Home Middle

ମହାସଚିବ-ରାଜ୍ୟ ପ୍ରମୁଖଙ୍କ ବୈଠକ ଡାକିଲା କଂଗ୍ରେସ, ଦରଦାମ୍‌ ବୃଦ୍ଧି-ବେରୋଜଗାରି ବିରୋଧରେ ନୂଆ ରଣନୀତି ହେବ ପ୍ରସ୍ତୁତି…

ନୂଆଦିଲ୍ଲୀ, ୧୩।୮ : ଦେଶରେ ଦରଦାମ୍‌ ବୃଦ୍ଧି-ବେରାଜଗାରି ବିରୋଧରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ବଡ଼ ଧରଣର ରାଲି କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଦେଶବ୍ୟାପି ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ଗ୍ରହଣ କରିଛି।…

ହୀରାକୁଦରେ ୩୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ଅପରାହ୍ନରେ ହୀରାକୁଦ ଡ୍ୟାମ ଆଉ ଦୁଇଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୦ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଫଳରେ ସହରର ତଳିଆ ଅଞ୍ଚଳରେ ମହାନଦୀର ପଛୁଆ ପାଣି…

ଭାରତ-ପାକିସ୍ତାନ କରିବେ ମିଳିତ ସମରାଭ୍ୟାସ…

ନୂଆଦିଲ୍ଲୀ, ୧୩।୮ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ ମନ୍ତ୍ରଣାଳୟର ଖବର ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପାକିସ୍ତାନର ଏକ ଅଗ୍ରଣୀ…

ରବିବାର, ସୋମବାର ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ବଙ୍ଗୋପସାଗରରେ ଲଗାତର ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଲାଗିରହିଛି। ତେବେ ରବିବାର ଏବଂ ସୋମବାର ରାଜ୍ୟର କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ ଇନପୁଟ୍‌ ଆଧାରରେ ରାଜଧାନୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୩।୮ : ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ତେବେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ଲାଗି ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଗୁପ୍ତଚର ବିଭାଗ ପକ୍ଷରୁ ଇନପୁଟ ମିଳିଛି। ଅଗଷ୍ଟ…

୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀ ଆକ୍ରମଣ, ସିଆର୍‌ପିଏଫ ଦଳ ଉପରେ ଗୁଳିମାଡ଼…

ଶ୍ରୀନଗର, ୧୩।୮ : ଜମ୍ମୁ-କଶ୍ମୀରରେ ଗତ ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ଘଟିଛି। ଉତ୍ତର କଶ୍ମୀରର ବନ୍ଦିପୋରା ଜିଲାରେ ଆତଙ୍କବାଦୀଙ୍କ ଦ୍ୱାରା ବାହାର ରାଜ୍ୟର ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପୁଣି ଥରେ ପୋଲିସ ଉପରକୁ…

ଖାଇବାକୁ ରୁଟି-ନିଯୁକ୍ତି-ସ୍ବାଧୀନତା ଦାବି କରୁଥିବା ମହିଳାଙ୍କ ଉପରେ ତାଲିବାନର ଗୁଳିବର୍ଷା…

କାବୁଲ, ୧୩।୮ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାର ଗୋଟିଏ ବର୍ଷ ବିତିଲାଣି। ରାଜଧାନୀ କାବୁଲରେ ପ୍ରଥମ ମହିଳା ରାଲି କରାଯାଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିବାନ ଯୋଦ୍ଧାମାନେ ମାଡ ମାରିଛନ୍ତି। କ୍ଷମତାକୁ ଫେରିବାର ପ୍ରଥମ…

ବିପକ୍ଷଙ୍କ ମୋଦି ଫୋବିୟା, ପିଏମ୍‌ ପଦ ପାଇଁ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ, ନକଭିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୩।୮ : ବିହାରରେ ମହାମେଣ୍ଟ କ୍ଷମତାକୁ ଆସିବା ସହିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ବୋଲି କହୁଥିବା ବେଳେ କେହି କେହି ବିହାରର ମୁଖ୍ୟମନ୍ତ୍ରୀ…

ପୁଣି ସଙ୍କଟ ଘନେଇଲା…

ନୂଆଦିଲ୍ଲୀ, ୧୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

‘ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ବିଲ୍‌କୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଚଣ୍ଡିଗଡ଼,୧୩।୮: ପଞ୍ଜାବରେ ଦଶନ୍ଧି ଧରି ଏକରୁ ଅଧିକ ପେନ୍‌ସନ ପ୍ରଦାନ କରାଯାଉଥିବା ଆଇନ ଏବେ ଶେଷ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବରେ ମାନ ସରକାରଙ୍କ ପକ୍ଷରୁ ପାସ୍‌ ହୋଇଥିବା ବିଲ୍‌କୁ…

କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ

ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି…

ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri