ଫେସବୁକ ଲାଇଭରେ ଆଖିବୁଜା ଗୁଳିମାଡ଼…
ଓ୍ବାଶିଂଟନ, ୮।୯ : ଆମେରିକାର ଟେନେସି ପ୍ରଦେଶର ମେମ୍ଫିସ ସହରରେ ଜଣେ ୧୯ ବର୍ଷର ବାଳକ ଫେସବୁକ ଲାଇଭରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମେମ୍ଫିସ ପୋଲିସ…
ନିଟ୍ ରେଜଲ୍ଟ ପ୍ରକାଶ: ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ
ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୯(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏନ୍ଇଇଟି(ୟୁଜି)-୨୦୨୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଦେଶରେ ମୋଟ ୧୭,୬୪,୫୭୧ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୯୩,୦୬୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୬୩,୯୦୨ଜଣ ଛାତ୍ରୀ ଥିବାବେଳେ…
ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି…
ଡେରାଡୁନ୍, ୮।୯ : ଉତ୍ତରାଖଣ୍ଡର ଚମ୍ପାୱତ ଜିଲାରେ ଏକ ଦୁର୍ଘଟଣା ଘଟିଛି। ୧୨ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଖାଲରେ ପଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଟିମ୍…
୧୫୦ ଦିନିଆ ଭାରତ ଯୋଡ଼ ପଦଯାତ୍ରାରେ ୧୧୯ ଭାରତ ଯାତ୍ରୀ…
ନୂଆଦିଲ୍ଲୀ, ୮।୯ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ ନେତା ଗୁରୁବାର ସକାଳେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଦଳ ଏହି ଯାତ୍ରାକୁ ଏକ ଜନସମ୍ପର୍କ ଅଭିଯାନ ଭାବରେ ବର୍ଣ୍ଣନା କରୁଛି ଏବଂ ସଂଗଠନକୁ…
ଶାହାଙ୍କ ସୁରକ୍ଷାରେ ଅବହେଳା, ଏମ୍ପିଙ୍କ ପିଏ କହି ସୁରକ୍ଷା ଘେରରେ ପ୍ରବେଶ…
ନୂଆଦିଲ୍ଲୀ, ୮।୯ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷାରେ ଅବହେଳା ମାମଲା ସାମ୍ନାକୁ ଆସିଛି। ମୁମ୍ବାଇରେ ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ତାଙ୍କ ଚାରିପାଖରେ ବୁଲୁଥିଲେ। ସୋମବାର ଶାହାଙ୍କ ଗସ୍ତ ସମୟରେ ସେ ନିଜକୁ ଆନ୍ଧ୍ରପ୍ରଦେଶର…
୫୧ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୧ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ ସୂଚନା…
ଜାତିସଂଘରେ ଆତଙ୍କବାଦ ପୀଡିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…
ଜେନେଭା, ୮।୯ : ପ୍ରଥମ ଜାତିସଂଘ ଗ୍ଲୋବାଲ କଂଗ୍ରେସ ସେପ୍ଟେମ୍ବର ୮ ଏବଂ ୯ ରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୬/୧୧ ମୁମ୍ବାଇ ଆକ୍ରମଣ ସମେତ ସାରା ବିଶ୍ୱରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…
ଆମେରିକାର ଫାଇଟର ଜେଟ୍ ଏଫ୍-୩୫ରେ ଚାଇନା ପାର୍ଟସ୍ …
ଓ୍ବାଶିଂଟନ, ୮।୯ : ଆମେରିକାର ଆଧୁନିକ ଯୁଦ୍ଧ ବିମାନର ନିର୍ମାତା ଲକହିଡ ମାର୍ଟିନଙ୍କ ସମସ୍ୟା ବୃଦ୍ଧି ପାଇଛି। ବାସ୍ତବରେ, ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ-ପେଣ୍ଟାଗନ କମ୍ପାନୀକୁ ନୂତନ ଏଫ୍-୩୫ ଫାଇଟର ଜେଟ ଡେଲିଭରି କରିବାକୁ ବାରଣ କରିଛି। କୁହାଯାଇଛି ଯେ ଏହାର ଇଞ୍ଜିନରେ…
ତିବ୍ବତରେ ୫ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଡିଏନ୍ଏ ନମୁନା ସଂଗ୍ରହ କରୁଛି ଚାଇନା…
ଲେହ,୮।୯ : ତିବ୍ଦତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଡିଏନ୍ଏ ସଂଗ୍ରହ ପାଇଁ ଚାଇନା ଉଦ୍ୟମ ଜାରି ରଖିଛି। ଏହି ଅନ୍ତର୍ଗତ ଚାଇନା ପକ୍ଷରୁ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ରକ୍ତ ନମୁନା ନିଆଯାଉଛି। ମାନବାଧିକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ…
ଘୃଣା, ବିଭାଜନ ବାପାଙ୍କ ଜୀବନ ନେଇଛି
ନୂଆଦିଲ୍ଲୀ,୮ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସ୍ବର୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।…
ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ
ଜେନେଭା, ୮।୯: ଗାଜା ଷ୍ଟ୍ରିପ୍ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ ଆସିଛି। ଜାତିସଂଘ ପକ୍ଷରୁ ସେମାନଙ୍କୁ ଟାବ୍ଲେଟ ବଣ୍ଟନ କରାଯାଇଛି। ଗାଜା ଜନସଂଖ୍ୟା ୨.୩ ନିୟୁତ…
କୋବିନ୍ଦଙ୍କୁ ଜେଡ୍ ପ୍ଲସ ସୁରକ୍ଷା
ନୂଆଦିଲ୍ଲୀ,୮ା୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍ ପ୍ଲସ୍ କାଟାଗୋରି ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଛି। ଗତ ୫ ତାରିଖରୁ ତାଙ୍କ ସେବାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ଭିଆଇପି ସିକ୍ୟୁରିଟି କମାଣ୍ଡୋ ୟୁନିଟ୍ ନିୟୋଜିତ…
Archives


