ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା। ପବିତ୍ର ଗୃହର…
ୟୁକ୍ରେନର ପୋଲ ଉଡ଼ାଇଲା ରୁଷିଆ
କ୍ୱିଭ୍,୧୩ା୬: ୟୁକ୍ରେନର ସିଭିଏରୋଡୋନେଟସ୍କକୁ ଦେଶର ଅନ୍ୟ ସହର ସହିତ ସଂଯୋଗ କରୁଥିବା ନଦୀର ପୋଲ ଉଡ଼ାଇ ଦେଇଛି ରୁଷିଆ ସେନା। ଏହା ସହିତ ଏକମାତ୍ର ଯାତାୟାତର ମାଧ୍ୟମ ଥିବା ଏହି ପୋଲ ରୁଷିଆ ଉଡ଼ାଇ ଦେଇଥିବାରୁ ଲୋକେ ବାହାରକୁ ଯାଇପାରୁ ନ…
ପାକିସ୍ତାନ ରାଜନୀତିରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍ଙ୍କୁ ରୁଷିଆ ଗସ୍ତ ପାଇଁ କରାଯାଇଛି କ୍ଷମତା ଚ୍ୟୁତ …
ମସ୍କୋ, ୧୩।୬ : ବର୍ତ୍ତମାନ ରୁଷିଆ ମଧ୍ୟ ପାକିସ୍ତାନର ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛି। ପାକିସ୍ତାନରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଦାବି କରିଛନ୍ତି ଯେ ଇମ୍ରାନ ଖାନ ରୁଷିଆ ଗସ୍ତ କରିଥିବାରୁ ତାଙ୍କୁ କ୍ଷମତା ଚ୍ୟୁତ କରାଯାଇ…
ଶ୍ରୀଲଙ୍କାରେ ପ୍ରତି ସପ୍ତାହରେ ହୁ ହୁ ବଢୁଛି ପେଟ୍ରୋଲ, ଡିଜେଲ
କଲମ୍ବୋ,୧୩ା୬: ଆସନ୍ତା ମାସରୁ ଇନ୍ଧନ ରାଶନ ଯୋଜନା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ପଞ୍ଜୀକୃତ ଗ୍ରାହକଙ୍କୁ ସାପ୍ତାହିକ କୋଟା ନିଶ୍ଚିତ କରାଯିବ। ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ଏହା କହିଛନ୍ତି। ତାପଜ ବିଦ୍ୟୁତ୍…
ସତ୍ୟାଗ୍ରହକୁ ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ…
ନୂଆଦିଲ୍ଲୀ, ୧୩।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରିଛି। ଏନେଇ କଂଗ୍ରେସ ଦଳ ବିରୋଧ କରୁଛି। ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ପାର୍ଟି ସତ୍ୟାଗ୍ରହ ଘୋଷଣା କରିଛି। ସତ୍ୟାଗ୍ରହକୁ ନେଇ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି।…
ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ମାଲକାନଗିରି ଜିଲା ସୀମାନ୍ତରେ ବସ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏନେଇ ନବୀନ ଟୁଇଟ୍ କରି…
ଭାରତୀୟଙ୍କ ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି…
ନୂଆଦିଲ୍ଲୀ, ୧୩।୬ : ଭାରତରେ ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି ପାଇଛି। ନମୁନା ରେଜିଷ୍ଟ୍ରେଶନ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟମାନଙ୍କର ହାରାହାରି ବୟସ ଦୁଇ ବର୍ଷ ବଢ଼ି ୬୯.୭ ବର୍ଷକୁ ବୃଦ୍ଧି…
ଶାହବାଜଙ୍କୁ ଇମ୍ରାନ୍ଙ୍କ ଚ୍ୟାଲେଞ୍ଜ୍, ନିର୍ବାଚନରେ ବିଜୟୀ ହୋଇ ଦେଖାଅ …
ଇସଲାମାବାଦ, ୧୩।୬ : ପାକିସ୍ତାନ ରାଜନୀତିରେ ସଙ୍କଟ ଜାରି ରହିଛି। କ୍ଷମତାରୁ ବାହାରିବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନୂଆ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିବା ସହିତ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି।…
ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି। ଏହି ସ୍ବତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖ ୨୪ତମ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ପୂର୍ବାହ୍ନରେ ବିଧାନସଭାର…
ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା
ଭଦ୍ରକ ଅଫିସ, ୧୩।୬: ଭଦ୍ରକ ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ଅବହେଳିତ ହେଉଛି। ନଦୀଗର୍ଭ ଏବେ ଦଳ ଭର୍ତ୍ତି ହୋଇଥିବା ବେଳେ ଭଦ୍ରକ ସହରର ଡ୍ରେନ୍ ପାଣି ଛଡ଼ାଯିବା ସହ ଅଳିଆ ଆବର୍ଜନା ପକାଯାଉଥିବାରୁ ନଦୀ ଜଳ…
ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …
ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ କରିଥିଲା।…
ସକ୍ରିୟ ମାମଲା ୪୮ ହଜାର ମୁହାଁ …
ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
Archives


