Home Middle

୨ ସପ୍ତାହ ମଧ୍ୟରେ କର ପୌର ପରିଷଦ ନିର୍ବାଚନ ଘୋଷଣା, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ, ୪।୫ : ମହାରାଷ୍ଟ୍ରରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ବିଏମସି ଏବଂ ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନର ତାରିଖ ଘୋଷଣା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ…

ଆସୁଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଏହା ସହିତ ଆରବିଆଇ କ୍ୟାସ ରିଜର୍ଭ ରେସିଓକୁ…

ଆର୍‌ବିଆଇ ଦେଲା ବଡ଼ ଝଟ୍‌କା, ରେପୋ ରେଟ୍‌ ୪.୪୦ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବଡ଼ ଝଟ୍‌କା ପ୍ରଦାନ କରାଯାଇଛି। ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଏହା ଘୋଷଣା କରିଛନ୍ତି। ଏହା ସହିତ…

ନମ୍ବର-୧ ହେଲା ଭାରତ

ଦୁବାଇ,୪।୫: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଟି-୨୦ ଅନ୍ତର୍ଜାତୀୟ ଦଳର ବାର୍ଷିକ ମାନ୍ୟତା ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଟି-୨୦ରେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ରୋହିତ ଶର୍ମା ଅଧିନାୟକ ହେବା ପରେ ଟିମ ଇଣ୍ଡିଆ…

ରୁଷିଆରେ ସାମରିକ କ୍ଷମତା ଦଖଲ ଆଶଙ୍କା, ପଦବୀ ହରାଇଲେ ପୁଟିନ୍‌ଙ୍କୁ କରାଯାଇପାରେ ହତ୍ୟା…

ଓ୍ବାଶିଂଟନ, ୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୭୦ଦିନ ବିତିଗଲାଣି। କିନ୍ତୁ ଯୁଦ୍ଧର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି। ତେବେ ପୁଟିନଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଆଶଙ୍କା…

କଂଗ୍ରେସର ଚିନ୍ତନ ପରେ ଭାଜପା ପକ୍ଷରୁ ହେବ ମନ୍ଥନ ଶିବିର…

ଯୋଧପୁର, ୪।୫ : ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୩ରୁ ୧୫ କଂଗ୍ରେସ ପକ୍ଷରୁ ଚିନ୍ତନ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି। ଶିବିରରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ପରାଜୟର ସମୀକ୍ଷା କରାଯିବ।…

ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୃତ୍ୟୁ ସଂଖ୍ୟା ଜାରି କରିବା ପୂର୍ବରୁ ଭାରତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ…

ଜାତିସଂଘରେ ପହଞ୍ଚିଲା ଯୋଧପୁର ହିଂସା…

ଜେନେଭା/ନୂଆଦିଲ୍ଲୀ, ୪।୫ : ରାଜସ୍ଥାନର ଯୋଧପୁରରେ ହୋଇଥିବା ହିଂସା ଏବେ ମିଳିତ ଜାତିସଂଘରେ ପହଞ୍ଚିଛି। ଏହା ଉପରେ ଆଲୋଚନା ମଧ୍ୟ କରାଯାଉଛି। ମିଳିତ ଜାତିସଂଘ ପ୍ରବକ୍ତା ବୁଧବାର ଭାରତ ସରକାର ଏବଂ ଏଜେନ୍ସିଗୁଡ଼ିକୁ ସହରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ…

ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା, ଏସ୍‌ସିରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୪।୫ : ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଜଣେ ମୁଓଲମାନ୍‌ ମହିଳା ସମସ୍ତଙ୍କ ପାଇଁ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ଦର୍ଶାଇ ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଏକ ପିଟିଶନ ଦାଖଲ କରିଛନ୍ତି। ’ତଲାକ୍‌-ଇ-ହସନ୍‌’ ଏବଂ…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହିଟଲରଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଲାଓ୍ବରୋଓ୍ବ…

ଏକଛତ୍ରବାଦୀ ଶାସକ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…

ସିଓଲ୍‌, ୪।୫ : ଆଣବିକ ପରୀକ୍ଷଣ କରାଯିବା ଲାଗି ବିଶ୍ୱସ୍ତରରେ ବାରଣ କରାଯାଇଛି। କିନ୍ତୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି କଟକଣାକୁ ଲଗାତାର ଅଣଦେଖା କରୁଛନ୍ତି। ତାଙ୍କର ଆଣବିକ ପରୀକ୍ଷଣ ଯୋଗୁ ଆମେରିକା ସମେତ ଦକ୍ଷିଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri