ତିନି ଦିନିଆ ଗୁଜରାଟ ଗସ୍ତରେ ମୋଦି, ବିଧାନସଭା ନିର୍ବାଚନ ପୂର୍ବରୁ ଦେବେ ବିକାଶର ‘ବୁଷ୍ଟର ଡୋଜ’
ନୂଆଦିଲ୍ଲୀ,୯ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ୩ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହାପରେ ସେ ୧୧ ଅକ୍ଟୋବରକୁ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ରବିବାର ସେ ତାଙ୍କ ଗସ୍ତ ମୋହସାଣାର ମୋଦେରାରୁ ଆରମ୍ଭ…
୪୦ ରାଲି ୧୪୪ ଆସନ, ଭାଜପାର ସ୍ବତନ୍ତ୍ର ମିଶନ…
ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ମର୍ମରେ ୨୦୧୯ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଭାଜପା ପରାଜିତ ହୋଇଥିଲା ସେସବୁ ଆସନ ଉପରେ ଦଳ ପକ୍ଷରୁ ସ୍ବତନ୍ତ୍ର ଯୋଜନା…
ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ, ଶତାବ୍ଦୀ ଟ୍ରେନକୁ ଯାତ୍ରୀ ହେଲେ ସ୍ଥାନାନ୍ତରଣ…
ନୂଆଦିଲ୍ଲୀ,୮।୧୦ : ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ ହୋଇଛି। ଶନିବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚକା ଜାମ ହେବାରୁ ଏକ୍ସପ୍ରେସ୍କୁ ରୋକାଯାଇଥିଲା। ଯାତ୍ରୀଙ୍କୁ ଶତାବ୍ଦୀ ଟ୍ରେନକୁ ସ୍ଥାନାନ୍ତରଣ କରାଯାଇଛି। ଶତାବ୍ଦୀ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ…
ବନ୍ୟାରେ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ, ୩ କୋଟି ଲୋକ ପ୍ରଭାବିତ
ଇସଲାମାବାଦ,୮ା୧୦: ପାକିସ୍ତାନରେ ବନ୍ୟା ଯୋଗୁ ୨୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକେ ଏବେ କ୍ୟାମ୍ପରେ ରହୁଛନ୍ତି। ଏହା ଦ୍ୱାରା ରୋଗ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବନ୍ୟା ପରେ…
ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…
ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି…
୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…
ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି ଭାଜପା…
ପାଓ୍ବାର ଖେଳିବା ଆରମ୍ଭ କଲେ ସଂଖ୍ୟାଲଘୁ କାର୍ଡ, କହିଲେ ବଲିଉଡ୍ରେ ମୁସଲମାନଙ୍କ ଯୋଗଦାନ ଅଧିକ…
ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଂଖ୍ୟାଲଘୁ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ସେ ବିଦର୍ଭରେ…
କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ମତେ ପଠାଇଛନ୍ତି ଭଗବାନ: କେଜରିଓ୍ବାଲ…
ବଡୋଦରା,୮।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ପାଲ ଗୁଜରାଟରେ ତାଙ୍କ ବିରୋଧରେ ଲଗାଯାଇଥିବା ହିନ୍ଦୁ ବିରୋଧୀ ପୋଷ୍ଟରର ଜବାବ ଦେଇଛନ୍ତି। ବଡୋଦରାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ,ମୋର ଜନ୍ମ କୃଷ୍ଣ ଜନ୍ମାଷ୍ଟମୀରେ ହୋଇଥିଲା। ମତେ କଂସ ବଂଶଜଙ୍କୁ ଧ୍ୱଂସ…
କରୋନା ଟିକା ଯୋଗୁ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କଠାରେ ବୃଦ୍ଧି ପାଉଛି ହାର୍ଟ ଆଟାକ୍ ସମସ୍ୟା: ସର୍ଭେ ରିପୋର୍ଟ…
ଫ୍ଲୋରିଡା/ନୂଆଦିଲ୍ଲୀ,୮।୧୦ : କରୋନା ଏଆରଏନଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ଏଥି ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ। ବିଶେଷ ଭାବରେ ୧୮ ରୁ ୩୯ ବର୍ଷ ବୟସ୍କ ପୁରୁଷମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ ବୋଲି…
ମଥୁରାର ମୀନା ମସଜିଦ୍ ନେଇ ବିବାଦ…
ମଥୁରା,୮।୧୦ : ମଥୁରାର ଶାହି ଇଦଗହା ମସଜିଦ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମିମସଜିଦାନେଇ ବିବାଦ କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ଶାହୀ ଇଦଗାହା ମସଜିଦ ପ୍ରକୃତରେ ଶ୍ରୀକୃଷ୍ଣ ଜନ୍ମଭୂମି ଭାଙ୍ଗି ନିର୍ମିତ ହୋଇଛି କି? ଏହାର…
କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…
ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହା ଅପପ୍ରଚାର। ସେ କହିଛନ୍ତି ଯେ ଅଧ୍ୟକ୍ଷ ପଦ…
ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା,ପଦବୀ ଯିବା ପରେ ଏବେ ସତ୍ୟପାଲଙ୍କୁ ସିବିଆଇର ପଚରାଉଚରା…
ନୂଆଦିଲ୍ଲୀ,୮।୧୦ : ପଦବୀ ଯିବାପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପୂର୍ବତନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁଥର ବିରୋଧ କରିବା ସତ୍ୟପାଲଙ୍କ ପାଇଁ ମହଙ୍ଗା ପଡିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଇଛି।…
Archives


