ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ରୁଷିଆ
ମସ୍କୋ/କିଭ୍/ଲଣ୍ଡନ,୧୪ା୧୦: ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସାମରିକ ମେଣ୍ଟରେ ୟୁକ୍ରେନ୍ ସାମିଲ ହେଲେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ଘମାଘୋଟ ଲଢ଼େଇ ହେବ। ଏହି ସଂଘର୍ଷରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଗୁରୁବାର ରୁଷିଆ ସୁରକ୍ଷା…
ଝୁଲିଲା ଭାରତ, ବ୍ରିଟେନ ଏଫ୍ଟିଏ
ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର ଷ୍ଟୁଡେଣ୍ଟ ଭିଜା ପାଇଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୮୯% ଅଧିକ। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଶିଳ୍ପ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଟାଟା ସନ୍ସ ଅଧ୍ୟକ୍ଷଙ୍କୁ କହିଛନ୍ତି। ଟାଟା ଷ୍ଟିଲ୍ ସମେତ ଓଡ଼ିଶାରେ ଟାଟା ସନ୍ସର ବିଭିନ୍ନ…
ୟୁକ୍ରେନ୍ର ମାଇକୋଲିଭ ଉପରେ ରୁଷିଆର ମିଶାଇଲ ବର୍ଷା, ଇରାନୀ ଡ୍ରୋନରୁ କ୍ୱିଭ ଉପରେ ଆକ୍ରମଣ
କ୍ୱିଭ,୧୪ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବେଳକୁ ବେଳ ଚିନ୍ତା ବଢିବାରେ ଲାଗିଛି । ଗୁରୁବାର ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିନ୍ଦା କରାଯାଉଥିବା ବେଳେ ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ମାଇକୋଲିଭ…
ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ
ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ…
ହିମାଚଳବାସୀଙ୍କୁ ମୋଦିଙ୍କ ଦୀପାବଳି ଉପହାର
ନୂଆଦିଲ୍ଲୀ, ୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିବାଚଳ ପ୍ରଦେଶର ଉନାରେ ବଲ୍କ ଡ୍ରଗ ପାର୍କର ଉଦଘାଟନ ଓ ଉନା-ହମିରପୁର ରେଲୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଧନତେରସ ଓ ଦୀପାବଳି ପୂର୍ବରୁ ହିମାଚଳକୁ ୧୦୦୦କୋଟିର…
ଜଳିଗଲା ବସ୍, ୧୨ ଶିଶୁଙ୍କ ସମେତ ୧୮ ମୃତ
ଇସଲାମାବାଦ,୧୩ା୧୦: ପାକିସ୍ତାନରେ ଏକ ବସ୍ରେ ନିଆଁ ଲାଗିଯିବାରୁ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀ ଏବଂ ଉଦ୍ଧାରକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସମସ୍ତେ ବନ୍ୟା ସହାୟତା ଶିବିରରୁ ଘରକୁ ଫେରୁଥିଲେ। ବର୍ତ୍ତମାନ ଦେଶରେ ବନ୍ୟା ଜଳ…
ଅନ୍ତର୍ଜାତୀୟ ସୁରକ୍ଷା ନିୟମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି ଚାଇନା, ବ୍ରିଟେନର ଅଭିଯୋଗ…
ଲଣ୍ଡନ,୧୩।୧୦ : ବ୍ରିଟେନର ସାଇବର-ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ ଜେରେମି ଫ୍ଲେମିଙ୍ଗ ଚାଇନା ଅନ୍ତର୍ଜାତୀୟ ସୁରକ୍ଷାର ନିୟମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହାର ଅଞ୍ଚଳକୁ ବୃଦ୍ଧି କରିବା ତଥା ଅନ୍ୟ ଦେଶରେ ପ୍ରଭାବ ବଢ଼ାଇବା ପାଇଁ ଚାଇନା ଏହାର…
ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…
ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା କରିବେ…
ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ
ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। କେବଳ ଏତିକି ନୁହେଁ, ବର୍ତ୍ତମାନ ଜାତିସଂଘ…
ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ମୁହଁ ଫେରାଇଲା ଓଆଇସି
ଇସଲମାବାଦ,୧୩ା୧୦: ପାକିସ୍ତାନରେ ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ କାହାକୁ ଅଜଣା ନାହିଁ। ଏହି ବନ୍ୟାରେ ୬୦-୬୫ ଲକ୍ଷ ଲୋକ ଭୂମିହୀନ ହୋଇଛନ୍ତି। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଗୋରୁ ବନ୍ୟାରେ ଭାସି ଯାଇଛନ୍ତି। ଲକ୍ଷ ଲକ୍ଷ ହେକ୍ଟର…
ଏସିଆ କପ୍ ଫାଇନାଲରେ ଭାରତ
ଢାକା,୧୩।୧୦: ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଟି -୨୦ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ ସେମିଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ଏହା ହେଉଛି ଟୁର୍ନାମେଣ୍ଟର ଅଷ୍ଟମ ସିଜନ ଏବଂ ଭାରତୀୟ ଦଳ ପ୍ରତ୍ୟେକ…
Archives


