Home Middle

ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..

ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ରହି ମହାରାଷ୍ଟ୍ରରେ ହନୁମାନ ଚଲିସା ପାଠ କରିବା ଅଭିଯୋଗ…

ଜାପାନରେ ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ସଂଖ୍ୟା କମୁଛି, ଚିନ୍ତାରେ ସରକାର…

ଟୋକିଓ, ୫।୫ : ଜାପାନରେ, ଦେଶର ମୋଟ ଜନସଂଖ୍ୟାରେ ପିଲାମାନଙ୍କର ସଂଖ୍ୟା ଗତ ୪୧ ବର୍ଷ ମଧ୍ୟରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୫ ବର୍ଷରୁ କମ ପିଲାଙ୍କ ସଂଖ୍ୟା ପ୍ରାୟ…

ଏସ୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…

ମୁମ୍ବାଇ, ୫।୫ : ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର ସମ୍ଭାବନା ରହିଛି। ଖବରରୁ ଜଣାଯାଇଛି ଯେ ଡିଭିଜନ ଗଠନ ସହିତ ଅନ୍ୟ ସମସ୍ତ ପ୍ରସ୍ତୁତି…

ନ୍ୟୁ ମେକ୍ସିକୋ ଜଙ୍ଗଲରେ ନିଆଁ, ବିପର୍ଯ୍ୟୟ ଘୋଷଣା କଲେ ବାଇଡେନ

ଲସ୍‌ବେଗସ,୫ା୫: ଆମେରିକା ଇତିହାସରେ ସବୁଠାରୁ ବଡ଼ ଜଙ୍ଗଲରେ ନିଆଁ ଲାଗି ଅନେକ କ୍ଷତି ଘଟିଛି। ଏହାର ଗରମ ପବନରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ଉତ୍ତର ନ୍ୟୁ ମେକ୍ସିକୋର…

ଆଇନ ବିଶ୍ୱବିଦ୍ୟାଳୟର ୬୦ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଚଣ୍ଡିଗଡ଼, ୫।୫ : ଦେଶରେ କରୋନା ମହାମାରୀର ସଂକ୍ରମଣ ପୁଣି ଥରେ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୭୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପଞ୍ଜାବର ପଟିଆଲାସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ଆଇନ…

ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲାର ଏକକାଳୀନ ୯ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଭୁବନେଶ୍ୱର ରଘୁନାଥପୁର…

କାଶୀ ଘାଟରେ ନିର୍ମାଣ ହେବ ତମ୍ବୁ ସହର…

ଲକ୍ଷ୍ନୌ, ୫।୫ : ଉତ୍ତରପ୍ରଦେଶର କାଶୀ ଘାଟକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ ତମ୍ବୁ ସହର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ପୃଥିବୀର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଗଙ୍ଗା କୂଳରେ…

୨୧ ବର୍ଷର ସମ୍ପତ୍ତି ବିବାଦ ଶେଷ, ଯୋଗୀ-ଧାମିଙ୍କ ସମାଧାନ ସୂତ୍ର…

ଲକ୍ଷ୍ନୌ/ଡେରାଡୁନ୍‌, ୫।୫ : ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଗତ ୨୧ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦ ଶେଷରେ ସମାପ୍ତ ହୋଇଛି। ତାଙ୍କର ଉତ୍ତରାଖଣ୍ଡ ଗସ୍ତ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିପକ୍ଷ ପୁଷ୍କର ସିଂ ଧାମିଙ୍କୁ ଭେଟି…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା ଏବେ ନୂଆ ରଣନୀତି ଆପଣେଇଛି। ଚାଇନା କମ୍ପାନୀଗୁଡିକ ତାଇୱାନର ସେମିକଣ୍ଡକ୍ଟର ତିଆରି କରୁଥିବା ଇଞ୍ଜିନିୟର…

ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଲିଙ୍କ୍ଡଇନ୍‌ ହେଉଛି ଏକ ସାଇଟ ଯାହା ବୃତ୍ତିଗତ ଲୋକଙ୍କ ସହ…

୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌ ଫ୍ରମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri