Home Middle

ବଦଳିବ ରାଜପଥର ନାମ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୯: ବଦଳିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନ୍‌ର ନାମ। ଏହାର ନାମ ପରିବର୍ତ୍ତନ କରାଯାଇ ‘କର୍ତ୍ତବ୍ୟ ପଥ’ ରଖାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ…

ଗୁରୁଦିବସରେ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୯: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ୍‌- ଏସ୍‌ଏଚ୍‌ଆରଆଇ) ଯୋଜନା ଅଧୀନରେ ସମଗ୍ର ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ନବୀକରଣ କରାଯିବ। ଗୁରୁଦିବସ ଅବସରରେ ଏକ…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୫ା୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି। ଋଷି…

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ହୋଇଥିବା ଏହି ବିସ୍ଫୋରଣରେ ଦୁଇ ରାଷ୍ଟ୍ରଦୂତଙ୍କର ମଧ୍ୟ ଜୀବନ ଯାଇଥିବା କୁହାଯାଉଛି। ରିପୋର୍ଟ…

ଆଫଗାନିସ୍ତାନରେ ଭୂକମ୍ପ: ୬ ମୃତ, ୯ ଆହତ

କାବୁଲ,୫ା୯: ସୋମବାର ଆଫଗାନିସ୍ତାନ ଏବଂ ପାକିସ୍ତାନର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହି ଭୂକମ୍ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୁନାର ପ୍ରଦେଶର…

ଭୟଙ୍କର ଦୁର୍ଘଟଣା: ଟ୍ରେନ୍‌-କାର୍‌ ଧକ୍କା, ୫ ଜଣଙ୍କ ଜୀବନ ଗଲା

ହଙ୍ଗେରୀ,୫ା୯: ସୋମବାର ହଙ୍ଗେରୀର ଦକ୍ଷିଣ ଭାଗରେ ଥିବା ଏକ ରେଳ କ୍ରସିଂରେ ଟ୍ରେନ୍‌ ଏବଂ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯେତେବେଳେ ଟ୍ରେନ୍‌ ରେଳ କ୍ରସିଂ ନିକଟରେ ଯାଉଥିଲା, ସେତେବେଳେ ଏକ କାର୍‌…

ମଦ ଦୁର୍ନୀତିର ଷ୍ଟିଙ୍ଗ୍‌ ଅପରେଶନ, ଦୁର୍ନୀତି ବିରୋଧରେ ଲଢ଼ିବାକୁ ଶପଥ ନେଇଥିବା ଏଏପି ହୋଇଛି ଦୁର୍ନୀତିଗ୍ରସ୍ତ…

ନୂଆଦିଲ୍ଲୀ, ୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଏକ ଭିଡିଓ ଜାରି କରିଛି। ଭାଜପା ଏହାକୁ ଷ୍ଟିଙ୍ଗ ଅପରେଶନ ବୋଲି କହିଛି। ଏହା ମାଧ୍ୟମରେ…

ଦିଲ୍ଲୀ ବନାମ କେନ୍ଦ୍ର: ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର, ସେପ୍ଟେମ୍ବର ୭ରେ ଶୁଣାଣି…

ନୂଆଦିଲ୍ଲୀ, ୫।୯ : ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ଙ୍‌ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସେପ୍ଟେମ୍ବର ୭ ବୁଧବାର…

ଅସ୍ଥା ଭୋଟରେ ଜିତିଲେ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟରେ ସୋମବାର ବିଜୟୀ ହୋଇଛନ୍ତି। ତାଙ୍କୁ ୪୮ ଜଣ ବିଧାୟକଙ୍କ ସମର୍ଥନ ମିଳିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ଅଧିକ। ଭୋଟ ସମୟରେ ଭାଜପା ବିଧାୟକମାନେ ଗୃହତ୍ୟାଗ କରିଥିଲେ। ଆସ୍ଥା ଭୋଟ…

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ସଞ୍ଜୟ…

ମୁମ୍ବାଇ, ୫।୯ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପାତ୍ରା ଚାଲ ସ୍କାମ ମାମଲାରେ ଗତ ମାସରେ ରାଉତଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ…

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ ଟିକା ଏଡି-୫-ଏନ୍‌ କୋଭ୍‌କୁ ବ୍ୟବହାର କରିବାରେ ଚାଇନା ପ୍ରଥମ ଦେଶ ହୋଇପାରିଛି। ଏହି ଟିକା…

ଦିଲ୍ଲୀରେ ଶେଖ ହାସିନା…

ନୂଆଦିଲ୍ଲୀ, ୫।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀର ପହଞ୍ଚିଛନ୍ତି। ତାଙ୍କୁ ଭାରତ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ପ୍ରଦାନ କରାଯାଇଛି। ୨୦୧୯ ପରେ ଏହା ହାସିନା ଙ୍କ ପ୍ରଥମ ଭାରତ ଗସ୍ତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri