Home Middle

ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳକୁ ଆସିବ ନାହିଁ। ସମୁଦ୍ରରେ ହିଁ ମିଳେଇ ଯିବ। ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅପରାହ୍ନ ସାଢ଼େ ୫ଟାରେ…

ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ ଟାର୍ଗେଟରେ ଥିବା ରୁଷିଆ ସେନା ଶନିବାର ୟୁକ୍ରେନ ସେନାର ଆକ୍ରମଣକୁ ଦୁର୍ବଳ କରିବାକୁ ଉକ୍ତ…

କେକେଆର୍‌ର ଶୋଚନୀୟ ପରାଜୟ…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଶୋଚନୀୟ ପରାଜୟ ସ୍ୱୀକାର କରିଛି । ଧାର୍ଯ୍ୟ ୧୭୭ ରନ୍ ଲକ୍ଷ୍ୟର ପିଛା କରି କେକେଆର୍ ୧୪.୩…

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୭ …

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା…

ଶ୍ରୀଲଙ୍କାକୁ ଫସାଇବା ପାଇଁ ଚାଇନାର ଚାଲ୍‌

କଲମ୍ବୋ,୭ା୫: ଋଣ ପରିଶୋଧରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ଉପରେ ଚାଇନା ପୁଣି ଥରେ ଚାଲ୍‌ ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସାହାଯ୍ୟ ନାମରେ ଅଧିକ ଋଣ ପ୍ରଦାନ କରି ଏକ ଅଦ୍ୱିତୀୟ ଅର୍ଥନୈତିକ ସଙ୍କଟ ଦେଇ…

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପୁରୀ ଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ରବିବାର ଗଭୀର…

ଟସ୍‌ ଜିତିଲା କେକେଆର, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା…

ଆର୍‌ଆର୍‌ର ସହଜ ବିଜୟ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ପଞ୍ଜାବ କିଙ୍ଗସ(ପିବିକେଏସ୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି। ୧୯୦ ରନ୍‌ର ପିଛା କରି ଆର୍‌ଆର୍‌ ୧୯.୪ ଓଭରରେ ୪ ଓ୍ବିକେଟ ହରାଇ ରନ୍‌…

ଏଲ୍‌ଓସି ନିକଟ ଲଞ୍ଚପ୍ୟାଡ୍‌ରେ ୨୦୦ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ଅପେକ୍ଷାରେ…

ନୂଆଦିଲ୍ଲୀ, ୭।୫ : ପାକିସ୍ତାନରେ ସରକାରା ପରିବର୍ତ୍ତନ ସତ୍ତ୍ୱେ ଏହାର ଭାରତ ବିରୋଧୀ ମନୋବୃତ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ। ଯଦିଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ନୂଆ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ନିଜ ନିଜ ମନ୍ତବ୍ୟ…

୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍‌ ଚଳାଚଳ ଆରମ୍ଭ …

ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି ମଧ୍ୟ କୁହାଯାଏ। ଏବେ କୋସି ନଦୀ ଉପରେ ପୁଣି ୮୮ ବର୍ଷ ପରେ ଟ୍ରେନ୍‌…

ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପିବିକେଏସ୍‌…

ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…

ହାଇଦ୍ରାବାଦ୍‌, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?