୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…
କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସାମୁଦ୍ରିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ। ଆଡମିରାଲ…
ଜାତିଗତ ଜନଗଣନା ପାଇଁ ୩ ରାଜ୍ୟ ସରକାର କରିଛନ୍ତି ଅନୁରୋଧ : ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…
ନୂଆଦିଲ୍ଲୀ,୧୩।୧୨ : ଜାତିଗତ ଭୋଟ ଗଣନାକୁ ନେଇ ଅନେକ ରାଜନୈତିକ ଦଳ ପ୍ରାୟତଃ କେନ୍ଦ୍ର ସରକାରଙ୍କୁ ଘେରି ରହିଥାନ୍ତି। ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଠାରୁ ବିହାରର ଲାଲୁ ଯାଦବ ପର୍ଯ୍ୟନ୍ତ ଏହା ଦାବି କରିଛନ୍ତି। ଏଥି ସହିତ ସଂସଦର…
ଭାରତର ଆକାଶ ସୀମାରେ ଅନୁପ୍ରବେଶ ଜାରି ରଖିଛି ଚାଇନା ବିମାନ…
ନୂଆଦିଲ୍ଲୀ,୧୩।୧୨ : ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପୁଣିଥରେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି। ତେବେ କୁହାଯାଉଛି ଯେ ଚାଇନ ଲଗାତାର ଦୀର୍ଘ ଦିନ ଧରି…
ଅପରାଧ ଆଉ ରାଜନୀତି ମଧ୍ୟରେ ବଢୁଛି ବନ୍ଧୁତା
ନୂଆଦିଲ୍ଲୀ,୧୩ ।୧୨: ରାଜନୀତିରେ ଏବେ ଅପରାଧି ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୯୮୦ ଦଶକରୁ ରାଜନୀତିରେ ଅପରାଧିଙ୍କ ଏଣ୍ଟ୍ରି ପରଠାରୁ ଧିରେ ଧିରେ ଏହା ବ୍ୟାପକ ରୂପ ନେଲାଣି । ଅପରାଧିଙ୍କୁ ରାଜନୀତି କରିବାକୁ ରୋକିବା ଲାଗି ବହୁ ନିୟମ…
ବିଲକିସ ବାନୋ ମାମଲାରୁ ନିଜକୁ ଅଲଗା କଲେ ବିଚାରପତି ବେଲା ତ୍ରିବେଦୀ…
ନୂଆଦିଲ୍ଲୀ,୧୩।୧୨ : ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ନିଜକୁ ଏହି ମାମଲାରୁ ଅଲଗା…
ଇରାନରେ ମାନବାଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେରିକାର କଟକଣା…
ଓ୍ବାଶିଂଟନ,୧୩।୧୨ : ଯେଉଁମାନେ ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ଦମନ କରୁଛନ୍ତି ସେମାନଙ୍କ ବିରୋଧରେ ଆମେରିକା କଟକଣା ଘୋଷଣା କରିଛି। ଇରାନରେ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଥିବା ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭନ କହିଛନ୍ତି…
ଚାଇନା ଦ୍ୱାରା ପ୍ରଭାବିତ ୮୨ ଦେଶ ମଧ୍ୟରେ ପାକିସ୍ତାନ ପ୍ରଥମ ସ୍ଥାନରେ-ଦ୍ୱିତୀୟରେ ସିଙ୍ଗାପୁର…
ଇସଲାମାବାଦ/ତାଇପେ ସିଟି,୧୩।୧୨ : ଚାଇନାର ବଢୁଥିବା ପ୍ରଭାବ ଉପରେ ନଜର ରଖୁଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀର ୮୨ ଦେଶ ଉପରେ ଚାଇନା ନିଜର ପ୍ରଭାବ ବିସ୍ତାର କରିଛି। ଏହି ତାଲିକାର ଶୀର୍ଷରେ ପାକିସ୍ତାନ ରହିଛି। ପାକିସ୍ତାନ ଚାଇନା ଦ୍ୱାରା…
ନିଜ ସୈନ୍ୟଙ୍କୁ ଜେଲରେ ବନ୍ଦ କରୁଛି ରୁଷିଆ…
ମସ୍କୋ,୧୩।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଛି। ଏବେ ଏକ ମିଡିଆ ରିପୋର୍ଟରେ ରୁଷିଆ କାର୍ଯ୍ୟ ନେଇ ଏକ ଗୁପ୍ତ ତଥ୍ୟର ପର୍ଦ୍ଦଫାଶ୍ ହୋଇଛି। ଖବର ଅନୁଯାୟୀ, ୟୁକ୍ରେନରେ ଯୁଦ୍ଧ କରିବାକୁ ମନା କରିବାରୁ ରୁଷିଆ ନିଜର…
ତଓ୍ବାଙ୍ଗ ସଂଘର୍ଷକୁ ନେଇ ସଂସଦରେ ଉତ୍ତର ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ମଙ୍ଗଳବାର ସଂସଦର ଉଭୟ ଗୃହରେ ହଟ୍ଟଗୋଳ ଜାରି ରହିଛି। ଇତିମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକ ସଭାରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ…
ତଓ୍ବାଙ୍ଗ ସଂଘର୍ଷକୁ ନେଇ ଗୃହରେ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀ ମୋଦି ଡକାଇଲେ କ୍ୟାବିନେଟ ବୈଠକ
ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଗତ ଡିସେମ୍ବର ୯ତାରିଖ ରାତିରେ ଭାରତ ଓ ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ସଂସଦର ୨ଗୃହରେ ହଟ୍ଟଗୋଳ ହୋଇଛି। କଂଗ୍ରେସ, ଆରଜେଡି, ଟିଏମ୍ସି, ଏଏପି ସମେତ ଅନ୍ୟ…
ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚାଇନାର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି। ତେବେ ଏହି…
ରିମାଣ୍ଡ ସରିଲା, ବିଷ ଗାଳିପାରିଲାନି ଇଡି
ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଅବଧି ସୋମବାର ସରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଗତ ଡିସେମ୍ବର ୬ ତାରିଖରୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଜେରା ଆରମ୍ଭ କରିଥିଲା। ତେବେ ଅର୍ଚ୍ଚନାଙ୍କୁ ଜେଲରୁ କୋର୍ଟକୁ ନେବା ସମୟରେ…

