Home Middle

ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଗୁରୁବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ…

ଧାର୍ମିକସ୍ଥଳରୁ ହଟାଯାଇଥିବା ଲାଉଡ୍‌ସ୍ପିକର ସ୍କୁଲରେ ଲଗାଯିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୧୯।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅନାବଶ୍ୟକ ଲାଉଡ ସ୍ପିକର ହଟାଇବାରେ ସରକାର ସଫଳ ହୋଇଛନ୍ତି। ଯଦି ଅନାବଶ୍ୟକ ଲାଉଡ ସ୍ପିକର ସ୍ଥାପନ / ଉଚ୍ଚ ସ୍ବରରେ ବାଜିବା ବିଷୟରେ ପୁନର୍ବାର ଅଭିଯୋଗ ଆସେ, ତେବେ…

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନରେ ତାତି ରେକର୍ଡ ଭାଙ୍ଗିଛି। ଏହାଯୋଗୁ ସମଗ୍ର ପ୍ରାଣୀ ଜଗତ ସହିତ…

କରୋନା ପରେ ଏବେ ମଙ୍କିପକ୍ସ, ଦେଖାଦିଏ ଏସବୁ ଲକ୍ଷଣ

ଓ୍ବାଶିଂଟନ,୧୯ା୫: କରୋନା ମହାମାରୀରୁ ବିଶ୍ୱ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ଏବେ ଆଉ ଏକ ଭୂତାଣୁ ଭୟଭୀତ କଲାଣି। ମଙ୍କିପକ୍ସ ନାମକ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି। ନିକଟରେ ବ୍ରିଟେନରୁ ମଙ୍କିପକ୍ସରେ ୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ…

ଜ୍ଞାନବ୍ୟାପି ମାମଲା, ୧୦୦୦ ଫଟୋ-ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ…

ବାରାଣସୀ, ୧୯।୫ : ଜ୍ଞାନବ୍ୟାପି ମସଜିଦ୍‌ ମାମଲାରେ କମିଶନର କୋର୍ଟରେ ୧୦୦୦ ଫଟୋ, ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ଗୁରୁବାର କମିଶନର ବାରାଣସର କୋର୍ଟରେ ସର୍ଭେର ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ ଦୁଇ ଦିନ ସମୟ ନେଇଥିଲେ।…

ମମତାଙ୍କ ଚେତାବନୀ, ଦୁର୍ନୀତିରୁ ଦୂରେଇ ରୁହ…

କୋଲକାତା, ୧୯।୫ : କଡ଼ା ଆଭିମୁଖ୍ୟ ଗ୍ରହଣ କରି ତୃଣମୂଳ କଂଗ୍ରେସ(ଟିଏମସି) ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ । ଦୁର୍ନୀତିରେ ଲିପ୍ତ ଥିବା…

ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ କରନ୍ତୁ ସରକାର, ଇଏସିର ପରାମର୍ଶ…

ନୂଆଦିଲ୍ଲୀ, ୧୯।୫ : ଦେଶରେ ବେରୋଜଗାରୀ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇଏସି) ସହରୀ ନିଶ୍ଚତ ରୋଜଗାର ଯୋଜନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ଏହା ସହିତ ଆୟର ବ୍ୟବଧାନକୁ ହ୍ରାସ କରିବା ପାଇଁ ୟୁନିଭର୍ସାଲ ବେସିକ…

ଜଳବାୟୁ ପରିବର୍ତ୍ତନର ୪ ମୁଖ୍ୟ କାରଣ, ଜାତିସଂଘ ଜାରି କଲା ରିପୋର୍ଟ…

ଜେନେଭା, ୧୯।୫ : କେଉଁ କେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ହେଉଛି ସେ ନେଇ ଜାତିସଂଘର ଏକ ସଂଗଠନ ୱାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟ ପ୍ରକାଶିତ…

ଦୈନିକ ମୃତ୍ୟୁ ସଂଖ୍ୟା ୧୦…

ନୂଆଦିଲ୍ଲୀ, ୧୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଚନ୍ଦ୍ରର ଖଣିଜ ପଦାର୍ଥ ପ୍ରତି ଆମେରିକା-ଚାଇନାର ଲୋଭ…

ଓ୍ବାଶିଂଟନ/ବେଜିଂ, ୧୯।୫ : ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଦେଇଛନ୍ତି ଯେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ ପୃଥିବୀର ଭୂ-ରାଜନୀତି ପ୍ରଭାବିତ ହେଉଛି। ଏହାର ପ୍ରଭାବ ପୃଥିବୀ ବାହାରେ ମଧ୍ୟ ଦେଖାଯିବ। ଏହି ବିବୃତ୍ତିର…

୧୦୦୦ ୟୁକ୍ରେନ୍‌ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…

ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ୧୯ ଏପ୍ରିଲରେ ରୁଷିଆର ସୈନ୍ୟମାନେ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାର ବଡ଼ ଅଞ୍ଚଳ…

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ ଥିବା ସେମାନଙ୍କର ସନ୍ତାନଙ୍କର ଭାରତୀୟ ନାଗରିକତ୍ୱ ଦାବି କରିବାର ଅଧିକାର ରହିଛି ବୋଲି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?