କେନ୍ଦ୍ରୀୟ ସିଟ୍ ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବ ରାଉରକେଲା ଏନ୍ଆଇଟି :ଏନ୍ଆଇଟି, ଆଇଆଇଆଇଟିରେ ୟୁଜି ନାମଲେଖା
ନୂଆଦିଲ୍ଲୀ,୧୨।୯(ପି.ଟି.): ଚଳିତ ବର୍ଷ ଦେଶର ବିଭିନ୍ନ ଏନ୍ଆଇଟି, ଆଇଆଇଇଏସ୍ଟି, ଆଇଆଇଆଇଟି ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚରରେ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରାଉରକେଲାର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) କେନ୍ଦ୍ରୀୟ ସିଟ୍ ଆବଣ୍ଟନ ପ୍ରକ୍ରିୟାର ପରିଚାଳନା…
ଦିବ୍ୟାଂଶୁ ମଲୁ ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୧୨।୯(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଜେଇଇ ଆଡ୍ଭାନ୍ସଡ୍ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ପକ୍ଷରୁ ପରୀକ୍ଷା ଫଳ ଘୋଷଣା କରାଯିବା ସହ jeeadv.ac.in ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ କରାଯାଇଛି। ଆଇଆଇଟି ବମ୍ବେ ଜୋନ୍ର ଆର୍. କେ.…
ଯୁଦ୍ଧଜାହାଜ ତାରାଗିରିର ଜଳାବତରଣ
ମୁମ୍ବାଇ,୧୨।୯ : ମାଜାଗାଁଓ ଡକ୍ ଶିପ୍ବିଲ୍ଡର୍ସ ଲିମିଟେଡ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୀଳଗିରି ଶ୍ରେଣୀର ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ରବିବାର ସକାଳେ ମୁମ୍ବାଇରେ ଜଳାବତରଣ କରିଛି। ପ୍ରୋଜେକ୍ଟ ୧୭ଏର ଏହା ତୃତୀୟ ଷ୍ଟିଲ୍ଥ ଯୁଦ୍ଧଜାହାଜ ଯେଉଁଥିରେ କ୍ଷେପଣାସ୍ତ୍ର ମୁତୟନ କରାଯିବ।…
ଆଜି ୨୦୦ ପିଆଇଏଲ୍ ଶୁଣାଣି
ନୂଆଦିଲ୍ଲୀ,୧୨ା୯: ସୁପ୍ରିମକୋର୍ଟରେ ସୋମବାର ୨୦୦ରୁ ଊର୍ଦ୍ଧ୍ୱ ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରାଯିବ। ଏହା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା ହେଉଛି ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଇଣ୍ଡିଆନ୍ ୟୁନିୟନ୍ ଅଫ୍ ମୁସଲିମ୍ ଲିଗ୍ (ଏଆଇୟୁଏମ୍ଏଲ୍)…
ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ
କିଭ୍/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଦଖଲ କରିବେ ବୋଲି ସେତେବେଳେ ବାହୁସ୍ଫୋଟ ମାରିଥିଲେ। ହେଲେ ୟୁକ୍ରେନ୍ରେ ମସ୍କୋର…
ଏସିଆ କପ୍ ଟାଇଟଲ ହାତେଇଲା ଶ୍ରୀଲଙ୍କା
ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ…
ଏସିଆ କପ ଫାଇନାଲ୍: ଟସ୍ ଜିତିଲା ପାକିସ୍ତାନ
ଦୁବାଇ,୧୧।୯:ଏସିଆ କପ ଟି-୨୦ ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟାଇଟଲ ମ୍ୟାଚରେ ପାଞ୍ଚ ଥର ଚାମ୍ପିୟନ ଶ୍ରୀଲଙ୍କା ଏବଂ ଦୁଇଥର ଚାମ୍ପିୟନ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ
ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ରବିବାର…
ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦ୍ଧବ-ଶିନ୍ଦେ ସମର୍ଥକ ମୁହାଁମୁହିଁ, ୩୬ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ…
ମୁମ୍ବାଇ, ୧୧।୯ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଉଭୟ ଦଳର କର୍ମୀମାନେ ପୁଣି ଥରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ…
ସି ଭୋଟର ସର୍ଭେ ରିପୋର୍ଟ ନେଇ ମୋଦିଙ୍କ ହୋସ୍ ଉଡ଼ିଯାଇଛି, ଏଏପି ବିଧାୟକ ଆତିଶିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ, ୧୧।୯ : ଏବିପି ନ୍ୟୁଜ-ସି ଭୋଟର ସର୍ଭେରେ ଲୋକସଭା ନିର୍ବାଚନ ୨୦୨୪ ସମ୍ବନ୍ଧରେ ଶନିବାର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ସର୍ଭେରେ ଏକ ପ୍ରଶ୍ନ ପଚରାଯାଇଥିଲା କି ୨୦୨୪ ମସିହାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୧୦ ଦିନ ମଧ୍ୟରେ ହେବ ନୂଆ ରାଜନୈତିକ ଦଳର ଘୋଷଣା, କହିଲେ ଗୁଲାମ ନବୀ…
ଶ୍ରୀନଗର, ୧୧।୯ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁ-କଶ୍ମୀରର ବାରମୁଳାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସେ ଏକ ନୂଆ ରାଜନୈତିକ ଦଳର…
ଗୋଟିଏ ମଞ୍ଚରେ ସିଜେଆଇ ଲଳିତ-ଶିନ୍ଦେ, ବିରୋଧୀ ଦଳଙ୍କ ଅଭିଯୋଗ ଗଣତନ୍ତ୍ର ସଙ୍କଟରେ…
ମୁମ୍ବାଇ, ୧୧।୯ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(ସିଜେଆଇ) ୟୁୟୁ ଲଲିତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକାଠି ଗୋଟିଏ ମଞ୍ଚରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିରୋଧୀ ଦଳଙ୍କ ପକ୍ଷରୁ ନିନ୍ଦା କରାଯାଇଛି। ଏହାକୁ ନେଇ ମହା ବିକାଶ ଆଘାଡିଙ୍କ ସହଯୋଗୀମାନେ…
Archives


