Home Middle

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ( ଏସ୍‌ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ…

ଆସିଲାଣି ଡେଲ୍ଟାକ୍ରନ୍‌, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା/ନୂଆଦିଲ୍ଲୀ, ୧୬।୨ : ଦେଶରେ କୋଭିଡ -୧୯ ମହାମାରୀ ସଂକ୍ରମଣ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରତର ଦ୍ୱିତୀୟ ଲହରରେ ଡେଲ୍‌ଟା ମୁଖ୍ୟ ଷ୍ଟ୍ରେନ ଥିଲା। ତେଣୁ ବର୍ତ୍ତମାନ ଓମିକ୍ରନ ଏହାକୁ ପଛରେ ପକାଇ ସବୁଠାରୁ ସଂକ୍ରାମକ ଷ୍ଟ୍ରେନ…

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟର ୩୦ ଜିଲାର ୭୧ ବ୍ଲକରେ ମତଦାନ ଶେଷ ହୋଇଛିା ପ୍ରତି ବ୍ଲକ୍‌ ହେଡ୍‌ କ୍ୱାଟରରେ ଗୋଟିଏ ଲେଖାଏ ମହିଳାମାନଙ୍କ ପାଇଁ ପିଙ୍କ୍‌ ବୁଥ ଖୋଲାଯାଇଛି ।…

ଯୁଦ୍ଧାଭ୍ୟାସ ଶେଷ, ଫେରୁଛନ୍ତି ରୁଷିଆ ସୈନ୍ୟ…

ମସ୍କୋ, ୧୬।୨ : ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ଶେଷ ହୋଇଛି। ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି। ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା…

ଡୋଭାଲଙ୍କ ଘରେ ଅଜଣା ବ୍ୟକ୍ତିଙ୍କ ପ୍ରବେଶ ଉଦ୍ୟମ…

ନୂଆଦିଲ୍ଲୀ, ୧୬।୨ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକ କାର ସହିତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ସମ୍ପୃକ୍ତ…

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ ବଣ୍ଡ୍‌ ବିକ୍ରି ହୋଇଛି। ଏହି ପରି ଭାବରେ, ରାଜନୈତିକ ଦଳଗୁଡିକ ୨୦୧୮ଠାରୁ ଗତ ୪…

ଏସ୍‌ଆଇଏକୁ ବଡ଼ ସଫଳତା, ଜୈଶ୍‌ର ୧୦ ଓଭର ଗ୍ରାଉଣ୍ଡ ଓ୍ପାର୍କର ଗିରଫ…

ଶ୍ରୀନଗର, ୧୬।୨ : ଜମ୍ମୁ-କଶ୍ମୀରରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ)କୁ ବଡ଼ ଧରଣର ସଫଳତା ମିଳିଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀର ଅଞ୍ଚଳରେ ଚଢ଼ାଉ ବେଳେ ଜୈଶ୍‌-ଇ-ମହମ୍ମଦ (ଜେଇଏମ)ର ୧୦ଜଣ ଓଭର ଗ୍ରାଉଣ୍ଡ ଓ୍ପାର୍କରଙ୍କୁ ଗିରଫ କରାଯାଇଛି। ରାତିରେ ବିଭିନ୍ନ ସ୍ଥାନରେ…

ଗୁଳି ଫୁଟିଲାନି-ସୈନ୍ୟ ବି ପ୍ରବେଶ କଲେ ନି, ୟୁକ୍ରେନ୍‌ରେ ହେଲା ଆକ୍ରମଣ…

ମସ୍କୋ/କାଇଭ୍‌,୧୬।୨ : ଫେବୃଆରୀ ୧୬ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ନେଇ ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଗୁଳି ଫୁଟିଲାନି କି ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ପ୍ରବେଶ ମଧ୍ୟ କଲେ ନାହିଁ। କିନ୍ତୁ…

ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲର ନିର୍ଦ୍ଦେଶକ…

ଥମୁଛି କରୋନା, ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…

ପରଲୋକରେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ବାପି ଲାହିରୀ

ମୁମ୍ବାଇ,୧୬।୨: ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଛ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ମୁମ୍ବାଇର…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୭ ଟାରୁ ବୁଥ୍‌ଗୁଡ଼ିକରେ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ରେ ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri