ସରକାରୀ କର୍ମଚାରୀଙ୍କୁ ତ୍ରିରଙ୍ଗା କିଣି ଏହାର ଫଟୋ ଅପଲୋଡ୍ କରିବାକୁ ନିର୍ଦ୍ଦେଶ…
ଭୋପାଳ, ୧୪।୮ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଭାଜପାକାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ହେଉଛି। ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ନିଜ ଟଙ୍କା ସହିତ ତ୍ରିରଙ୍ଗା କିଣିବାକୁ ଏବଂ ଏହାର ଫଟୋ ଉଠାଇ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାର୍ଟି…
ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ମିଠା ଆଦାନ ପ୍ରଦାନ…
ନୂଆଦିଲ୍ଲୀ, ୧୪।୮ : ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୂୁଛନ୍ତି। ଏହା ସହିତ ଉଭୟ ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ କରୁଛନ୍ତି। ଏହି ଅବସରରେ ସୀମାରେ ଉଭୟ ପକ୍ଷ ସେନା ଅଧିକାରୀଙ୍କ ମଧ୍ୟରେ…
ଅସ୍ତିତ୍ୱରେ ରହିଛି ଏକତା, ଆମେ ଅହିଂସାର ଉପାସକ, ଦୁର୍ବଳତାର ନୁହେଁ, କହିଲେ ମୋହନ ଭାଗଓ୍ବତ…
ନାଗପୁର, ୧୪।୮ : ମହାରାଷ୍ଟ୍ରର ନାଗପୁରରେ ରବିବାର ଅନୁଷ୍ଠିତ ଉତିଷ୍ଠ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭଗଓ୍ବତ ଯୋଗ କହିଛନ୍ତି ଯେ ଭାରତର ଅସ୍ତିତ୍ୱରେ ଏକତା ଅଛି। ସେ କହିଛନ୍ତି ଯେ ଆମେ ଭିନ୍ନ ଭିନ୍ନ ଦେଖାଗଲେ…
ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…
ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର ମାଇକ୍ରୋ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶେଷ ହେବାରେ ଲାଗିଛି। ଏହି ମିତ୍ର ବ୍ୟାକ୍ଟେରିଆ ଜଳକୁ ବିଶୁଦ୍ଧ…
ବିଗ୍ ବୁଲ୍ ରାକେଶ ଝୁନ୍ଝୁନ୍ଓ୍ବାଲାଙ୍କ ପୂରଣ ହୋଇ ନ ଥିବା ସ୍ବପ୍ନ, ୩ ଜଣଙ୍କୁ ରାତ୍ରଭୋଜନ ପାଇଁ ଡାକିଥାନ୍ତେ…
ମୁମ୍ବାଇ, ୧୪।୮ : ଷ୍ଟକ୍ ମାର୍କେଟର ବିଗ୍ ବୁଲ୍ ରାକେଶ ଝୁନ୍ଝୁନ୍ଓ୍ବାଲାଙ୍କ ପରଲୋକ ଘଟିଛି। ଷ୍ଟକ ମାର୍କେଟ୍ରେ ଜଣେ ଆଗଧାଡ଼ିର ନିବେଶକ ଭାବେ ସେ ଜଣାଶୁଣା ଥିଲେ। ତେବେ ତାଙ୍କର ଏକ ପୂରଣ ହୋଇ ନଥିବା ସ୍ବପ୍ନ ରହି ଯାଇଛି। ସେ…
ନିବେଶକ ରାକେଶ ଝୁନ୍ଝୁନ୍ଓ୍ବାଲାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…
ମୁମ୍ବାଇ, ୧୪।୮ : ଷ୍ଟକ ମାର୍କେଟର ଭେଟେରାନ ରାକେଶ ଝୁନ୍ଝୁନ୍ଓ୍ବାଲାଙ୍କ ପରଲୋକ ଘଟିଛି। ସେ ରବିବାର ସକାଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ତାଙ୍କୁ କିଛି ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ…
ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…
ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍ ରଶ୍ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି। ରଶ୍ଡିଙ୍କ ସମର୍ଥନରେ ଏକ ଟୁଇଟ କରିବା ପରେ ସେ ଏହି ଧମକ ପାଇଛନ୍ତି। ରଶ୍ଡିଙ୍କ…
ସଂକ୍ରମଣରେ ସାମାନ୍ୟ ବ୍ରେକ୍…
ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ ପୋଲିସ ଶହୀଦ
ଶ୍ରୀନଗର,୧୪ ।୮: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ବିଳମ୍ବିତ ରାତିରେ ଆକ୍ରମଣ କରୁଛନ୍ତି । ଶନିବାର ରାତିରେ ଆତଙ୍କବାଦୀମାନେ କୁଲଗାମର କୈମୋହରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡିଛି । ଏହି ଘଟଣାପରେ ସେଠାରେ…
ଓଡ଼ିଶାର ୩ ସ୍ଥାନକୁ ରାମସର୍ ମାନ୍ୟତା
ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର (ଡି.ଏନ୍.ଏ.) ୧୪ ।୮: ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର…
ମହାକାଶରୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ମହାକାଶଚାରୀ
ନୂଆଦିଲ୍ଲୀ,୧୪ ।୮: ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’ । ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଉଛି । ହେଲେ ଏମିତି ଏକ ବାର୍ତ୍ତା ପୃଥିବୀ ଗ୍ରହ ବାହାରୁ ମହାକାଶରୁ…
ଛତିଶଗଡ଼ କହୁଛି ଗେଟ୍ ଖୋଲ: ବଢ଼ିଲା ମହାନଦୀରେ ବନ୍ୟା ଆଶଙ୍କା
ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୦ ଗେଟ୍ ଖୋଲାଯାଇଥିଲା। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟ ବନ୍ୟା ଆଶଙ୍କା କରି ଆହୁରି ଅଧିକ ଗେଟ୍ ଖୋଲିବା ପାଇଁ ଚାପ ପକାଉଥିବା ହୀରାକୁଦ…
Archives


