ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’
ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ରବିବାର ସ୍ପିକରଙ୍କୁ ସେମାନଙ୍କର ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନେ…
୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ମାଓବାଦୀ, ନାଚଗୀତରେ ଝୁମିଲେ
ମାଲକାନଗିରି,୨୬ା୯(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ ଏହି ଦିବସ ପାଳନ କରିଥାନ୍ତି। ଏହି ପ୍ରତିଷ୍ଠା ଦିବସରେ ଶହ ଶହ ମାଓବାଦୀଙ୍କ ସହିତ…
ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ
ଶ୍ରୀନଗର,୨୬।୯: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ‘ଡେମୋକ୍ରାଟିକ ଆଜାଦ ପାର୍ଟି’। ଜମ୍ମୁରେ ଏକ ଖବରଦାତା ସମ୍ମିଳନୀ କରି ସେ ଏହି ନାମ ଘୋଷଣା କରିଛନ୍ତି।…
ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…
ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୱିଟ…
କାଜିରଙ୍ଗାରେ ରାତିରେ ବୁଲିବା ନେଇ ବିବାଦ, ପ୍ରଶ୍ନ ଘେରରେ ମୁଖ୍ୟମନ୍ତ୍ରୀ-ସଦ୍ଗୁରୁ…
ଗୁଆହାଟୀ, ୨୬।୯ : ରାତିରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜିପ ଯାତ୍ରା ନେଇ ବିବାଦ ଉପୁଜିଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ସଦ୍ଗୁରୁ ପ୍ରଶ୍ନ ଘେରରେ ରହିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ କରି ସେମାନଙ୍କ ବିରୋଧରେ…
ତେଜସ୍ବୀଙ୍କ ଅଡୁଆ ବଢ଼ିଲା, …
ପାଟନା, ୨୬।୯ : ଆଇଆରସିଟିସି ହୋଟେଲ ସ୍କାମ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ତେଜସ୍ବୀ ଯାଦବ ଏବଂ ଅନ୍ୟ ୧୧ ଅଭିଯୁକ୍ତଙ୍କ ବିରୋଧରେ…
ଭାରତ ପହଞ୍ଚିଲେ ଆଫଗାନୀସ୍ତାନ ଶିଖ, ବଖାଣିଲେ ତାଲିବାନର ନିର୍ଯାତନା କାହାଣୀ…
ନୂଆଦିଲ୍ଲୀ, ୨୬।୯ : ଆଫଗାନିସ୍ତାନରେ ଅଟକି ରହିଥିବା ଏକ ଶିଖ ଦଳ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଶାସନ ଗ୍ରହଣ କରିବା ପରଠାରୁ ସେମାନେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ, ଏହା ହେଉଛି ଶେଷ ଶିଖ ଶରଣାର୍ଥୀ ଦଳ। ଏହି…
ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…
କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ କମାଣ୍ଡର କହିଛନ୍ତି ଯେ ତାଙ୍କ ଦେଶର ସୈନ୍ୟବାହିନୀରୁଷିଆ ଉପରେ ଆକ୍ରମଣକୁ ଆଫ୍ରିକା ଆକ୍ରମଣ ସହିତ…
ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତର ସମସ୍ତ ବାସିନ୍ଦା ହିନ୍ଦୁ: ଭାଗଓ୍ବତ…
ଶିଲଂ, ୨୬।୯ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ। ଭାରତର ସମସ୍ତ ବାସିନ୍ଦା ହିନ୍ଦୁ। ମେଘାଳୟର ଶିଲଂରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଏହା କହିଛନ୍ତି। ହିମାଳୟର ଦକ୍ଷିଣ, ଭାରତ ମହାସାଗରର ଉତ୍ତର…
ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ହେବ ନୂଆ ସଂସଦ ଭବନ, ରକ୍ଷଣାବେକ୍ଷଣ ପାଇଁ ଗଠନ ହୋଇଛି ୩ ସମିତି
ନୂଆଦିଲ୍ଲୀ,୨୬ ।୯: ସେଣ୍ଟ୍ରାଲ ଭିଷ୍ଟା ଭଳି ଆମର ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟ ହାଉସରେ କଳା ସଂସ୍କୃତିର ଅଦ୍ଭୁତ ଝଲକ ଦେଖିବାକୁ ମିଳିବ । ନୂଆ ସଂସଦ ଭବନର କାନ୍ଥରେ ବେଦ ପୁରାଣର ଶ୍ଳୋକ ଖୁବ ସୁନ୍ଦର ଓ କଳାତ୍ମକ…
ମଙ୍ଗଳବାର ଭୋର ୪ଟା ୪୪ରେ ଉଲ୍କା ପିଣ୍ଡ ଡିର୍ମୋଫୋସକୁ ଧକ୍କାଦେବ ଡାର୍ଟ…
ଓ୍ବାଶିଂଟନ, ୨୬।୯ : ଏବେ ଆଉ ପୃଥିବୀକୁ ଉଲ୍କା ପିଣ୍ଡ ଧକ୍କା ଦେବାର ଭୟ ରହିବ ନାହିଁ। ନାସାର ଡାର୍ଟ ମିଶନ ପୃଥିବୀ ପାଇଁ ପାଲଟିବ ସୁରକ୍ଷା କବଚ। ଏଭଳି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮…
ମୃତ୍ୟୁ ସଂଖ୍ୟା ୧୦ ତଳେ…
ନୂଆଦିଲ୍ଲୀ, ୨୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୪ ହଜାର ତଳେ ରହିଛି। କେରଳରେ ସତର୍କ…
Archives


