Home Middle

କର୍ତ୍ତବ୍ୟ ପଥକୁ ଏନଡିଏମସି ମଞ୍ଜୁରୀ…

ନୂଆଦିଲ୍ଲୀ, ୭।୯ : ଏବେ ଦିଲ୍ଲୀର ବାସିନ୍ଦାଙ୍କ ପାଇଁ ଆଉ ଏକ ନୂଆ ଉପହାର ଆସିଛି। ଏବେ ରାଷ୍ଟ୍ରପତି ଭବନରୁ ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ରାସ୍ତା କର୍ତ୍ତବ୍ୟ ପଥ ଭାବରେ ପରିଚିତ ହେବ। ବୁଧବାର ଅନୁଷ୍ଠିତ ଏନଡିଏମସିର…

ରାହୁଲଙ୍କ କଷ୍ଟକର ଯାତ୍ରା, ୧୫୦ ଦିନ ପର୍ଯ୍ୟନ୍ତ କଣ୍ଟେନରରେ ଶୋଇବେ-ଟେଣ୍ଟ୍‌ରେ ଖାଇବେ…

ନୂଆଦିଲ୍ଲୀ, ୭।୯ : ତାମିଲନାଡୁର କାନିକୁମାରୀରୁ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ୧୫୦ ଦିନିଆ ଯାତ୍ରା ରାହୁଲଙ୍କ ପାଇଁ ବେଶ୍‌ କଷ୍ଟକର ହେବ। ଏହି ସମୟ ମଧ୍ୟରେ ରାହୁଲ ୧୨ ଟି…

୧୯୮୧ ବୋଇଙ୍ଗ୍‌ ୭୩୭ ବିମାନ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ, ୭।୯ : ଇଣ୍ଡିଆ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ୧୯୮୧ରେ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଆତଙ୍କବାଦୀ ଜଣଙ୍କ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ପାକିସ୍ତାନରେ ରହିଥିବାର ପ୍ରମାଣ ଦେଇଛନ୍ତି।…

ଦିଲ୍ଲୀରେ ଚାଲିବ କାହାର ନିର୍ଦ୍ଦେଶ, ସେପ୍ଟେମ୍ବର ୨୭କୁ ଅପେକ୍ଷା…

ନୂଆଦିଲ୍ଲୀ, ୭।୯ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ବର୍ତ୍ତମାନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ବିଧାନସଭା ତଥା କାର୍ଯ୍ୟନିର୍ବାହୀ କ୍ଷମତା ପରିସରଭୁକ୍ତ ଆଇନଗତ ପ୍ରସଙ୍ଗରେ କାଗଜବିହୀନ(ପେପରଲେସ୍‌) ଶୁଣାଣି କରିବେ। ସେପ୍ଟେମ୍ବର ୨୭ରେ ପ୍ରଥମ ଥର…

ଶିବସେନା କାହାର, ସେପ୍ଟେମ୍ବର ୨୭ରେ ବିଚାର…

ନୂଆଦିଲ୍ଲୀ, ୭।୯ : ଜୁନ ମାସରେ ମହାରାଷ୍ଟ୍ରରେ କ୍ଷମତା ଦଖଲ ପରେ ଶିବସେନା କାହାର ସେନେଇ ସଂଗ୍ରାମ ଜାରି ରହିଛି। ଏହି ମାମଲା ନିର୍ବାଚନ ଆୟୋଗଙ୍କ ଅଧୀନରେ ରହିଛି। କିନ୍ତୁ ପ୍ରକୃତ ଶିବସେନାର ପ୍ରଶ୍ନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେପ୍ଟେମ୍ବର ୨୭ରେ ଏହା…

ପାକିସ୍ତାନର ପରାଜୟ ଉପରେ ନିର୍ଭର କରୁଛି ଟିମ୍‌ ଇଣ୍ଡିଆର ଭାଗ୍ୟ…

ଦୁବାଇ/ସାରଜା, ୭।୯ : ଏସିଆ କପ ଟି-୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୬ ୱିକେଟରେ ପରାଜୟ ସ୍ବୀକାର କରିଛି। ସୁପର ଫୋର୍‌ ରାଉଣ୍ଡରେ ଏହି ପରାଜୟ ସହ ଭାରତ ଏସିଆ କପରୁ ବାହାର ହେବାକୁ ଯାଉଛି। ଶ୍ରୀଲଙ୍କା ପୂର୍ବରୁ…

ରାଜଧାନୀରେ ଏବର୍ଷ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ…

ନୂଆଦିଲ୍ଲୀ, ୭।୯ : ଏଥର ମଧ୍ୟ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ ରହିବ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ସମସ୍ତ ପ୍ରକାର ବାଣ…

ପାଟନା ମେଡିକାଲ କଲେଜକୁ ତେଜସ୍ବୀଙ୍କ ରାତିଅଧିଆ ଗସ୍ତ…

ନୂଆଦିଲ୍ଲୀ, ୭।୯ : ମଙ୍ଗଳବାର ବିଳମ୍ବିତ ରାତିରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ୱାର୍ଡରେ ଖରାପ ବ୍ୟବସ୍ଥା ଦେଖିବା ପରେ ସେ ବହୁତ ରାଗି ଯାଇଥିଲେ। ସେ ଡାକ୍ତରମାନଙ୍କୁ ତୀବ୍ର ନିନ୍ଦା…

ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଆୟକର ଚଢ଼ାଉ…

ନୂଆଦିଲ୍ଲୀ, ୭।୯ : ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଟିକସ ଛାଡ ମାମଲାରେ ଆୟକର ବିଭାଗ ବିଭିନ୍ନ ରାଜ୍ୟରେ ଚଢ଼ାଉ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ବୁଧବାର ପଞ୍ଜୀକୃତ ହୋଇଥିବା ମାତ୍ର ମାନ୍ୟତା ମିଳି ନଥିବା ରାଜନୈତିକ ଦଳ ତଥା…

ବୋମ୍ମାଇ କ୍ଷମତା ଛାଡନ୍ତୁ, ବନ୍ୟା ସମସ୍ୟାର ସମାଧାନ ଆମେ କରିବୁ: କଂଗ୍ରେସ…

ବେଙ୍ଗାଲୁରୁ, ୭।୯ : ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁରେ ଆସିଥିବା ବନ୍ୟାକୁ ନେଇ ଶାସକ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସିଲିକନ ସିଟି ବେଙ୍ଗାଲୁରରେ ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ପୂର୍ବ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ।…

କଂଗ୍ରେସ ପାକିସ୍ତାନରୁ ଆରମ୍ଭ କରୁ ଭାରତ ଯୋଡ ଯାତ୍ରା, ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୭।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ…

ସକ୍ରିୟ ମାମଲା ୫୧ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୧ ହଜାର ତଳେ ରହିଛି। କେରଳରେ ସତର୍କ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri