Home Middle

ବାଂଲାଦେଶ ମୁହାଁଇପାରେ ବାତ୍ୟା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଡିପ୍ରେସନ(ଅବପାତ)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଆହୁରି…

କିଛି ଦେଶରେ ଆସିପାରେ କରୋନାର ଆଉ ଏକ ଲହର: ଡବ୍ଲୁଏଚଓ ଚିଫ୍ ସାଇଣ୍ଟିଷ୍ଟଙ୍କ ଚେତାବନୀ

ଜେନେଭା,୨୧ ।୧୦: ଦେଶରେ ଏବେ ଉତ୍ସବର ସମୟ ଚାଲିଥିବା ବେଳେ ଏହାରି ଭିତରେ କରୋନାର ଓମିକ୍ରନ ଭାରିଏଣ୍ଟର ସବ ଭାରିଏଣ୍ଟ ଏକ୍ସବିବି ଡରାଇବା ଆରମ୍ଭ କରି ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ବା ଚିଫ ସାଇଣ୍ଟିଷ୍ଟ ସୌମ୍ୟା…

୪୫ଦିନରେ ଲିଜ୍‌ ଟ୍ରସ୍‌ ଛାଡିଲେ ଗାଦି

ଲଣ୍ଡନ,୨୦।୧୦: ୪୫ ଦିନର ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଉତ୍ତରାଧିକାରୀ ଚୟନ ନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ ବୋଲି ଟ୍ରସ୍‌ ଏକ…

ବାଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଖାରଜ: ସୁପ୍ରିମକୋର୍ଟ କହିଲେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ବାଣ ସମ୍ପୂର୍ଣ୍ଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏକ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ, ଉତ୍ସବ…

ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସା ନେଇ ଫୋର୍ଡାର ପ୍ରଶ୍ନ, ଏମ୍‌ପିଙ୍କୁ ଜାଣି ନଥିବା ଗରିବଙ୍କର ଚିକିତ୍ସା ହେବ କିପରି ?…

ନୂଆଦିଲ୍ଲୀ,୨୦।୧୦ : ଫେଡେରେଶନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏଶନ (ଫୋର୍ଡା) ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସାକୁ ବିରୋଧ କରିଛି। ଏମ୍‌ପିଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏକ ଭିଆଇପି ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହି ସୂଚନା ଏମ୍ସ ଦ୍ୱାରା ଲୋକସଭା…

୬ ଦେଶରେ ଓମିକ୍ରନ ସ୍ପାଉନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବଢ଼ିଲା ଚିନ୍ତା…

ଜେନେଭା,୨୦।୧୦ : ବିଶ୍ୱ ନାମରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଫଳରେ କରୋନା ମାର୍ଗଦର୍ଶିକା ପୁଣି ଫେରିବା ଆରମ୍ଭ କରିଛି। ଏବେ ପୁଣି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇ ପଡ଼ିଛି। ଅପରପକ୍ଷରେ,…

ଭାରତ ପ୍ରଗତି-ପ୍ରକୃତିର ପାଲଟିଛି ଉତ୍କୃଷ୍ଟ ଉଦାହରଣ: ମୋଦି…

ଅହମଦାବାଦ,୨୦।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗୁରୁବାର ଗୁଜରାଟର କେଭାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ପ୍ରଧାନମନ୍ତ୍ରୀ ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ)…

ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…

ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର ପିରପୈନ୍ତିର…

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍‌ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।…

ବ୍ରିଟେନରେ ଦରଦାମ୍‌ ବୃଦ୍ଧି ଆକାଶ ଛୁଆଁ, ଦିନକୁ ଥରେ ଖାଇବାକୁ ବାଧ୍ୟ ହେଉଛନ୍ତି ଲୋକେ…

ଲଣ୍ଡନ,୨୦।୧୦ : ରୁଷିଆ-ୟୁକ୍ରେନ ଯୁଦ୍ଧ, ଜାରି ରହିଛି। ଏହା ଯୋଗୁ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି। ଏହାର ପ୍ରଭାବ ବ୍ରିଟେନରେ ସର୍ବାଧିକ ଅନୁଭୁତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁ ବ୍ରିଟେନର…

ଇଣ୍ଡୋନେସିଆରେ ଛୋଟପିଲାଙ୍କ ସମସ୍ତ ସିରପ୍‌ ଉପରେ ପ୍ରତିବନ୍ଧକ…

ଜାକର୍ତ୍ତା,୨୦।୧୦ : ଇଣ୍ଡୋନେସିଆ ସରକାର ଦେଶରେ ଉପଲବ୍ଧ ଥିବା ଛୋଟପିଲାଙ୍କ ସମସ୍ତ ସିରପ୍‌ ଏବଂ ସମସ୍ତ ତରଳ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ କିଛି ମାସ ମଧ୍ୟରେ ୯୯ ଶିଶୁଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମିଡିଆ…

ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍‌ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍‌ ମ୍ୟାଚ୍‌…

ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏବଂ ଟିମ ଇଣ୍ଡିଆକୁ ୧୦ ୱିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?