ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୫ା୫: ହାଇକୋର୍ଟଗୁଡ଼ିକରେ ବହୁ ଆପରାଧିକ ମାମଲାର ଅପିଲ ବିଚାର ନ ହୋଇ ପଡ଼ିରହିଥିବାରୁ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଗତ ୩୦ରୁ ୪୦ ବର୍ଷ ମଧ୍ୟରେ କେଉଁ ହାଇକୋର୍ଟରେ ଅଧିକ ସଂଖ୍ୟକ ମାମଲା ଗଡ଼ୁଛି ବୋଲି ରିପୋର୍ଟ…
ସାମ୍ବାରେ ସୁଡ଼ଙ୍ଗ ଠାବ
ଶ୍ରୀନଗର,୫।୫: ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ସାମ୍ବାର ଚକ୍ ଫକିରା ବର୍ଡର ପୋଷ୍ଟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ସୁଡ଼ଙ୍ଗ ଠାବ କରାଯାଇଛି। ସୀମାରେ କଡ଼ା ସୁରକ୍ଷାକୁ ଦେଖି ଆତଙ୍କବାଦୀମାନେ କଶ୍ମୀରକୁ ଅନୁପ୍ରବେଶ ପାଇଁ ଏହି ସୁଡ଼ଙ୍ଗ…
ରାଜ୍ୟକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୫ା୫: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିମାନଙ୍କ ପେନସନ୍ ସମୀକ୍ଷା ଲାଗି ପୂର୍ବରୁ ଦେଇଥିବା ନିର୍ଦ୍ଦେଶନାମାର ଅନୁପାଳନ ସମ୍ପର୍କିତ ରିପୋର୍ଟ ବୁଧବାର ଓଡ଼ିଶା ସମେତ ରାଜ୍ୟଗୁଡ଼ିକୁ ମାଗିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି. ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ…
ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ
ବ୍ରସେଲ୍ସ, ୫ା୫: ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ ତୈଳ ରପ୍ତାନିରୁ ଆସୁଥିବାବେଳେ ଏହି ଉତ୍ସକୁ ବନ୍ଦ କରିବାକୁ ଇୟୁ ପ୍ରସ୍ତୁତି ଚଳାଇଛି। ପାଶ୍ଚାତ୍ୟ…
ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି
ପ୍ୟାରିସ୍/କୋପେନହାଗେନ୍, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍ମାର୍କରୁ ବୁଧବାର ପ୍ୟାରିସ୍ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ ବଡ଼ ସହଯୋଗୀ ବୋଲି ମୋଦି ଟୁଇଟ୍ କରିଛନ୍ତି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସମୟରେ ଫ୍ରାନ୍ସ ମଧ୍ୟସ୍ଥ…
ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ
ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ…
ଗଣବଳାତ୍କାର ପୀଡ଼ିତାଙ୍କୁ ଥାନାରେ ବଳାତ୍କାର
ଲକ୍ଷ୍ନୌ,୫ା୫: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବାବେଳେ କଳଙ୍କିତ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛନ୍ତି ଜଣେ ପୋଲିସ ବାବୁ। ଗଣବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ଥାନାକୁ ଗୁହାରି କରିବାକୁ ଯାଇଥିବାବେଳେ ଲଳିତପୁରସ୍ଥିତ ପାଲି ଷ୍ଟେଶନ ହାଉସ୍ ଅଫିସର…
ପୁରୁଷଙ୍କୁ ବଳାତ୍କାର କରୁଛନ୍ତି ରୁଷୀୟ ସୈନ୍ୟ
ବ୍ରସେଲ୍ସ, ୫ା୫: ୟୁକ୍ରେନ୍ ଦଖଲ ପାଇଁ ଯାଇଥିବା ରୁଷୀୟ ସୈନ୍ୟଙ୍କ ଅମାନବୀୟ ଓ ବର୍ବର କାଣ୍ଡର ତାଲିକା ଲମ୍ବିଚାଲିଛି। ସାମରିକ ଅଭିଯାନ ନାଁରେ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ୍ରେ ରୁଷିଆ ଧ୍ୱଂସଲୀଳା ଜାରି ରଖିଥିବାବେଳେ ସାଧାରଣଙ୍କ ଲୋକଙ୍କ ଜୀବନ…
ଚେନ୍ନାଇକୁ ପରାସ୍ତ କଲା ଆରସିବି
ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ୧୭୪ ରନ୍ର…
ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୧୭୪ ରନ୍ର ଟାର୍ଗେଟ୍
ପୁଣେ,୪।୫: ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୪୯ତମ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ ହରାଇ ୧୭୩ ରନ୍ କରିଛି।…
ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରତୀକ ସିଂ
ଭୁବନେଶ୍ୱର,୪ା୫(ବ୍ୟୁରୋ): ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ। ୨୦୧୪ ବ୍ୟାଚ୍ର ଆଇପିଏସ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ବାଗତ କରିଥିଲେ। ଭୁବନେଶ୍ୱରରେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ…
ଶହୀଦ ସହାୟତା ରାଶି ବଢ଼ିଲା
ଭୁବନେଶ୍ୱର,୪ା୫(ବ୍ୟୁରୋ): ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ଶହୀଦ ହେଉଥିବା ଓଡ଼ିଆ ଯବାନମାନଙ୍କ ଆତ୍ମୀୟସ୍ବଜନଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି। ଏହି ସହାୟତା ରାଶି ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ…
Archives


