Home Middle

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ସଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ମିଳିବ। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍‌ ଫାଉଣ୍ଡେଶନ ପକ୍ଷରୁ ଏହି ଆଓ୍ବାର୍ଡରେ ସମ୍ମାନିତ କରାଯିବ। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.…

ଆତ୍ମହତ୍ୟା: ଦିନମଜୁରିଆ ଆଗରେ

ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା ଚିନ୍ତାଜନକ ରହିଛି। କାରଣ ମହାମାରୀ କରୋନା ଯୋଗୁ ଆର୍ଥିକ ସ୍ଥିତ…

୧୩୭ ବର୍ଷରେ ୫୬ ନେତା ସମ୍ଭାଳିଛନ୍ତି ଦାୟିତ୍ୱ: ପରବର୍ତ୍ତୀ ଅଧ୍ୟକ୍ଷ ରେସ୍‌ରେ ରହିଛି ଏମାନଙ୍କ ନାମ

xନୂଆଦିଲ୍ଲୀ,୨୯।୮: କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର କାର୍ଯ୍ୟସୂଚୀ ଜାରି କରାଯାଇଛି। ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ୧୯ରେ ଫଳାଫଳ ଆସିବ। ତେବେ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ…

ଚଳିତବର୍ଷ ଦୀପାବଳିରେ ଆରମ୍ଭ ହେବ ଜିଓ ୫ଜି ସେବା

ମୁମ୍ବାଇ,୨୯।୮: ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁସିଖବର। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭାରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, ଚଳିତବର୍ଷ ଦୀପାବଳିରେ ଜିଓ…

ଉପରାଜ୍ୟପାଳଙ୍କ ଦ୍ୱାରା ହୋଇଛି ୧୪୦୦ କୋଟି ଦୁର୍ନୀତି, ଏଏପି ବିଧାୟକଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୮ : ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ଉପରାଜ୍ୟପାଳି ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ବିଧାନସଭାରେ ସେ ଦାବି କରିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଖଦୀ…

ଲିଭ୍‌ଇନ୍‌-ସମଲିଙ୍ଗୀ ସମ୍ପର୍କ ମଧ୍ୟ ପରିବାର, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…

ନୂଆଦିଲ୍ଲୀ, ୨୯।୮ : ସୁପ୍ରିମକୋର୍ଟ କହିଛନ୍ତି ଯେ ପାରିବାରିକ ସମ୍ପର୍କ ଘରୋଇ, ଅବିବାହିତଙ୍କ ସହିତ ଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ହୋଇପାରେ। ଏଥି ସହିତ, ଏହା ପରିବାରର ଅଭିବ୍ୟକ୍ତି ପରିବାର ସମ୍ବନ୍ଧୀୟ ପାରମ୍ପାରିକ ବ୍ୟବସ୍ଥା ଭଳି ବାସ୍ତବ ବୋଲି କୋର୍ଟ ଦର୍ଶାଇଛନ୍ତି।…

ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବିଭାଗ, ସିଭିସି ରିପୋର୍ଟ ନେଇ ହୋଇନି କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୨୯।୮ : ସରକାରୀ ବିଭାଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ବିଭାଗଗୁଡ଼ିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପରାମର୍ଶକୁ ଅନୁସରଣ କରିନାହାଁନ୍ତି।…

ଘର ଲୋକେ ଘର ଛାଡ଼ିବାକୁ ବାଧ୍ୟ କଲେ, ବର୍ତ୍ତମାନ କଂଗ୍ରେସରେ ଡାକ୍ତର ଜଣେ କମ୍ପାଉଣ୍ଡର, ଗୁଲାମ ନବୀ ବଖାଣିଲେ ଅନ୍ତର ବ୍ୟଥା…

ନୂଆଦିଲ୍ଲୀ, ୨୯।୮ : କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ପୁଣି ଥରେ ଗଣମାଧ୍ୟମ ସହ କଥା ହୋଇଛନ୍ତି। ଏହି ସମୟରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଘର ଲୋକେ ତାଙ୍କୁ…

ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀ କକ୍ଷରେ ବସାଇବା ଭାରତୀୟ ସଂସ୍କୃତିର ଅବମାନନା, ନେତାଙ୍କ ମନ୍ତବ୍ୟ ନେଇ ଉତ୍ତେଜନା …

ଥିରୁଭାନନ୍ତପୁରମ୍‌, ୨୯।୮ : କେରଳର ହିନ୍ଦୁ ଏଜାଭା ସମ୍ପ୍ରଦାୟର ନେତା ଭେଲାପାଲି ନାଟସନ କହିଛନ୍ତି ଯେ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର ବିରୋଧୀ ତଥା ଅବମାନନା ଏବଂ ଏହା ଅରାଜକତା ସୃଷ୍ଟି କରେ। କୋଚିରେ ଗଣମାଧ୍ୟମ ପ୍ରତିନିଧିଙ୍କ…

ହିଜାବ୍‌ ମାମଲାରେ କେରଳ ସରକାରଙ୍କୁ ନୋଟିସ…

ନୂଆଦିଲ୍ଲୀ, ୨୯।୮ : ହିଜାବ ନିଷେଧ ମାମଲାରେ କର୍ନାଟକ ସରକାରଙ୍କୁ ସୁପ୍ରିମକୋର୍ଟ ସୋମବାର ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର ୫ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ହିଜାବ ନିଷେଧାଦେଶକୁ ସମର୍ଥନ କରି କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରୋକ ଲଗାଇବାକୁ…

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଓଟିଇଟି ପ୍ରଶ୍ନପତ୍ର,ବାହାରେ ଘୂରି ବୁଲୁଛି ଉତ୍ତର ସିଟ୍‌

ମାଲକାନଗିରି,୨୯ା୮(ଡି.ଏନ୍‌.ଏ.): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍‌ ଭାଇରାଲ ହୋଇଛି। ଏହି ଓଟିଇଟି ପରୀକ୍ଷା ପାଇଁ…

ପ୍ରଧାନମନ୍ତ୍ରୀଙ୍କ ଅପିଲ, କ୍ରୀଡା-ଫିଟନେସକୁ ଦୈନନ୍ଦିନ କାର୍ଯ୍ୟରେ ସଭିଏଁ କରନ୍ତୁ ସାମିଲ…

ନୂଆଦିଲ୍ଲୀ, ୨୯।୮ : ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହକିର ଯାଦୁଗର ମେଜର ଧିଆନ ଚାନ୍ଦଙ୍କୁ ସ୍ମରଣ କରିଛନ୍ତି। ସେ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି ଯେ  ଜାତୀୟ କ୍ରୀଡା ଦିବସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri