Home Middle

ଶରଦ ପାଓ୍ବାର ପୁଣି ଏନସିପି ମୁଖ୍ୟ, ଆସନ୍ତା ୪ ବର୍ଷ ପାଇଁ ଦାୟିତ୍ୱରେ…

ନୂଆଦିଲ୍ଲୀ, ୧୦।୯ : ଶରଦ ପାଓ୍ବାର ପୁଣି ଥରେ ଏନସିପି ମୁଖ୍ୟ ହୋଇଛନ୍ତି। ଏହାଦ୍ୱାରା ଏଣିକି ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବୀର ଦାୟିତ୍ୱରେ ରହିବେ। ୮୧ ବର୍ଷ ବୟସ୍କ ପାଓ୍ବାର ନିର୍ବିରୋଧରେ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।…

ସରକାରଙ୍କ ଉପରେ ନିର୍ଭର ନକରିବାକୁ ଚାଷୀଙ୍କୁ ଗଡ଼କରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ, ୧୦।୯ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶନିବାର ଚାଷୀମାନଙ୍କୁ କୃଷିଜାତ ଦ୍ରବ୍ୟର ମାର୍କେଟିଂ ଏବଂ ରପ୍ତାନି ପାଇଁ ନିଜସ୍ବ କମ୍ପାନୀ ଗଠନ କରିବାକୁ କହିଛନ୍ତି। ଏନେଇ ସରକାରଙ୍କ ଉପରେ ନିର୍ଭରଶୀଳ ନହେବା ଲାଗି ପରାମର୍ଶ ପ୍ରଦାନ କରିଛନ୍ତି। ଗଡକରୀ…

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ ଏମ୍‌ପିଙ୍କ…

ବୈଜ୍ଞାନିକଙ୍କ ଚେତାବନୀ: ଏହି ଦେଶରେ ଦେଖାଦେବ ମରୁଡ଼ି, ଉତ୍ତାପ, ନିଆଁ ଆଉ ବନ୍ୟା

ଲସ୍‌ଏଞ୍ଜେଲ୍‌ସ,୧୦ା୯: କାଲିଫର୍ନିଆରେ ୧୦ ଦିନର ରେକର୍ଡ ଭାଙ୍ଗିଛି ଗରମ। ଯାହାକି ଅତ୍ୟନ୍ତ ଅସ୍ବାଭାବିକ ଥିଲା। ଲସ୍‌ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଡାନିଏଲ ସ୍ବେଡ଼୍‌ ତାଙ୍କ ବ୍ଲଗରେ ଲେଖିଛନ୍ତି, କ୍ରମାଗତ ୧୦ ଦିନ ପାଇଁ କାଲିଫର୍ନିଆ ବ୍ଲାକ୍‌ଆଉଟ୍‌। ବୈଜ୍ଞାନିକମାନେ କହିଛନ୍ତି,…

ସେରମ ଇନଷ୍ଟିଚ୍ୟୁଟରେ କୋଟିଏ ଟଙ୍କାରେ ଠକେଇ, ପୁନାଓ୍ବାଲାଙ୍କ ନାମରେ ଆସିଥିଲା ମେସେଜ…

ନୂଆଦିଲ୍ଲୀ, ୧୦।୯ : ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଏକ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ପୁଣେ ପୋଲିସ ଶନିବାର କହିଛି ଯେ ଠକମାନେ ସିଇଓ ଆଦର ପୁନାୱାଲାଙ୍କ ନାମରେ ମେସେଜ ପଠାଇ ଟଙ୍କା ସ୍ଥାନାନ୍ତର…

ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…

ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ ନେଇ ଭାଜପା ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି…

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର ପୁନରୁଦ୍ଧାର…

ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା

ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି। ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ଅବସରରେ…

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର ପରବର୍ତ୍ତୀ ସମସ୍ୟା ନେଇ ସତର୍କ କରାଇଛି ଭାରତ। ଯେମିତିକି କମ୍‌ ପାସ ଶତକଡ଼ା, ଚାଇନାର…

ଏଏପି ସରକାର ଆସିଲେ ଅସ୍ଥାୟୀ ନିଯୁକ୍ତିକୁ ସ୍ଥାୟୀ କରାଯିବ…

ନୂଆଦିଲ୍ଲୀ, ୧୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା ପଞ୍ଜାବ ସରକାରଙ୍କୁ ୮,୭୩୬ ସ୍କୁଲ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏହା କରିବାକୁ…

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପଟେଲ କହିଛନ୍ତି ଯେ ବାଘେଲ…

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ବିବି ଲାଲଙ୍କ ପରଲୋକ…

ନୂଆଦିଲ୍ଲୀ, ୧୦।୯ : ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ଡ, ବିବି ଲାଲଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?