Home Middle

୨୪ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, କେନ୍ଦ୍ରକୁ ଚିଠି ଲେଖିଲେ ଷ୍ଟାଲିନ…

ଚେନ୍ନାଇ,୨୯।୧୧ : ଶ୍ରୀଲଙ୍କା ନୌସେନା ୨୪ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ସେମାନେ ବ୍ୟବହାର କରୁଥିବା ପାଞ୍ଚଟି ଡଙ୍ଗାକୁ ଜବତ କରିଛି। ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଉତ୍ତର ଜାଫନା ଉପଦ୍ୱୀପରେ କରେନଗର ଉପକୂଳରେ…

ଆଇଏସଆଇର ପୂର୍ବତନ ମୁଖ୍ୟ ନେଲେ ସ୍ବେଚ୍ଛାକୃତ ଅବସର, ସେନାମୁଖ୍ୟ ନିଯୁକ୍ତି ନେଇ ଅସନ୍ତୁଷ୍ଟ…

ଇସଲାମାବାଦ,୨୯।୧୧ : ଆଇଏସଆଇର ପୂର୍ବତନ ମୁଖ୍ୟ ତଥା ପାକିସ୍ତାନର ଜଣେ ବରିଷ୍ଠ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ ମଙ୍ଗଳବାର ତାଙ୍କ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଶୀଘ୍ର ଅବସର ନେବେ। ହମିଦଙ୍କ ଏହି…

କରୋନା ଟିକା ମୃତ୍ୟୁ ପାଇଁ ସରକାର ଦାୟୀ ନୁହନ୍ତି : ସୁପ୍ରିମ୍‌କୋର୍ଟରେ ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨୯।୧୧ : କରୋନା ଟିକା ମୃତ୍ୟୁର ଦାୟିତ୍ୱ ସରକାର ନେବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଟିକାନେଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପ୍ରତି ସରକାରଙ୍କ ସମବେଦନା ରହିଛି। କିନ୍ତୁ ଟିକା ନେବାପରେ…

ହାଇକୋର୍ଟ ବିଚାରପତି ନିଯୁକ୍ତିର ୨୦ ଫାଇଲ ଫେରାଇଲେ ସରକାର, ପୁନର୍ବିଚାର ପାଇଁ କହିଲେ…

ନୂଆଦିଲ୍ଲୀ,୨୯।୧୧ : କଲେଜିୟମ ପ୍ରସଙ୍ଗରେ ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ବିବାଦ ଜାରି ରହିଛି। ସେପଟେ ସୁପ୍ରିମକୋର୍ଟ କଲେଜିୟମରୁ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ସହ ଜଡିତ ୨୦ ଟି ଫାଇଲ ସରକାର ଫେରସ୍ତ କରିଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହା…

ଏପଲ ତା’ର ଆପ ଷ୍ଟୋରରୁ ‘ଟୁଇଟର’କୁ ହଟାଇବାକୁ ଦେଲା ଧମକ, ଏଲନ ମସ୍କଙ୍କ ବଡ ଅଭିଯୋଗ

କାଲିଫର୍ନିଆ,୨୯ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟରକୁ କିଣି ନେଲେଣି ସେବେଠାରୁ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ବିବାଦ ସାମ୍ନାକୁ ଆସୁଛି । ଏବେ ଯେଉଁ ମାମଲା…

ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର

ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା ଲାଗିଛି। ଏଭଳି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର କ୍ଷୋଭ ପ୍ରକାଶ କରିବା ସହ…

ବ୍ରିଟେନ ଭାରତ ସହ ନୂଆ ଏଫଟିଏ ଆଣିବାକୁ ପ୍ରତିବଦ୍ଧ: ସୁନକ

ଲଣ୍ଡନ,୨୯ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ଋଷି ସୁନକ ଭାରତ ସହ ମୁକ୍ତ ବ୍ୟାପାରା ଚୁକ୍ତିନାମା(ଏଫଟିଏ) ପାଇଁ ବ୍ରିଟେନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ କହିଛନ୍ତି ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ସହ ସମ୍ପର୍କକୁ ବୃଦ୍ଧି କରିବାକୁ ଆମେ ସମ୍ପୂର୍ଣ୍ଣ ଭାବେ…

୪୪ ଦିନ ପରେ ସରକାରୀ ଘର ଖାଲି କଲେ ମେହେବୁବା

ଶ୍ରୀନଗର,୨୯ ।୧୧: ସରକାରୀ ନୋଟିସର ୪୪ ଦିନ ପରେ ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଶ୍ରୀନଗରର ପଁଶ ଅଞ୍ଚଳରେ ଗୁପକାରରେ ଥିବା ତାଙ୍କର ସରକାରୀ ଘର ଫେୟାର ଭ୍ୟୁକୁ ସୋମବାର ଖାଲି କରିଛନ୍ତି । ଏହାପରେ…

ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୮।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌ ବୁଷ୍ଟରକୁ ସୀମିତ ବ୍ୟବହାର ନିମନ୍ତେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)…

ଉପନିର୍ବାଚନ ପୂର୍ବରୁ ଜିଏସ୍‌ଟି ଚଢ଼ାଉ

ବରଗଡ଼ ଅଫିସ୍‌/ପଦ୍ମପୁର/ପାଇକମାଲ/ଝାରବନ୍ଧ,୨୮।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖ ଭୋଟ୍‌ ଗ୍ରହଣ ହେବ । ତେବେ ଭୋଟ୍‌ ଗ୍ରହଣର ଅବ୍ୟବହିତ ପୂର୍ବରୁ ସୋମବାର ଆୟକର ବିଭାଗର କେନ୍ଦ୍ରୀୟ ଟିମ୍‌ ପଦ୍ମପୁରରେ ୩ ବିଜେଡ଼ି କର୍ମୀଙ୍କ ଘରେ ଅତର୍କିତ…

ଅଧିକାରୀଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି, ଇଡ଼ି-ଆଇଟି ବିରୋଧରେ ଅଭିଯୋଗ ଆଣିଲେ ବଘେଲ…

ରାୟପୁର,୨୮।୧୧ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗର କାର୍ଯ୍ୟକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଏହା ସହିତ ସେ ଇଡି ଏବଂ ଆଇଟି ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଟକ…

କରଦାତାଙ୍କ ଉପରେ ଇଲେକ୍ଟୋରାଲ ବଣ୍ଡ ବୋଝ, କମିଶନରେ ଖର୍ଚ୍ଚ ୯.୫୩ କୋଟି…

ନୂଆଦିଲ୍ଲୀ,୨୮।୧୧ : ରାଜନୈତିକ ଦଳମାନଙ୍କୁ ଦାନ ଦେବା ପାଇଁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡର ବୋଝ ଏବେ କରଦାତାମାନଙ୍କ ଉପରେ ପଡୁଛି। ଏହି ବଣ୍ଡ ଛାପିବା ପାଇଁ ଟିକସଦାତାଙ୍କ ଟଙ୍କାରୁ କେନ୍ଦ୍ର ସରକାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କୁ କମିଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?