Home Middle

ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍‌

କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍‌ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି ଜାମିନ ମିଳିଥିବା ଜଣାପଡ଼ିଛି। ତେବେ ଗୋବିନ୍ଦଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି ହାଇକୋର୍ଟ। ସ୍ତ୍ରୀ…

ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତି ଆବଶ୍ୟକ ନୁହେଁ, ହାଇକୋର୍ଟ…

ପାଟନା, ୨୯।୬ : ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତିର ଆବଶ୍ୟକତା ନାହିଁ। ପାଟନା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି ଅହସାନୁଦ୍ଦିନ ଅମାନୁଲାହ ଏବଂ ପୂର୍ଣ୍ଣେନ୍ଦୁ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଦାମ୍ପତ୍ୟ ମାମଲାର…

ମହାରାଷ୍ଟ୍ର-ରାଜସ୍ଥାନରେ ହିଂସା ଷଡ଼ଯନ୍ତ୍ର ନେଇ ଗୁପ୍ତ ସୂଚନା, ୨୦ ହଜାର ଆରଏଏଫ୍‌ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତ…

ମୁମ୍ବାଇ/ଜୟପୁର, ୨୯।୬ : କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ହିଂସା ଓ ଦଙ୍ଗାର ଆଶଙ୍କା ନେଇ ଗୁପ୍ତ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସିଆରପିଏଫ୍‌ର ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍‌)ର ୧୫ ଟି ବାଟାଲିୟନ…

ଉପାସନା ଅଧିକାର ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରତିବନ୍ଧିତ ସାମାଜିକ ଅଧିକାର…

ଥିରୁଭାନନ୍ତପୁରମ୍‌, ୨୯।୬ : ଗୁରୁଭୟୁର ଶ୍ରୀକୃଷ୍ଣ ମନ୍ଦିରରେ ଉପାସନା ପ୍ରସଙ୍ଗରେ କେରଳ ହାଇକୋର୍ଟ କହିଛନ୍ତି ଯେ, ଉପାସନା ଅଧିକାର ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରତିବନ୍ଧିତ ସାମାଜିକ ଅଧିକାର। ଏହାକୁ କୌଣସି ବ୍ୟକ୍ତି ବିଶେଷ, ମନ୍ଦିର କମିଟି ସଦସ୍ୟ, ପ୍ରଶାସକ ଅବା…

ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଡ. ମାଣ୍ଡତି ଥରୁପତି ରେଡ୍ଡୀଙ୍କ ଆବେଦନକୁ ବିଚାର କରିବାକୁ ମନା କରିଦେଇଛନ୍ତି। ମାଣ୍ଡତି ରାଷ୍ଟ୍ରପତି ନିର୍ବାଚନ ପାଇଁ…

ପୁଟିନ୍‌ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…

କ୍ୱିଭ୍‌, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ ଧ୍ୱଂସ କରିଦେଇଥିଲା। ଯେତେବେଳେ ସେଠାରେ ଶତାଧିକ ଲୋକ ଥିଲେ। ଏହି ଆକ୍ରମଣରେ ୧୮ ଜଣଙ୍କର…

ଭାଜପା କର୍ମୀଙ୍କୁ କାହିଁକି ଚାକିରି ଦେବି ? ଅଗ୍ନିପଥ ଯୋଜନା ନେଇ ମମତାଙ୍କ ଉତ୍ତର…

କୋଲକାତା, ୨୯।୬ : ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏହି ଯୋଜନା ବିରୋଧରେ ବିରୋଧୀ ଦଳ ନିରନ୍ତର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଏନେଇ ଘେରିବା ଆରମ୍ଭ…

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ଏହି ଘଟଣା ଘଟାଇ ଛନ୍ତି। ୧୨ରୁ…

ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନୀ ସଂଗଠନ ସମ୍ପୃକ୍ତି ନେଇ ତଦନ୍ତ ଜାରି, ୩୨ ଅନ୍‌ଲାଇନ୍‌ ପାଠ୍ୟକ୍ରମରେ ଜେହାଦୀ ତାଲିମ୍‌ …

ନୂଆଦିଲ୍ଲୀ, ୨୯।୬ : ଉଦୟପୁର ହତ୍ୟାକାଣ୍ଡର ପାକିସ୍ତାନୀ ସଂଗଠନର ସମ୍ପୃକ୍ତି ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଟେଲର କହ୍ନେୟାଙ୍କ ଗଳା କାଟିଥିବା ଉଭୟ ଅଭିଯୁକ୍ତ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ଜଡିତ ଥିଲେ। ଏହି ସଂଗଠନ ୧୦୦ରୁ ଅଧିକ ଦେଶରେ…

ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର…

ଉଦ୍ଧବଙ୍କ ପାଇଁ ଅଗ୍ନି ପରୀକ୍ଷା, ଗୁରୁବାର ହୋଇପାରେ ଫ୍ଲୋର ଟେଷ୍ଟ୍‌…

ମୁମ୍ବାଇ, ୨୯।୬ : ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି । ଗୋଟିଏ ପଟେ ସରକାର ଗଠନ ପାଇଁ ଭାଜପାର ଯୋଜନା ଜୋରଦାର ହେବାରେ ଲାଗିଛି। ଅନ୍ୟ ପଟେ ଏକନାଥ ସିନ୍ଧେ ଦଳର ବିଧାୟକମାନଙ୍କ ସହିତ…

୯୯ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri