ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ
ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ମା’ଙ୍କ କହିବା…
ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି
ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରବିବାର…
ଆଖିରୁ ଜଣାପଡ଼ିବ ହୃଦ୍ଘାତ ଆଶଙ୍କା
ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ…
ଭାରତରେ ୪୬୨ ବିଷାକ୍ତ ଔଷଧ
ନୂଆଦିଲ୍ଲୀ,୧୦ା୧୦: ୨୦୧୯-୨୦ରେ ଭାରତରେ ମୋଟ ୮୧,୩୨୯ ଔଷଧର ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ୨,୪୯୭ ନମୁନା ଉପଯୁକ୍ତ ମାନର ହୋଇ ନ ଥିବା ଜଣାପଡ଼ିଥିଲା। ୧୯୯ ଔଷଧର ନମୁନାରେ ବିଷାକ୍ତ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା…
ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୨୨ ମୃତ ୫୦ରୁ ଊର୍ଦ୍ଧ୍ୱ; ନିଖୋଜ
କାରାକାସ,୧୦ ।୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାରେ ବର୍ଷା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛିଦିନ ହେବ ସେଠାରେ ବର୍ଷା ଲାଗି ରହିଛି । ଇତିମଧ୍ୟରେ ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ହୋଗୁ ଭୂସ୍ଖଳନ ହୋଇଛି । ବନ୍ୟା ବି…
ଶେୟସ୍ ଆୟରଙ୍କ ଶତକ: ୭ ଉଇକେଟ୍ରେ ଜିତିଲା ଭାରତ
ରାଞ୍ଚି,୯।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟ୍ରେ ପରାସ୍ତ କରିଛି ଭାରତ। ୨୭୯ ରନ୍ର ଟାର୍ଗେଟ୍କୁ ପିଛା କରି ଭାରତ ୪୫.୫ ଓଭରରେ ମାତ୍ର ୩…
ରୁଷିଆକୁ ଡରୁଛି ଜର୍ମାନୀ
ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ ନାଟୋ ସଦସ୍ୟ ଜର୍ମାନୀ କହିଛି, ଏହି ସାମରିକ ସହଯୋଗୀ ଦଳ ଆଗକୁ ଯାଇ ଅନ୍ୟ…
ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ଭାଜପା ପ୍ରାର୍ଥୀ
ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେବେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାଜପା କେନ୍ଦ୍ରୀୟ…
ନାଇଟ୍ କଲଚରକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ୨୪ ଘଣ୍ଟା ଖୋଲା ରହିବ ହୋଟେଲ-ରେଷ୍ଟୁରାଣ୍ଟ ସହିତ ୩୧୪ ପ୍ରତିଷ୍ଠାନ…
ନୂଆଦିଲ୍ଲୀ,୯।୧୦ : ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ରାଜଧାନୀରେ ନାଇଟ୍ କଲଚରକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅନୁସାରେ ହୋଟେଲ, ରେଷ୍ଟୁରାଣ୍ଟ ସହିତ ୩୧୪ ବ୍ୟବସାୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହା ଦ୍ୱାରା ଦିଲ୍ଲୀରେ ରାତ୍ରି…
ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ତାଇଓ୍ବାନ ଆଗ୍ରହୀ…
ନୂଆଦିଲ୍ଲୀ/ତାଇପେ,୯।୧୦ : ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ତାଇୱାନ ମଧ୍ୟ ଆଗକୁ ଆସିଛି। ତାଇୱାନ କହିଛି ଯେ ଦୁଇ ଦେଶ ବର୍ତ୍ତମାନ ଯଥାଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିରେ ଆଗକୁ ବଢ଼ିିବା ଉଚିତ ଏବଂ ଏହାକୁ ଚୂଡ଼ାନ୍ତ ରୂପ ଦେବା ଜରୁରୀ।…
କବର ଖୋଳି ଖପୁରୀ ,କଙ୍କାଳ ଚୋରି କରୁଛନ୍ତି ଅପରାଧୀ, ଫେସବୁକ-ଇନଷ୍ଟାଗ୍ରାମରେ ହେଉଛି ବିକ୍ରି…
ଲଣ୍ଡନ,୯।୧୦ : ସମ୍ପ୍ରତି ବ୍ରିଟେନରୁ ଆଶ୍ଚର୍ଯ୍ୟଜନକ ମାମଲା ଶୁଣିବାକୁ ମିଳୁଛି। ଦେଶରେ ଥିବା କବରଗୁଡ଼ିକ ଚୋରଙ୍କ ଟାର୍ଗେଟରେ ଅଛି। ଖବର ଅନୁଯାୟୀ, କବର ଖୋଳି ପୋତି ଦିଆଯାଇଥିବା ମୃତ ଶରୀରର ଖପୁରୀ ଏବଂ କଙ୍କାଳ ବାହାର କରାଯାଉଛି। ପରେ ଏସବୁକୁ ସୋସିଆଲ…
କେବେ ଶେଷ ହେବ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ?…
ମସ୍କୋ/କ୍ୱିଭ୍,୯।୧୦ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଆଠ ମାସ ବିତିବାକୁ ଯାଉଛି। କିନ୍ତୁ ଏହି ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏବେ ପୁଣି ଥରେ ଏହି ଯୁଦ୍ଧ ତୀବ୍ର ହେବ ବୋଲି ଆଶା କରାଯାଉଛି। ଗୋଟିଏ ପଟେ ରୁଷିଆ ଭଳି ଶକ୍ତିଶାଳୀ…
Archives


