Home Middle

କୁପଓ୍ବାରାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ, ୨୦ ଦିନରେ ୨୩ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି…

ଶ୍ରୀନଗର, ୨୦।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ୍‌ ଅଲଆଉଟ୍‌ ଜାରି ରହିଛି। କୁପୱାରା ଏବଂ କୁଲଗାମ ଜିଲାରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଦୁଇଟି ଆତଙ୍କବାଦୀ ବିରୋଧୀ ଅପରେଶନରେ ଏପର୍ଯ୍ୟନ୍ତ ଚାରିଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଗତ ୧୮…

ପେଗାସସ୍‌ ପରେ ଏବେ ହର୍ମିଟ୍‌ ଟାର୍ଗେଟରେ ରାଜନେତା…

ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍‌ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ ପାଇଁ ଏବେ ନୂତନ ସଫ୍ଟୱେର୍‌ ବ୍ୟବହାର କରାଯାଉଛି। ଅନ୍ୟ ଏକ ସଫ୍ଟୱେର୍‌ ଲୋକଙ୍କ ଗୁପ୍ତଚରୀ…

ଆମେରିକାରେ ପୁଣି ଗୁଳିକାଣ୍ଡ…

ଓ୍ବାଶିଂଟନ, ୨୦।୬ : ଆମେରିକାର ୱାଶିଂଟନ ଡିସିରେ ପୁଣି ଗୁଳକାଣ୍ଡ ଘଟିଛି। ରବିବାର ରାତିରେ ଏଠାରେ ପୋଲିସ ଅଧିକାରୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ। କୁହାଯାଉଛି ଯେ ଏହି ଘଟଣା ଜୁନିଏଣ୍ଟ ମ୍ୟୁଜିକ କନସର୍ଟ ସମୟରେ…

ଇଟାଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସୋମବାରଠାରୁ ଇଟାଲି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ…

୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର…

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ ଗୁରୁ ଗ୍ରନ୍ଥ ସାହେବ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗୁରୁଦ୍ୱାରା କମିଟିର ଅଧ୍ୟକ୍ଷ ଗୁରୁନାମ…

ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା (୨୯)ଙ୍କ ବିବାହ ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ ନେଉଛି।…

୯୦ ପ୍ରତିଶତ କରୋନା ଆକ୍ରାନ୍ତ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି, ଅଧିକ ମୃତ୍ୟୁ ଆଶଙ୍କା ଘନଉଛି…

ନୂଆଦିଲ୍ଲୀ, ୨୦।୬ : ଦୁଇ ବର୍ଷ ପରେ କରୋନା ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଲୋକଙ୍କ ଅସାବଧାନତା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ନେଇଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା…

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ ଅର୍ଥନୀତିରେ ବିପର୍ଯ୍ୟୟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା…

ଦ୍ୱନ୍ଦ୍ୱ ଦୂର ପ୍ରୟାସ ସହ ଧମକ

ନୂଆଦିଲ୍ଲୀ,୨୦।୬: ସୈନ୍ୟବାହିନୀରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେବା ପରେ ଏହାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିସହିତ ଯେଉଁମାନେ ଆନ୍ଦୋଳନରେ ସାମିଲ ହେବେ ସେମାନଙ୍କୁ ସେନାରେ ନିଯୁକ୍ତି ସୁଯୋଗ…

ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି)ର…

ବିରୋଧୀ ଦଳ ବୈଠକରେ ଯୋଗଦେବେନି ମମତା

କୋଲକାତା,୨୦।୬: ରାଷ୍ଟ୍ରପତି ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଜୁନ୍‌ ୨୧ରେ ଡାକିଥିବା ମିଳିତ ବିରୋଧୀ ଦଳ ବୈଠକରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇ ନ ପାରନ୍ତି। ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri