ଆସ୍ଥା ଭୋଟରେ ଜିତିଲେ ନୀତୀଶ କୁମାର
ପାଟନା,୨୪।୮: ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଠନ କରିଥିବା ନୀତୀଶ କୁମାର ବୁଧବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ୧୬୦ ନୀତୀଶ ସରକାରଙ୍କ ସପକ୍ଷରେ ଏବଂ ବିପକ୍ଷରେ ଶୂନ ଭୋଟ ଥିଲା।…
ରାହୁଲ ନିଜେ ଦେଇଥିଲେ ଇସ୍ତଫା, କେହି ତାଙ୍କୁ ଏନେଇ କହି ନଥିଲେ…
ନୂଆଦିଲ୍ଲୀ, ୨୪।୮ : କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ବୁଧବାର ପୁଣି ଥରେ କଂଗ୍ରେସରେ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଦଳରେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣାଯାଏ ତେବେ କଂଗ୍ରେସର ପୁନଉର୍ଦ୍ଧାର ହୋଇପାରିବ।…
ଇଶାନିନ୍ଦା ଆଇନ ପାଲଟିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାରର ମାଧ୍ୟମ, ୨୦୨୧ରେ ୫୮୫ ଗିରଫ…
ଇସଲାମାବାଦ, ୨୪।୮ : ପାକିସ୍ତାନରେ ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇଶା ନିନ୍ଦା ଆଇନ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାରର ସବୁଠାରୁ ବଡ…
ପଞ୍ଜାବରେ ଗ୍ୟାଙ୍ଗ୍ ଓ୍ବାର ଆଶଙ୍କା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି..
ଚଣ୍ଡିଗଡ଼, ୨୪।୮ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଜଗୁ ଭଗବାନପୁରିଆ ସେମାନଙ୍କ କୋର୍ଟରେ ହାଜର ହେବା ସମୟରେ ଆକ୍ରମଣ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର…
ନିର୍ବାଚନରେ ଉପହାର ମାମଲା: ସରକାର କାହିଁକି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି ପ୍ରଶ୍ନ କଲେ ସିଜେଆଇ…
ନୂଆଦିଲ୍ଲୀ, ୨୪।୮ : ର୍ନିବାଚନ ସମୟରେ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ଏବଂ ଲୋଭାଣିଆ ପ୍ରତିଶ୍ରୁତି ନେଇ ଶୁଣାଣି ସୁପ୍ରିମକୋର୍ଟରେ ବୁଧବାର ହୋଇଛି। ଏନେଇ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା କହିଛନ୍ତି ଯେ କେନ୍ଦ୍ର ସରକାର…
ମୋବାଇଲ ଆପ୍ ଦ୍ୱାରା ଦେଶରେ ବୃଦ୍ଧି ପାଉଛି ଆତଙ୍କବାଦ ନେଟଓ୍ବାର୍କ, ଏନ୍ଆଇଏ ରିପୋର୍ଟ…
ନୂଆଦିଲ୍ଲୀ, ୨୪।୮ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଏନଆଇଏ ଅନୁଯାୟୀ ଆତଙ୍କବାଦୀମାନେ ଦେଶରେ ଏକ ନୂତନ ହାଇ-ଟେକ ନେଟୱାର୍କ ସ୍ଥାପନ କରିଛନ୍ତି। ଏହା ମାଧ୍ୟମରେ ଉଭୟ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏବଂ…
୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…
ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଏଏପିର ଏମ୍ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା…
ନୂଆ ସରକାର ଗଠନ ନେଇ ଭାଜପା ଭୟଭୀତ ହୋଇ କରୁଛି ସିବିଆଇ ଚଢ଼ାଉ, ରାବ୍ରୀଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ, ୨୪।୮ : ବିହାରରେ ମହାମେଣ୍ଟ ସରକାର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆରଜେଡି ନେତାମାନଙ୍କ ଉପରେ ସିବିଆଇ ଦ୍ୱାରା ଚଢ଼ାଉ ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ଆରଜେଡି କ୍ରୋଧିତ ହେବାରେ ଲାଗିଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଦେଶ…
ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..
ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ ବହୁ ବାଦ ବିବାଦ ପରେ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା…
ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…
ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ସେ ପ୍ରତ୍ୟେକ ଯୁବବର୍ଗଙ୍କ ପାଇଁ…
୭ ରାଜ୍ୟର ପଞ୍ଚାୟତ ବିକାଶ ପାଇଁ ୧୨୧୩ କୋଟି ମଞ୍ଜୁରୀ, ଓଡ଼ିଶାକୁ ୮୮.୭୩ କୋଟି…
ନୂଆଦିଲ୍ଲୀ, ୨୪।୮ : ଆସନ୍ତା ଚାରି ବର୍ଷ ମଧ୍ୟରେ ସାରା ଦେଶରେ ପଞ୍ଚାୟତର ବିକାଶ ପାଇଁ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଅନ୍ତର୍ଗତ କେନ୍ଦ୍ର ସରକାର ଏହା ସହ ଜଡିତ ଏକ ପ୍ରସ୍ତାବକୁ…
ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨, ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୨୪।୮ : ଅଗଷ୍ଟ ୨୫ ରେ ରାତି ୮ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ ର ଫାଇନାଲିଷ୍ଟମାନଙ୍କୁ ସମ୍ବୋଧିତ କରିବେ। ହାକାଥନରେ, ଛାତ୍ରରଛାତ୍ରମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର…
Archives


