Home Middle

ସିଡିଏସ୍‌ ପଦବୀ ବିଭାଜନ ମସୁଧା

ନୂଆଦିଲ୍ଲୀ,୧୬ା୫: ପ୍ରାୟ ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରିଥିଲେ ଏବେ ସେଥିରୁ ବିଚ୍ୟୁତ ହୋଇଥିବା କୁହାଯାଉଛି। କାରଣ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ…

ବୁଦ୍ଧ ପୂର୍ଣ୍ଣିମାରେ ଲୁମ୍ବିନି ଯିବେ ମୋଦି, ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବାର୍ତ୍ତାଳାପ

ନୂଆଦିଲ୍ଲୀ,୧୬ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିବେ । ଏହାସହ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଏକ ବୈଠକରେ ଯୋଗଦେବେ…

୧୯ ସୁଦ୍ଧା ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବ। ଏହା ଦିନେ…

ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ…

ମୋଦି ସରକାର ଦେଶର ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି, କହିଲେ ରାହୁଲ…

ଉଦୟପୁର, ୧୫।୫ : ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରର ତୃତୀୟ ଦିନରେ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭାଜପାରେ ଏସ୍‌ସି/ଏସ୍‌ଟିମାନେ ଅପମାନିତ ହୋଇଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣନ୍ତି ନାହିଁ। କଂଗ୍ରେସ ହେଉଛି…

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌…

ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍‌ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା ଦଳକୁ ଭାରତ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଲକ୍ଷ୍ମୀ ସେନ ଏବଂ ସତଭିକ ଚିରାଗଙ୍କ…

ଟସ୍‌ ଜିତିଲା ସିଏସ୍‌କେ, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୫।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୨ତମ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଗୁଜରାଟ ଟାଇଟନ୍ସ୍‌୍‌(ଜିଟି୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସିଏସ୍‌କେ…

ସରକାର ବଦଳିବା ପରେ ବି ସୁଧୁରିଲାନି ପାକିସ୍ତାନର ଅବସ୍ଥା

ଇସଲାମାବାଦ,୧୫ା୫: ପାକିସ୍ତାନରେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଉଛି। ଏଥି ସହିତ ଏପ୍ରିଲ ମାସ ପର୍ଯ୍ୟନ୍ତ ପାକିସ୍ତାନର ତେଲ ଏବଂ ଖାଦ୍ୟ ଆମଦାନୀ…

ଉତ୍ତର କୋରିଆରେ ହାହାକାର, ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସାଢ଼େ ୮ ଲକ୍ଷରୁ ଅଧିକ ସଂକ୍ରମିତ…

ପୋଙ୍ଗୟାଙ୍ଗ, ୧୫।୫ : ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ଏକଛତ୍ରବାନଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅନୁମତି ବିନା ଗଛର ପତ୍ର ମଧ୍ୟ ପ୍ରବେଶ କରି ପାରେନା। ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ସଙ୍କଟରେ ପଡିଥିଲା,…

‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’

ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା ପାଇଁ ଯଥାଶୀଘ୍ର କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି…

କଂଗ୍ରେସ ଛାଡ଼ି ଭାଜପାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହିମନ୍ତ-ବିରେନ୍‌-ନେଫ୍ୟୁ-ମାଣିକ…

ନୂଆଦିଲ୍ଲୀ, ୧୫।୫ : ତ୍ରିପୁରାରେ ଶନିବାର ରାଜ୍ୟପାଳଙ୍କ ନିକଟରେ ହଠାତ୍‌ ତାଙ୍କ ଇସ୍ତଫା ପତ୍ର ଦାଖଲ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।  ଭାଜପା ହାଇକମାଣ୍ଡ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ସହିତ ରବିବାର…

ଅଡୁଆରେ ମସ୍କ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଲା ଟୁଇଟର…

ଓ୍ବାଶିଂଟନ, ୧୫।୫ : ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କଙ୍କ ପାଇଁ ଟୁଇଟର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ପ୍ରମାଣିତ ହେଉଛି। କମ୍ପାନୀ ନକଲି ବ୍ୟବହାରକାରୀଙ୍କ ବିଷୟରେ ଭୁଲ ତଥ୍ୟ ଦେଇଥିବାରୁ ଏହି ସମ୍ପୂର୍ଣ୍ଣ ଚୁକ୍ତିନାମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri