Home Middle

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବାରାଣସୀ ବିସ୍ଫୋରଣ ଘଟଣାର…

ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…

ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେତେକ ଆତଙ୍କବାଦୀ ଗୋଷ୍ଠୀ ଏଭଳି ବୋମା ବ୍ୟବହାର କରୁଥିବା…

ଦେଶରେ କମୁଛି ମୁସଲମାନଙ୍କ ସଂଖ୍ୟା, ପ୍ରଜନନ ହାର ୨.୩ ପ୍ରତିଶତ…

ନୂଆଦିଲ୍ଲୀ, ୬।୬ : ଦେଶରେ ମୁସଲମାନଙ୍କର ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ କମିବାରେ ଲାଗିଛି। ସେମାନଙ୍କର ପ୍ରଜନନ ହାରରେ ବନ ଧରଣର ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ…

ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…

ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା ପଛରେ ପଞ୍ଜାବରେ କେତେକ ଗ୍ୟାଙ୍ଗ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏହି ଗ୍ୟାଙ୍ଗଗୁଡିକର ସବୁଠାରୁ…

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ କଏନ୍‌ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍‌ ସିରିଜ ଲୋକାର୍ପିତ କରିଛନ୍ତି। ଏହି ସ୍ବତନ୍ତ୍ର ସିରିଜରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ…

ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ପୋର୍ଟାଲ ପାଇଁ କ୍ରେଡିଟ ଲିଙ୍କଡ ସରକାରୀ ଯୋଜନା ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଠିକ…

୩୦ ବର୍ଷ ମଧ୍ୟରେ ୪୭ କୋଟି କମି ଯିବ ଭାରତର ଜନସଂଖ୍ୟା, ୨୦୫୦ ବେଳକୁ ଦେଶରେ ବୟସ୍କଙ୍କ ସଂଖ୍ୟାରେ ହେବ ବୃଦ୍ଧି…

ନୂଆଦିଲ୍ଲୀ, ୬।୬ : ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ସର୍ବାଧିକ ଜନସଂଖ୍ୟା ବାସ କରନ୍ତି । ଭାରତରେ ବିଶ୍ୱର ମାତ୍ର ୨.୩୦ ପ୍ରତିଶତ ଜମି ଅଛି। କିନ୍ତୁ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି…

ନବୀନ ନିବାସରେ ବାଦ୍‌ ପଡ଼ିଥିବା ମନ୍ତ୍ରୀ

ଭୁବନେଶ୍ୱର,୬ା୬(ବ୍ୟୁରୋ): ନବୀନ ସରକାର ରବିବାର ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରୁ ୧୦ ମନ୍ତ୍ରୀ ବାଦ୍‌ ପଡ଼ିଛନ୍ତି। ବାଦ୍‌ ପଡ଼ିଥିବା ଏହି ମନ୍ତ୍ରୀମାନେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ ବୋଲି କୁହାଯାଉଛି।…

ୟୁକ୍ରେନକୁ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ପଠାଇବ ବ୍ରିଟେନ…

ଲଣ୍ଡନ/କ୍ୱିଭ୍‌, ୬।୬ : ବ୍ରିଟେନ ଅତ୍ୟାଧୁନିକ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ୟୁକ୍ରେନକୁ ଯୋଗାଇବାକୁ ଘୋଷଣା କରିଛି। ଏହି ରକେଟ ଲଞ୍ଚରର ପ୍ରଭାବଶାଳୀ ଫାୟାରିଂ ପରିସର ୮୦ କିଲୋମିଟର ବୋଲି କୁହାଯାଉଛି। ରୁଷିଆ ସହିତ ଯୁଦ୍ଧ ଆରମ୍ଭରୁ ବ୍ରିଟେନ ୟୁକ୍ରେନକୁ ବିଭିନ୍ନ…

ରାଷ୍ଟ୍ରପତିଙ୍କ ସୁରକ୍ଷା ଢିଲା ଘଟଣା: ପାଇଲଟ୍‌ଙ୍କୁ ହେବ ପଚରାଉଚରା

ଓ୍ବାଶିଂଟନ,୬ା୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ା ବୋଲି କୁହାଯାଏ। କିନ୍ତୁ ଶନିବାର ସୁରକ୍ଷା କ୍ଷେତ୍ରରେ ଢିଲା ବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସଛି। ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଡେଲାଓ୍ବେର ଘର ଉପରେ ଏକ…

ୟୁକ୍ରେନ୍‌ର ଦାବି, ୩୧ ହଜାରରୁ ଅଧିକ ରୁଷୀୟ ସୈନ୍ୟଙ୍କ ଘଟିଲାଣି ମୃତ୍ୟୁ…

କ୍ୱିଭ୍‌, ୬।୬ : ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନା ଧରୁନି। ଇତିମଧ୍ୟରେ ରୁଷିଆ ପୂର୍ବ ୟୁକ୍ରେନ ସହର ସେଭେରୋଡନେଟସ୍କ ଉପରେ ବହୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ବିସ୍ଫୋରଣ ଯୋଗୁ କୌଣସି କ୍ଷୟକ୍ଷତିର ଖବର ମିଳି ନାହିଁ। କିଛି ଲୋକ…

ଭାଜପା ସରକାରଙ୍କୁ ଘେରିଲେ ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ, ୬।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଭାଜପାରୁ ନିଲମ୍ବନ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri