିକ କୋର୍ଟ ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କାସାଇ…
ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…
ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ ବିବୃତ୍ତିରେ…
ମୃତ୍ୟୁର ତାଣ୍ଡବ ଆରମ୍ଭ, ୨୪ ଘଣ୍ଟାରେ ୮୯୩ ମୃତ…
ନୂଆଦିଲ୍ଲୀ, ୩୦।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୩୪ ହଜାର ୨୮୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ରେକର୍ଡ କଲା ଭାରତ, ୭୫ ପ୍ରତିଶତ ବୟସ୍କଙ୍କ ଟିକାକରଣ…
ନୂଆଦିଲ୍ଲୀ, ୩୦।୧ : ଭାରତ ପୁଣି ନୂଆ ରେକର୍ଡ କରିଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ଦେଶର ୭୫ ପ୍ରତିଶତ ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,…
ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ, ପ୍ରୟାସ ମାଧ୍ୟମରେ ସ୍ବପ୍ନ ହେବ ପୂରଣ…
ନୂଆଦିଲ୍ଲୀ, ୩୦।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ରେ ଯୋଗଦେଇ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ । ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଥାଏ।…
ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ
ମସ୍କୋ,୩୦ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧ ସମୟରେ ସୀମାରେ ଆହତମାନଙ୍କ ପାଇଁ ବ୍ୟବହୃତ ରକ୍ତକୁ ମଧ୍ୟ ସେ ସଂରକ୍ଷଣ କରୁଛି। ରୁଷିଆ କହିଛି, ୟୁକ୍ରେନ ସହିତ ଯୁଦ୍ଧ…
କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍
ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ କରି କିମ୍ବା ନାଁକୁ ମାତ୍ର ଗାର୍ଡେନ କରି ଅନୁଦାନ ଟଙ୍କା ଆତ୍ମସାତ୍ କରାଯାଇଛି। ଜିଲାରେ…
ଇକଡାରେ ନିର୍ମାଣ ହେଲା ବାଉଁଶପୋଲ
ଜଳେଶ୍ୱର, ୩୦ା୧(ଡି.ଏନ.ଏ.) ଘରୁ ପଦାକୁ ଗୋଡ଼ କାଢ଼ିଲେ ପାରି ହେବାକୁ ପଡ଼େ ଏକ ଲମ୍ବା ନାଳ। ଦୈନନ୍ଦିନ ବିଲକାମ, ସ୍କୁଲ, ଅଙ୍ଗନୱାଡ଼ି, ବଜାରକୁ ଗଲେ ଏହି ନାଳ ପାରି ହେବାକୁ ପଡ଼େ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖାଲିନା ପଞ୍ଚାୟତ…
ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି, ରାହୁଲ
ନୂଆଦିଲ୍ଲୀ,୩୦ା୧: ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧଙ୍କ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ରାଜଘାଟରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନେକ…
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୨ ଘଣ୍ଟାରେ ୫ ଆତଙ୍କବାଦୀ ମୃତ
ଜମ୍ମୁ,୩୦ ।୧: ଜମ୍ମୁ-କଶ୍ମୀରରେ ଗତ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିବା ଅପରେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ଲସ୍କଇ-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କଶ୍ମୀର ଆଇଜିପି ସମାଚାର ଏଜେନ୍ସି ଏଏନ୍ଆଇକୁ କହିଛନ୍ତି…
ଭାରତ-ଇସ୍ରାଏଲ ରାଜନୈତିକ ସମ୍ପର୍କକୁ ପୂରଣ ହେଲା ୩୦ ବର୍ଷ
ନୂଆଦିଲ୍ଲୀ,୩୦ ।୧: ଭାରତ-ଇସ୍ରାଏଲ ରାଜନୈତିକ ସମ୍ପର୍କକୁ ପୂରଣ ହୋଇଛି ୩୦ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ବର୍ଷ ବର୍ଷ ଧରି ଆମ ମଧ୍ୟରେ ସମ୍ପର୍କ…

