ଗୁଲାମ ନବୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିଲେ ମୋଦି, କହିଲେ ଅଧୀର ରଞ୍ଜନ…
ନୂଆଦିଲ୍ଲୀ, ୨୭।୮ : କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଭାରତରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ଘଟିବାରେ…
କଂଗ୍ରେସରେ ଏବେ ଚପରାସୀ ବରିଷ୍ଠ ନେତାଙ୍କୁ ଦେଉଛନ୍ତି ଦଳ ସମ୍ପର୍କରେ ଜ୍ଞାନ, ଏହା ହାସ୍ୟାସ୍ପଦ କହିଲେ ମନୀଷ ତିଓ୍ବାରୀ…
ନୂଆଦିଲ୍ଲୀ, ୨୭।୮ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଶନିବାର କଂଗ୍ରେସ ଏମ୍ପି ମନୀଷ ତିୱାରୀ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଆଜାଦଙ୍କ ପାଞ୍ଚ ପୃଷ୍ଠାର ଚିଠିର ଦୋଷ ଦୁର୍ବଳତା ଉପରେ ସେ କୌ…
ଭଙ୍ଗା ଗଢ଼ାର କାହାଣୀ, ୬୪ ଥର କଂଗ୍ରେସ ଛାଡି ନେତାମାନେ ଗଠନ କରିଛନ୍ତି ନୂଆ ରାଜନୈତିକ ଦଳ…
ନୂଆଦିଲ୍ଲୀ, ୨୭।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାବ ନବୀ ଆଜାଦ ଦଳ ଛାଡିଛନ୍ତି। ୨୦୧୪ ପରଠାରୁ ଦଳ ଗୋଟିଏ…
୨ଟି ବସ୍ରେ ଝାଡ଼ଖଣ୍ଡର ବିଧାୟକ ପଶ୍ଚିମବଙ୍ଗ-ଛତିଶଗଡ଼ ମୁହାଁ…
ରାଞ୍ଚି, ୨୭।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଅଯୋଗ୍ୟ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସରକାରରେ ଭଙ୍ଗ ହେବ ନେଇ ଚର୍ଚ୍ଚା ହେଊଥିବାରୁ ଶାସକ ଦଳର ବିଧାୟକମାନେ ପଶ୍ଚିମବଙ୍ଗ କିମ୍ବା ଛତିଶଗଡର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା…
କିଛି ଦିନ ପରେ କଂଗ୍ରେସରେ କେବଳ ସୋନିଆ-ରାହୁଲ-ପ୍ରିୟଙ୍କା ହିଁ ରହିବେ…
ଲକ୍ଷ୍ନୌ,୨୭।୮ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସେ ଜମ୍ମୁ-କଶ୍ମୀରରେ କଂଗ୍ରେସର ମୁଖ୍ୟ ଚେହେରା ଥିଲେ। ଶୁକ୍ରବାର କଂଗ୍ରେସର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ସେ…
ଦୈନିକ ସଂକ୍ରମଣ ୧୦ ହଜାର ତଳେ,ସକ୍ରିୟ ମାମଲା ୮୮ ହଜାରରୁ କମ୍…
ନୂଆଦିଲ୍ଲୀ, ୨୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮୮ ହଜାର…
ଶପଥ ନେଲେ ଦେଶର ୪୯ତମ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ
ନୂଆଦିଲ୍ଲୀ,୨୭।୮: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଉଦୟ ଉମେଶ ଲଳିତ। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନ ବିଚାରପତିଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି। ସିଜେଆଇ ଏନ୍ଭି ରମନା ଅଗଷ୍ଟ ୨୬ରେ ଅବସର ନେବା…
୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ୟୁୟୁ ଲଳିତ, କାର୍ଯ୍ୟକାଳ ଅଢେଇ ମାସ
ନୂଆଦିଲ୍ଲୀ,୨୭ ।୮: ବିଚାରପତି ଉଦୟ ଉମେଶ ଲଳିତ ଶନିବାର ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଜଷ୍ଟିଶ ଉଦୟ ଉମେଶ ଲଳିତଙ୍କୁ ଦେଶର ମୁଖ୍ୟ ବିଚାରପତି ଭାବେ ଶପଥ…
ବାସନ୍ଦ ଉଠାଇଲା ଫିଫା
ଜୁରିଚ୍,୨୭ା୮: ପ୍ରଶାସକ କମିଟି (ସିଏଓ)କୁ ସୁପ୍ରିମକୋର୍ଟ କ୍ଷମତାଶୂନ୍ୟ କରିଦେବା ପରେ ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଉପରୁ ବାସନ୍ଦ ଉଠାଇ ଦେଇଛି। ଫଳରେ ଅକ୍ଟୋବରରେ ଭାରତରେ ୧୭ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ୱକପ୍…
ତୁମକୁ ଘୃଣାକରେ, ଭାରତ ଫେରିଯାଅ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍ସ୍ଥିତ ଡଲାସ୍ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ…
ଅଗଷ୍ଟ ୨୯ରେ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିଓ୍ବାଲ ସରକାର
ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ବର୍ତ୍ତମାନ ରାଜନୈତିକ ଉଷ୍ମତା ସରଗରମ ରହିଛି। ଅଗଷ୍ଟ ୨୯ରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ। ଏନେଇ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ଶୁକ୍ରବାର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି…
୭୫ ପ୍ରତିଶତ ରେଟିଂ ସହ ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା ହେଲେ ମୋଦି
ନୂଆଦିଲ୍ଲୀ,୨୬ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ନେତାଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଲୋକପ୍ରିୟ ନେତା କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମଣ୍ଣିଂ କନସଲ୍ଟ ସର୍ଭେ ହିସାବରେ ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ…

