ପିଲା କୋଭାକ୍ସିନ୍ ନେବା ପରେ ପାରାସିଟାମଲ ମନା, ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ, ୬।୧ : ପିଲା କୋଭାକ୍ସିନ୍ ନେବା ପରେ ପାରାସିଟାମଲ ଦେବା ମନା। ଏନେଇ ସତର୍କ ସୂଚନା ଜାରି ହୋଇଛି। କୋଭାକ୍ସିନ୍ ଟିକା ନିର୍ମାତା ଭାରତ ବାୟୋଟେକ ସ୍ପଷ୍ଟ କରିଛି ଯେ ଟିକା ନେବା ପରେ ୧୫ରୁ ୧୮ ବର୍ଷ ବୟସ୍କ…
ତିହାର ଜେଲ୍ରେ ଅଘଟଣ, ୫ କଏଦୀଙ୍କ ସାମୁହିକ ଆତ୍ମହତ୍ୟା ଉଦ୍ୟମ…
ନୂଆଦିଲ୍ଲୀ, ୬।୧ : ତିହାର ସେଣ୍ଟ୍ରାଲ ଜେଲରେ ଅଘଟଣ ଘଟିଛି। ଏଠାରେ ୫ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର କର୍ମଚାରୀମାନେ ଠିକ ସମୟରେ ଏହା ଜାଣିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଣେ କଏଦୀଙ୍କୁ…
ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!
ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ ହଠାତ୍ ଚାଲି ଆସିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଧା ରାସ୍ତାରେ ଅଟକି ଯାଇଥିଲା । ପାଖାପାଖି…
୨୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍, ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦…
ନୂଆଦିଲ୍ଲୀ, ୬।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦ ଛୁଇଁଛି।…
ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୯୦ ହଜାର…
ବିପଦରେ ବିଦେଶୀ ବିହଙ୍ଗ
ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ ସକ୍ରିୟ ହୋଇଉଠିଛନ୍ତି ମାଂସଲୋଭୀ ଶିକାରୀ। ଖାଦ୍ୟଶସ୍ୟରେ ବିଷଦେଇ ସେମାନେ କରୁଛନ୍ତି ପକ୍ଷୀ ଶିକାର। ଏହାକୁ…
ଅନ୍ଲାଇନରେ ନିଲାମ ବିଜ୍ଞାପନ
ପ୍ରଥମେ ସୁଲ୍ଲି ଡିଲ୍ସ ଏବେ ବୁଲ୍ଲି ବାଈ ଆପ୍। ଗତ ବର୍ଷ ସୁଲ୍ଲି ଡିଲ୍ସ ଆପ୍ ନିଷିଦ୍ଧ ହେବା ପରେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ସଦ୍ୟ ବିବାଦ ମୁଣ୍ଡ ଟେକିଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ମହିଳାଙ୍କୁ ନିଲାମ କରାଯିବା ସମ୍ପର୍କିତ…
ଓମିକ୍ରନ୍କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ
ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)…
ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ବାଟ ବାଛିବାକୁ କହିଥିଲୁ
ଚଣ୍ଡିଗଡ଼,୫।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର ପଞ୍ଜାବର ଏକ ଫ୍ଲାଏଓଭରରେ ୨୦ ମିନିିଟ୍ ଧରି ଫଶି ରହିଥିଲା। ଏହି ଘଟଣା ଉପରେ ସନ୍ଧ୍ୟାରେ ସ୍ପଷ୍ଟି କରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି। “ବିକ୍ଷୋଭ ସ୍ଥଳଠାରୁ…
ଫେରିଲା ନାଇଟ୍ କର୍ଫ୍ୟୁ, ଏସବୁରେ କଟକଣା ଲଗାଇଲେ ରାଜ୍ୟ ସରକାର; ଜାଣନ୍ତୁ…
ଭୁବନେଶ୍ୱର,୫।୧(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଏସ୍ଆର୍ସି ପ୍ରଦୀପ ଜେନାଙ୍କ ପକ୍ଷରୁ ଦିଆଯାଇଥିବା…
ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ, ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୫।୧ : ଦେଶରେ ବିଦ୍ୟୁତ୍ ଆଘାତ ଯୋଗୁ ହାତୀ ମୃତ୍ୟୁ ଘଟଣା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲାର ବିଚାର କରାଯାଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ହୋଇଛି। ପ୍ରଧାନ ବିଚାରପତି ଏନ୍.ଭି.ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା…
ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲ୍ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡିଛି। ବାକି ୧୯ ଜଣ ସ୍ଥାନୀୟ…
Archives


