ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…
ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ପହଞ୍ଚିଛି।…
ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରୋକକୁ ପ୍ରତ୍ୟାହାର କରିଛନ୍ତି। ୪…
ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…
କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି…
ଶେଷ ଯାତ୍ରା ଆରମ୍ଭ…
ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି। ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ଅନୁଷ୍ଠିତ…
ନେପାଳରେ ରାଜନୈତିକ ଅସ୍ଥିରତା, ଆମେରିକା-ଚାଇନା ମୁହାଁମୁହିଁ, ପ୍ରଚଣ୍ଡଙ୍କ ଧମକ…
କାଠମାଣ୍ଡୁ,୧୭।୨ : ଭାରତର ପଡୋଶୀ ଦେଶ ନେପାଳ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏଥର ମଧ୍ୟ ନେପାଳରେ ଚାଲିଥିବା ରାଜନୈତିକ ଅଡୁଆରେ ଚାଇନା ସମ୍ପୃକ୍ତି ରହିଛି। ନେପାଳର ଶାସକ ଶେର୍ ବାହାଦୂର ଦେଓବା ସରକାରଙ୍କ ସହଭାଗୀ ଥିବା ନେପାଳର…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…
ରାବି ନଦୀ ପ୍ରଦୂଷଣର ଶୀର୍ଷରେ, ୨୦୨୨ ପ୍ରଦୂଷିତ ନଦୀ ତାଲିକା…
ଲାହୋର,୧୭।୨ : ପାକିସ୍ତାନର ରାବି ନଦୀ ପୃଥିବୀର ସର୍ବାଧିକ ପ୍ରଦୂଷିତ। ୨୦୨୨ ପ୍ରଦୂଷିତ ନଦୀ ତାଲିକାରେ ରାବି ନଦୀ ଶୀର୍ଷରେ ରହିଛି। ରାବି ନଦୀର ପାଣିରେ ଅଧିକାଂଶ ବିପଜ୍ଜନକ ବ୍ୟାକ୍ଟେରିଆ ମିଳିଛି। ପୃଥିବୀର ସବୁଠାରୁ ପ୍ରଦୂଷିତ ନଦୀ ତାଲିକାରେ ଲାଟିନ ଆମେରିକୀୟ…
ରେଡ୍ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…
ରିୟାଦ୍,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ ଜୀବନରେ କିଛି ଭୁଲ ଦ୍ୱାରା ଲୋକଙ୍କ ଉପରେ ମଧ୍ୟ ଦଣ୍ଡାଦେଶ କରାଯାଇଥାଏ। ଏହି ଭୁଲ…
ସପ୍ତାହରେ ୪ ଦିନ କାମ…
ବ୍ରୁସେଲ୍ସ୍,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ ପରିବର୍ତ୍ତନ କରିଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରିବର୍ତ୍ତନଗୁଡିକ ବିଷୟରେ ରାତାରାତି ବାର୍ତ୍ତାଳାପ ପରେ ସେ…
ଜଳ ଜୀବନ ମିଶନରେ ୩୭ ଲକ୍ଷ ପରିବାର ଉପକୃତ
ନୂଆଦିଲ୍ଲୀ, ୧୭।୨: ଦେଶର ୩୭ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି। ବୁଧବାର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଅଧୀନରେ ୩୪,୪୩୪୮୦ ଲକ୍ଷ…
ଓଆର୍ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ
ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍ ର଼୍ୟାଙ୍କ ଓ୍ବାନ୍ ପେନସନ୍ (ଓଆର୍ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି। ପେନ୍ସନ୍ ସ୍ବତଃ ବୃଦ୍ଧି ନିଷ୍ପତ୍ତି କଥା କେନ୍ଦ୍ର ସରକାର ଭୁଲି ଯାଇଛନ୍ତି କି…
କାହା କଥା ସତ: ବିରୋଧୀ ନା ଶାସକ
ଭୁବନେଶ୍ୱର, ୧୭ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଶେଷ ହୋଇଯାଇଛି। ନିର୍ବାଚନ ପୂର୍ବରୁ କେତେକ ସ୍ଥାନରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ ମଧ୍ୟ ଅନେକ ସ୍ଥାନରେ ବାଲଟ ବକ୍ସ ନେଇଯିବା…

