ରାଇସିନା ରେସ୍
ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ୨୦୨୨ ଜୁଲାଇ ୧୮(ସୋମବାର)ରେ ଅନୁଷ୍ଠିତ ହେଉଛି। ପାର୍ଲାମେଣ୍ଟ ହାଉସ୍ରେ ଉଭୟ ଗୃହର…
ଆଜି ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ,୧୮ା୭: ଭାରତର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଲାଗି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପକ୍ଷରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର…
ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ
ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ…
ପ୍ରତିଶ୍ରୁତି ଦେଲେ ନବୀନ: ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି
ଭୁବନେଶ୍ୱର,୧୭।୭: ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଦେବା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହିତ ଫୋନ୍ରେ କଥା ହୋଇଥିଲେ। ଜଗଦୀପଙ୍କୁ…
ଭାରତକୁ ୨୬୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ମାଞ୍ଚେଷ୍ଟର,୧୭।୭: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ୨୬୦ ରନ ଲକ୍ଷ୍ୟ ଦେଇଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୫.୫ ଓଭରରେ ୨୫୯ ରନ କରି ଅଲଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ…
ଭାଜପାଠାରୁ ମେୟର ଆସନ ଛଡାଇ ଆଣିଲା ଏଏପି
ଭୋପାଳ,୧୭।୭: ମଧ୍ୟମପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଏଏପି) ଏକ ଅପ୍ରତ୍ୟାଶିତ ବିଜୟ ହାସଲ କରିଛି। ଏଠାରେ ଏଏପି ପ୍ରାର୍ଥୀ ରାଣୀ ଅଗ୍ରଓ୍ବାଲ ଭାଜପାର ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୯୩୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନ…
ଆଇସିଏସ୍ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ,୧୭।୭: କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ(ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା। ଛାତ୍ରୀଙ୍କ…
ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ୍ ଆଲ୍ଭା
ନୂଆଦିଲ୍ଲୀ,୧୭।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲ୍ଭାଙ୍କୁ ଉପରାଷ୍ଟ୍ରପତି ଭାବେ ପ୍ରାର୍ଥୀ କରାଯାଇଛି। ଏନେଇ ଏନ୍ସିପି ନେତା ଶରଦ…
‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍’
ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ। ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଅନୁସରଣ କରାଯାଉଥିବା ସମାଜବାଦୀ ସମାଜ ସହ ଦେଶରେ…
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ
ପୁଲୱାମା,୧୭।୭: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଏକ ଟିମ୍ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି। ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ୍ କର୍ମଚାରୀମାନେ ନାକାରେ ଯାଞ୍ଚ କରୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ…
‘ଭୋଟ୍ ଦେବା ବେଳେ ଇମ୍ରାନଙ୍କ ଦୁର୍ନୀତି, ଆର୍ଥିକ ବିପର୍ଯ୍ୟୟ କଥା ମନେ ପକାଇବ’
ଇସଲାମାବାଦ,୧୭ା୭: ପାକିସ୍ତାନର ପଞ୍ଜାବରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ରବିବାର ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ତୁମେ ଭୋଟ ଦେବା ପୂର୍ବରୁ ଇମ୍ରାନ ଖାନଙ୍କ…
ଗୋବର ପରେ ଏବେ ଗୋମୂତ୍ର କିଣିବେ ସରକାର, ଲିଟର ପିଛା ଦାମ ୪ ଟଙ୍କା…
ରାୟପୁର,୧୭।୭ : ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୂତ୍ର କିଣିବାକୁ ଯାଉଛନ୍ତି। ଗୋମୂତ୍ର କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ ଭୁପେଶଙ୍କ କ୍ୟାବିନେଟ ଅନୁମୋଦନ…
Archives


